Home 2020
Yearly Archives: 2020
ଏମ.ସି.ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯଶୋଟିକିରି ଟିମ୍ ଚାମ୍ପିଅନ
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ଯଶୋଟିକିରି କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଏମ.ସି.ସି. କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ...
ପ୍ରମୋଦ ଯୁବ ବିଜେଡି ଜିଲ୍ଲା ସଂପାଦକ ଭାବେ ନିଯୁକ୍ତି
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଅଂଚଳରେ ପ୍ରମୋଦ(ଦିଲୁ)କୁ ଯୁବ ବିଜେଡି ଜିଲ୍ଲା ସଂପାଦକ ଭାବେ ମନୋନୀତ କରାଯାଇଛି । କରଞ୍ଜମାଳ ପଂଚାୟତ ଅଧିନସ୍ଥ ପୂର୍ବତନ ସରପଂଚ...
ପରୀକୁ ନ୍ୟାୟ ଦାବୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଘଂଟେଶ୍ୱରରେ ବିକ୍ଷୋଭ
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଂଶଡା ଥାନା ଅର୍ନ୍ତଗତ ଘଂଟେଶ୍ୱର ଠାରେ ଏବିଭିପି ପକ୍ଷରୁ ପରୀ ହତ୍ୟାକାରୀକୁ ନ୍ୟାୟ ପ୍ରଦାନ ଦାବୀରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି ।...
ପାଚିଲା ଧାନ ଜମିରେ ପାଣି ମାଡି ଯିବାକୁ ନେଇ ରେଳରୋକ, କ୍ଷତିପୂରଣ ପ୍ରତିଶ୍ରୁତି ପରେ ରେଳରାକ ପ୍ରତ୍ୟାହୃତ, ସ୍ଥାନୀୟ...
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ପଂଚାୟତ ଅଧିନସ୍ଥ ନୂଆଗାଁ ଆଡିଆ ଏବଂ ଗୁଆଁଳ ଗ୍ରାମର ବାସିନ୍ଦାଙ୍କ ଚାଷ ଜମିରେ ପାଣି ପାଇପ ଫାଟି ପାଚିଲା ଧାନ...
ଇମିଟେସନ ବଦଳାଇ ସୁନା ଲୁଟୁଥିବା ୩ ମହିଳା ଗିରଫ
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚୋରି ପୁଣି ଅଭିନବ ଢଙ୍ଗରେ । ଗହଣା ଦୋକାନକୁ ଯାଇ ଗହଣା କିଣିବା ଆଳରେ ଗହଣା ଦେଖୁ ଦେଖୁ ମଉକା ଦେଖି...
ଗୋକୁଳାନନ୍ଦ ବାବୁ ଜଣେ କିମ୍ବଦନ୍ତୀ ପୁରୁଷ : ବିଶିଷ୍ଟ ବକ୍ତାଙ୍କ ମତ, ଭଦ୍ରକରେ ପୂର୍ବତନ ସାଂସଦ ଓ ବିଧାୟକ,...
ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବ୍ରିଟିଶ ସରକାରଙ୍କୁ ହଟାଇ ସ୍ୱାଧୀନ ଭାରତର ନାଗରିକର ପରିଚୟ ସୃଷ୍ଟି କରି ଭାରତ ମାତାଙ୍କୁ ପରାଧୀନତାରୁ ମୁକ୍ତି କରିବାକୁ ନିଜ ଜୀବନକୁ...
ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଲା ବାଇକ୍ ୧ ଗୁରୁତର, ୧ ଆହାତ
ହରିଚନ୍ଦନପୁର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଓ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଜଗନ୍ନାଥ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଲା ବାଇକ୍ ଜଣେ...
ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଭାଇରାଲ୍ ଅଡିଓ: ପ୍ରତିକ୍ରିୟା ରଖିଲେ ପିଙ୍କି ପ୍ରଧାନ
ଭୁବନେଶ୍ୱର/ବ୍ରହ୍ମପୁର: ତହସିଲଦାରଙ୍କ ବଦଳି ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ କଥିତ ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ। ଗଞ୍ଜାମ ଜିଲ୍ଲାର...
ମଶାରୀ ବଣ୍ଟନ ନିମନ୍ତେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ବୈଠକ
ହରିଚନ୍ଦନପୁର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଶାରୀ ବଣ୍ଟନ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନା...
ବୈଶ୍ବିକ ପରିଦୃଶ୍ୟରେ ଭାରତର ଭୂମିକା: ସର- ସଂଘ ଚାଳକ ମୋହନ ଜୀ’ ଭାଗବତ
ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍) ପ୍ରଚାର ବିଭାଗ ପକ୍ଷରୁ ତ୍ରିପୁରା ପୂର୍ଣ୍ଣିମା ତିଥିରେ ଆଭାସୀ ମାଧ୍ୟମରେ ଆୟୋଜିତ ଏକ ବୌଦ୍ଧିକ କାର୍ଯ୍ୟଶାଳାରେ "ବୈଶ୍ବିକ ପରିଦୃଶ୍ୟରେ ଭାରତର ଭୂମିକା" ଉପରେ ନିଜର...
ପୋଲିସ ଓ ଜୁଆଡିଙ୍କ ଅଡିଓ ଭାଇରାଲ ଘଟଣାରେ କନେଷ୍ଟବଳ ନିଲମ୍ୱିତ, ତଦନ୍ତ ଜାରି
କେନ୍ଦୁଝର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ସାପ୍ତାହିକ ହାଟରେ କେତେକ ଜୁଆଡି ପୋଲିସ ସହ ସଲାସୁତୁରା ହୋଇ ବେଆଇନ୍ ଭାବେ ଜୁଆଖେଳ କରିଥାନ୍ତି ।...
ଡାଇଭରରସନରେ ଟ୍ରକ ଓ ବର ଗାଡ଼ି ଧକ୍କା , ଅଳ୍ପକେ ବର୍ତ୍ତିଲେ ବର ଓ କନିଆଁ
ବାହାନଗା,୦୩ା୧୨(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲ ୧୬ନଂ ଜାତୀୟ ରାଜପଥ ବାରିକପୁର ଡାଇଭରସନ ନିକଟରେ ଟ୍ରକ ଓ ବରଗାଡ଼ି ମୁହାଁ ମୁହିଁ ଧକ୍କା ହେବାରୁ ଅଳ୍ପକେ ବର ଓ କନିଆଁ...
ଗୋପାଳପୁରରେ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ
ବାହାନଗା,୩ା୧୨( ଭାରତୀ ଦାସ/ ଓଡ଼ିିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ପଶୁଡାକ୍ତର ଖାନା ପଡ଼ିଆରେ ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ସେବା ସଂସ୍ଥା ତରଫରୁ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ...
ପୁନଃ ଥଇଥାନ ଦାବିରେ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା
ପାଳଲହଡା,୩/୧୨(ଓଡ଼ିଆପୁଅ/ନିହାର ରଞ୍ଜନ ସାମଲ): ଠିକା ବିଦ୍ୟୁତ କର୍ମଚାରୀଙ୍କୁ ପୁନଃ ଥଇଥାନ ଦାବିରେ ପାଳଲହଡା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଠିକା ବିଦ୍ୟୁତ କର୍ମଚାରୀମାନେ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ ପ୍ରାୟ ୮ ବର୍ଷ...
ସେଣ୍ଟ ଜାଭିୟର ହାଇସ୍କୁଲରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ
ହାଟଡିହି-୩/୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଚଣ୍ଡୀବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ହାଟଡିହି ବ୍ଲକ ‘ସକ୍ଷମ ସଂଘ’ର...
ପାଣିପାଇଁ ରାସ୍ତାରୋକ
ହାଟଡିହି- ୩/୧୨/: (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଗକୁ ଆସୁଛି ଖରାଦିନ, କିନ୍ତୁ ଆଜି ଠୁଁ ଆରମ୍ଭ ହୋଇଗଲାଣି ପାନୀୟଜଳ ଶଙ୍କଟ । ଏପରିକି ଲୋକମାନେ ପିଇବା ପାଣିଟୋପାଏ ନପାଇବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି...
ଜିଲ୍ଲାସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁବାର ବିଶ୍ୱଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଓଡିଶା ବିକଳାଙ୍ଗ ମଞ୍ଚ ଭଦ୍ରକ ଶାଖା ଓ ସାମାଜିକ...
ଉର୍ଦ୍ଧୁ ସିଟି ଛାତ୍ରଛାତ୍ରୀ ଓ ଉର୍ଦ୍ଧୁ ଶିକ୍ଷକ ସଂଘ ପକ୍ଷରୁ ବିଧାୟକ ସଂଜୀବ ମଲ୍ଲିକଙ୍କୁ କୃତଜ୍ଞତା ଜ୍ଞାପନ
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ଥିତ ଉର୍ଦ୍ଧୁ ସିଟି ସ୍କୁଲ ଓ ଭଦ୍ରକ ପାହିମହୁରା ସିଟି ସ୍କୁଲର ଭଦ୍ରକର ପ୍ରାୟ ୧ଶହ ୫ ଉର୍ଦ୍ଧୁ ଶିକ୍ଷାର୍ଥିô...
ବରପୁତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କଲେ ସାଂସଦ ଓ ବିଧାୟକ
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନ ଆଗରପଡ଼ା ଠାରେ ଗତ ନଭେମ୍ବର ୨୧ ତାରିଖ...
ଚିଙ୍ଗୁଡି ଚାଷ ଯୋଗୁଁ ଉଜୁଡୁଛି ଧାନ ଫସଲ, ଚାଷୀଙ୍କ ଧାରଣା
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ୍ରେ ବେଆଇନ୍ ଚିଙ୍ଗୁଡି ଚାଷୀଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ôଚଛି । ଯେଉଁମାନଙ୍କ ଉତ୍ପୀଡନରେ ପ୍ରାୟ...





