Home 2020
Yearly Archives: 2020
ବଲାଙ୍ଗୀର ଜିଲ୍ଲାପାଳଙ୍କ କଣ୍ଟାବାଞ୍ଜି ସହରକୁ ଅଚାନକ ଗସ୍ତ
ବଲାଙ୍ଗୀର, ୨୭-୦୯ (ଓଡ଼ିଆ ପୁଅ/ସନ୍ତୋଷନାୟକ) ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଂଟାବଂଜି ସହରକୁ ଶୁକ୍ରବାର ଅପରାହ୍ନରେ ପ୍ରଥମ କରି ଅଚାନକ ପରିଦର୍ଶନ କରିଛନ୍ତି। ସେ କଂଟାବାଂଜିକୁ ପାଦ ଦେବାର ପ୍ରଥମ ପାହାଚରେ ସ୍ଥାନୀୟ...
ଅକ୍ଟୋବର ମାସରେ ରାଜ୍ୟର ଖୋଲିବ ସମସ୍ତ ପର୍ଯ୍ୟଟନସ୍ଥଳୀ : ପର୍ଯ୍ୟଟନ ମନ୍ତ୍ରୀ
ଭୁବନେଶ୍ୱର ୨୭-୯ (ଓଡ଼ିଆ ପୁଅ) : କରୋନା ଭାଇରସ୍ ସଂକ୍ରମଣକୁ ନଜରରେ ରଖି ମାର୍ଚ୍ଚ ମାସରୁ ସମସ୍ତ ପର୍ଯ୍ୟଟନ ସ୍ଥଳୀ ରାଜ୍ୟରେ ବନ୍ଦ ଅଛି। ଏହା ଫଳରେ ଏହା ଉପରେ ନିର୍ଭର କରୁଥିବା...
ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ବର୍ଷବର୍ଷ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହିଛନ୍ତି ଆଦିବାସୀ ଯୁବକ
ହରିଚନ୍ଦନପୁର,ତା ୨୭ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସରକାର ଲୋକଙ୍କୁ ଉଚିତ୍ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବାର୍ଷିକ କୋଟି କୋଟି ଟଙ୍କାର ବ୍ୟୟ ବରାଦରେ ଯୋଜନା ଉପରେ ଯୋଜନା ପ୍ରଣୟନ...
ଆଜି ୩୦ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪ ମୃତ- ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ –
ଭୁବନେଶ୍ୱର ୨୭-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୩୯୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୩୭୪ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୩୦୯ ଜଣ...
ଉମା ଭାରତୀ କରୋନା ପଜେଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେପି ନେତ୍ରୀ ଉମା ଭାରତୀ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ରୃଷିକେଶ ଏବଂ ହରିଦ୍ୱାର ମଧ୍ୟରେ ବନ୍ଦେ ମାତରମ୍ କୁଞ୍ଜରେ ଉମା ନିଜକୁ...
ଆଜି କରୋନା ନେଲା ୧୪ ମୁଣ୍ଡ, ମୋଟ ମୃତ୍ୟୁ ୭୯୭ କୁ ବୃଦ୍ଧି
ଭୁବନେଶ୍ୱର ୨୭-୯ (ଓଡ଼ିଆ ପୁଅ) ଆଜି କରୋନା ନେଲା ୧୪ ମୁଣ୍ଡ, ମୋଟ ମୃତ୍ୟୁ ୭୯୭ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦୋଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...
ଆଜି ୩୯୨୨ ନୂଆ ଆକ୍ରାନ୍ତ, ମୋଟ ୨୦୯୩୭୪ କୁ ବୃଦ୍ଧି
ଭୁବନେଶ୍ୱର ୨୭-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା କୁ ବୃଦ୍ଧି ପାଇଛି।
-ନୂଆ ଆକ୍ରାନ୍ତ: ୩୯୨୨- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୩୦୯- ସ୍ଥାନୀୟ ଅଞ୍ଚଳରୁ୧୬୧୩
କେଉଁ...
ଦେଶରେ ୮୮, ୬୦୦ ନୂଆ କରୋନା ଆକ୍ରାନ୍ତ, ୧, ୧୨୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୯୪, ୫୦୩ କୁ...
ନୂଆ ଦିଲ୍ଲୀ ୨୭-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୮, ୬୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୨୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...
ଭାରତରେ ପ୍ରବେଶ କରିସାରିଛି ବ୍ରୁସେଲୋସିସ୍ : ଆଉ ଏକ ମାରାତ୍ମକ ଭୂତାଣୁ, କ’ଣ ଅନ୍ୟ ମହାମାରୀ ଆଡକୁ ଯାଉଛୁ...
ନୂଆ ଦିଲ୍ଲୀ ୨୭-୯ (ଓଡ଼ିଆ ପୁଅ) ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି ଯେ ବ୍ରୁସେଲୋସିସ୍ ରୋଗ ମହାମାରୀରେ ପରିଣତ ହୋଇପାରେ ଯାହା COVID-୧୯ ଅପେକ୍ଷା ଅଧିକ ଭୟଙ୍କର ହୋଇପାରେ।
ବ୍ରୁସେଲୋସିସ୍ ବିଷୟରେ
ସଂକ୍ରମିତ ପ୍ରାଣୀର ତରଳ ପଦାର୍ଥ...
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀ: ଜାଣନ୍ତୁ; କ’ଣ ରହିଲା ମିଳିତ ବିବୃତ୍ତି ..
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଦ୍ଵିପାକ୍ଷିକ ସମ୍ପର୍କ ଏବଂ ଉଭୟ ଦେଶ ପାଇଁ ଉଦ୍ଦିଷ୍ଟ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା...
ମିଳିତ ଜାତିସଂଘ ସାଧାରଣ ପରିଷଦର ୭୫ତମ ଅଧିବେଶନରେ ପିଏମ୍ ମୋଦିଙ୍କ ଅଭିଭାଷଣ
ନୂଆଦିଲ୍ଲୀ: ମିଳିତ ଜାତିସଂଘର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଭିଡିଓ କନ୍ଫରେନ୍ସିଂ ସମ୍ମିଳନୀରେ ଯୋଗଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣ ରଖିଛନ୍ତି। ମୋଦି ତାଙ୍କ ଅଭିଭାଷଣରେ କହିଥିଲେ ମିଳିତ...
ବିଜେପିକୁ ଶକ୍ତ ଧକ୍କା: କୃଷି ବିଲକୁ ବିରୋଧ କରି ଏନଡିଏ ଛାଡିଲା ଶିରୋମଣି ଅକାଳୀ ଦଳ
ନୂଆ ଦିଲ୍ଲୀ ୨୬-୯ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟିର ଅନ୍ୟତମ ସହଯୋଗୀ ଶିରୋମଣି ଅକାଳୀ ଦଳ (ଶିରୋମଣି ଅକାଳୀ ଦଳ (SAD)) ତିନିଟି ବିବାଦୀୟ କୃଷି ବିଲ୍ ଉପରେ ନ୍ୟାସନାଲ ଡେମୋକ୍ରାଟିକ୍...
ତିର୍ତୋଲ ବିଧାନସଭା ଉପ ନିର୍ବାଚନ ପାଇଁ ତିର୍ତୋଲ ବ୍ଲକ ପ୍ରଚାର କମିଟି ଗଠିତ
ଭୁବନେଶ୍ୱର ୨୫-୯ (ଓଡ଼ିଆ ପୁଅ/ଟୁକନ ସେଠୀ) - ଆଗାମୀ ତିର୍ତୋଲ ବିଧାନସଭା ଉପ ନିର୍ବାଚନରେ ପ୍ରଚାର କାର୍ଯ୍ୟକୁ ପରିଚାଳନା କରିବାପାଇଁ ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ ଶ୍ରୀ ଚିରଞ୍ଜିବ ବିଶ୍ୱାଳଙ୍କ ସୁପାରିଶ କ୍ରମେ...
ବିଜେପିର ନୂଆ ଜାତୀୟ ଟିମ୍ ଘୋଷଣା: ସ୍ଥାନ ପାଇଲେ ୪ ଓଡ଼ିଆ; ଦେଖନ୍ତୁ ସଂପୂର୍ଣ୍ଣ ଟିମ୍ ..
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଆଜି ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି। ଏଥିରେ ୧୨ ଜଣ ଉପାଧ୍ୟକ୍ଷ, ୮ ଜଣ ମହାସଚିବ, ଜଣେ ସଙ୍ଗଠନ ମହାମନ୍ତ୍ରୀ, ୩...
ଓଡ଼ିଶାର ୩୬ ଟି ସାଙ୍ଗଠନିକ ଜିଲ୍ଲାରେ ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡ଼ିବ ମହିଳା ମୋର୍ଚ୍ଚା...
ସୁକନ୍ୟା ସମୃଦ୍ଧି ଯୋଜନା ଅଭିଯାନର ଅୟମାରମ୍ଭ
ଭୁବନେଶ୍ୱର ୨୬/୦୫ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୫ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତା ପାର୍ଟି...
ପୌରାଞ୍ଚଳ ମହିଳାଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ
ବାଲେଶ୍ୱର, ୨୬-୯ (ଓଡ଼ିଆ ପୁଅ/ଅଭୟ ଦାସ): ଅଖିଳ ଭାରତ ମହିଳା କଂଗ୍ରେସ ଅଧ୍ୟକ୍ଷା ସସ୍ମିତା ଦେବଙ୍କ ନିର୍ଦ୍ଦେଶ ଓ ବାଲେଶ୍ୱରର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଜିଲ୍ଲା ମହିଳା କଂଗ୍ରେସ...
ଦିପ୍ତିସୂର୍ଯ୍ୟ ଭରତେନ୍ଦୁ ବିଶ୍ୱାଳ ଜିଲ୍ଲା ଛାତ୍ର ବିଜେଡି ସଭାପତି
ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ନାଆମୀ ଗ୍ରାମର ଉଦୀୟମାନ ଛାତ୍ର ନେତା ଦିପ୍ତିସୂର୍ଯ୍ୟ ଭରତେନ୍ଦୁ ବିଶ୍ୱାଳ ଭଦ୍ରକ ଜିଲ୍ଲା ଛାତ୍ର ଶାଖା ସଭାପତି ଭାବେ...
ବାଦାନୁବାଦ ଭିତରେ କାଦବରାଙ୍ଗ ପଂଚାୟତ ଗୃହ ନିର୍ମାଣ ପ୍ରସଙ୍ଗ : ନିର୍ମାଣରେ ବାଧକ ସାଜିଛି ସ୍ଥାନୀୟ ସମବାୟ ସମିତି
ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ପକ୍ଷରୁ ଏହି ଜିଲାର ବନ୍ତ ବ୍ଲକ୍ କାଦବରାଙ୍ଗ ପଂଚାୟତରେ ପଂଚାୟତ ଗୃହ ନିର୍ମାଣ ନିମନ୍ତେ ଅର୍ଥ...
ସରକାରୀ ସୁବିଧାରୁ ବଂଚିତ ଭିନ୍ନକ୍ଷମ ରବିନ୍ଦ୍ର ପ୍ରସଙ୍ଗ : ରାଜ୍ୟ ଭିନ୍ନକ୍ଷମ ଆୟୋଗ ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ
ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ରାମଚନ୍ଦ୍ରପୁର ପଂଚାୟତ ବେଲଗଡିଆ ଗ୍ରାମର ଭିନ୍ନକ୍ଷମ ରବିନ୍ଦ୍ରଙ୍କ ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହୋଇଛି...
ପଶୁଙ୍କ ପ୍ରେମରେ ଅଂଜନ : ଲକଡାଉନ୍ ଆରମ୍ଭରୁ ରାତିରେ ବୁଲି ବାଣ୍ଟୁଛନ୍ତି ଖାଦ୍ୟ
ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲକଡାଉନ୍ ସହରର ନିର୍ଜନ ରାତି । ପୁଲିସ୍ ଗାଡି ଓ ଆମ୍ବୁଲାନ୍ସର ସାଇରନ ନୀରବ ପରିବେଶକୁ ଭୟଙ୍କର ଗଢି ତୋଳିଥାଏ ।...









