Home Coronavirus Outbreak ଆଜି କରୋନା ନେଲା ୧୪ ମୁଣ୍ଡ, ମୋଟ ମୃତ୍ୟୁ ୭୯୭ କୁ ବୃଦ୍ଧି

ଆଜି କରୋନା ନେଲା ୧୪ ମୁଣ୍ଡ, ମୋଟ ମୃତ୍ୟୁ ୭୯୭ କୁ ବୃଦ୍ଧି

78

ଭୁବନେଶ୍ୱର ୨୭-୯ (ଓଡ଼ିଆ ପୁଅ) ଆଜି କରୋନା ନେଲା ୧୪ ମୁଣ୍ଡ, ମୋଟ ମୃତ୍ୟୁ ୭୯୭ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦୋଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବଲାଙ୍ଗୀର ଜିଲ୍ଲାରୁ ଜଣେ,

କଟକ ଜିଲ୍ଲାରୁ ୩ ଜଣ,

ଢେଙ୍କାନାଳ ଜିଲ୍ଲାରୁ ଜଣେ,

ଗଜପତିଜିଲ୍ଲାରୁ ଜଣେ,

ଯାଜପୁର ଜିଲ୍ଲାରୁ ୨ ଜଣ,

କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ,

ଖୋର୍ଦ୍ଦା ଜିଲ୍ଲାରୁ ୩ ଜଣ,

ସୋନପୁର ଜିଲ୍ଲାରୁ ଜଣେ,

ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି

୧- ବଲାଙ୍ଗୀର ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।

୨- ଭୁବନେଶ୍ୱରର ୪୨ ବର୍ଷ ବୟସ୍କ ପୁରୁଷ।

୩- ଭୁବନେଶ୍ୱରର ୫୮ ବର୍ଷ ବୟସ୍କ ପୁରୁଷ।

୪- କଟକ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୫- କଟକ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ।

୬- କଟକ ଜିଲ୍ଲାର ୪୨ ବର୍ଷ ବୟସ୍କ ପୁରୁଷ।

୭- ଢ଼େଙ୍କାନାଳ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୮- ଗଜପତି ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଏହି ରୋଗରେ ପୀଡିତ ଥିଲେ।

୯- ଯାଜପୁର ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୧୦- ଯାଜପୁର ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା।

୧୧- କେନ୍ଦ୍ରାପଡା ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ।

୧୨- କେନ୍ଦ୍ରାପଡା ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୩- ଖୋର୍ଧା ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କା ମହିଳା।

୧୪- ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୩୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.