ad
ଓଡ଼ିଶା

ବିଜେପିର ନୂଆ ଜାତୀୟ ଟିମ୍ ଘୋଷଣା: ସ୍ଥାନ ପାଇଲେ ୪ ଓଡ଼ିଆ; ଦେଖନ୍ତୁ ସଂପୂର୍ଣ୍ଣ ଟିମ୍ ..

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଆଜି ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି। ଏଥିରେ ୧୨ ଜଣ ଉପାଧ୍ୟକ୍ଷ, ୮ ଜଣ ମହାସଚିବ, ଜଣେ ସଙ୍ଗଠନ ମହାମନ୍ତ୍ରୀ, ୩ ଜଣ ସହ- ସଙ୍ଗଠନ ମହାମନ୍ତ୍ରୀ, ୧୩ ଜଣ ସଚିବ ଏବଂ ୨୩ ଜଣ ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ସମେତ ବିଭିନ୍ନ ମୋର୍ଚ୍ଚା ପଦବୀ ଗୁଡ଼ିକ ଘୋଷଣା ହୋଇଛି। ରାଷ୍ଟ୍ରୀୟ ଟିମରେ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ବୈଜୟନ୍ତ ପଣ୍ଡା ଉପାଧ୍ୟକ୍ଷ ଭାବରେ ଏବଂ ଡାଃ ସମ୍ବିତ ପାତ୍ର ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ସ୍ଥାନ ବଜାୟ ରଖିଥିବା ବେଳେ ନୂତନ ଭାବରେ ରାଷ୍ଟ୍ରୀୟ ସଚିବ ଭାବରେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାନ ପାଇଛନ୍ତି।

ରାଷ୍ଟ୍ରୀୟ ଉପାଧ୍ୟକ୍ଷ –
୧- ରମଣ ସିଂ (ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ)
୨- ବସୁନ୍ଧରା ରାଜେ ସିନ୍ଧିଆ (ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ)
୩- ରାଧାମୋହନ ସିଂହ
୪- ବୈଜୟନ୍ତ ପଣ୍ଡା
୫- ରଘୁବର ଦାସ
୬- ମୁକୁଲ ରଏ
୭- ରେଖା ବର୍ମା
୮- ଅନ୍ନପୂର୍ଣ୍ଣା ଦେବୀ
୯- ଭାରତୀବେନ୍ ସିୟାଲ
୧୦- ଡିକେ ଅରୁଣା
୧୧- ଏମ ଚୌବା ଆଓ
୧୨- ଅବଦୁଲ୍ଲା କୁଟ୍ଟୀ

ରାଷ୍ଟ୍ରୀୟ ମହାସଚିବ –
୧- ଭୂପିନ୍ଦର ଯାଦବ
୨- ଅରୁଣ ସିଂ
୩- କୈଳାସ ବିଜୟବର୍ଗୀୟ
୪- ଦୁଷ୍ୟନ୍ତ କୁମାର ଗୌତମ
୫- ଡି ପୁରନ୍ଦେଶ୍ୱରୀ
୬- ସିଟି ରବି
୭- ତରୁଣ ଚୁଙ୍ଗ
୮- ଦିଲ୍ଲୀପ ସାଇକିଆ

ସଙ୍ଗଠନ ମହାସଚିବ –
ବିଏଲ ସନ୍ତୋଷ
ସହସଙ୍ଗଠନ ମହାସଚିବ –
୧- ବି ସତୀଶ
୨- ସୌଦାନ ସିଂହ
୩- ଶିବ ପ୍ରକାଶ

ରାଷ୍ଟ୍ରୀୟ ସଚିବ –
୧- ବିନୋଦ ତାବଡ଼େ
୨- ବିନୋଦ ସୋନକର
୩- ବିଶ୍ୱଶ୍ୱର ଟୁଡୁ
୪- ସତ୍ୟା କୁମାର
୫- ସୁନୀଲ ଦେଓଧର
୬- ଅରବିନ୍ଦ ମେନନ
୭- ହରିଶ ଦ୍ବିବେଦୀ
୮- ପଙ୍କଜା ମୁଣ୍ଡେ
୯- ଓମପ୍ରକାଶ ଧ୍ରୁବେ
୧୦- ଅନୁପମ ହାଜରା
୧୧- ଡାଃ ନରେନ୍ଦ୍ର ସିଂହ
୧୨- ବିଜୟା ରାହଟକର
୧୩- ଡାଃ ଅଳକା ଗୁର୍ଜର

ବିଭିନ୍ନ ମୋର୍ଚ୍ଚା ଅଧ୍ୟକ୍ଷ –
କୃଷକ ମୋର୍ଚ୍ଚା – ରାଜକୁମାର ଚହଁର
ଯୁବମୋର୍ଚ୍ଚା- ତେଜସ୍ୱୀ ସୂର୍ଯ୍ୟା
ଓବିସି ମୋର୍ଚ୍ଚା- କେ ଲକ୍ଷ୍ମଣ
ସଂଖ୍ୟାଲଘୁ ମୋର୍ଚ୍ଚା- ଜମାଲ ସିଦ୍ଦିକ
ଅନୁସୂଚିତ ଜାତି ମୋର୍ଚ୍ଚା- ଲାଲ ସିଂହ ଆର୍ଯ୍ୟ
ଅନୁସୂଚିତ ଜନଜାତି ମୋର୍ଚ୍ଚା- ସମୀର ଓଁରାଓ

କୋଷାଧ୍ୟକ୍ଷ –
୧- ରାଜେଶ ଅଗ୍ରୱାଲ
୨- ସୁଧୀର ଗୁପ୍ତା (ସହ/ଯୁଗ୍ମ)

ସେଣ୍ଟ୍ରାଲ ଅଫିସ ସେକ୍ରେଟାରୀ –
ମହେନ୍ଦ୍ର ପାଣ୍ଡେ

ରାଷ୍ଟ୍ରୀୟ ପ୍ରବକ୍ତା –
୧- ଅନୀଲ ବଲୁନୀ (ମୁଖ୍ୟ ପ୍ରବକ୍ତା ଏବଂ ମିଡିଆ ପ୍ରଭାରୀ)
୨- ସଞ୍ଜୟ ମୟୁଖ (ସହ- ପ୍ରଭାରୀ)
୩- ଡାଃ ସମ୍ବିତ ପାତ୍ର
୪- ସୁଧାଂଶୁ ତ୍ରିବେଦୀ
୫- ସୟଦ ଶାହାନବାଜ ହୁସେନ
୬- ରାଜୀବ ପ୍ରତାପ ଋଡି
୭- ନଳୀନ ଏସ୍ କୋହଲୀ
୮- ରାଜୀବ ଚନ୍ଦ୍ରଶେଖର
୯- ଗୌରବ ଭାଟ୍ଟିଆ
୧୦- ସୟଦ ଜଫର ଇସଲାମ
୧୧- ଟାମ ବଡକ୍କନ
୧୨- ସଞ୍ଜୁ ବର୍ମା
୧୩- ଗୋପାଳ କୃଷ୍ଣ ଅଗ୍ରୱାଲ
୧୪- ଇକବାଲ ସିଂହ ଲାଲପୁରା
୧୫- ସରଦାର ଆର ପି ସିଂହ
୧୬- ରାଜବର୍ଦ୍ଧନ ସିଂହ ରାଠୋର
୧୭- ଅପରାଜିତା ଷଡ଼ଙ୍ଗୀ
୧୮- ହିନା ଗାବିତ
୧୯- ଗୁରୁପ୍ରକାଶ
୨୦- ମମ୍ହୋନଲୁମୋ କିକୋନ
୨୧- ନୂପୁର ଶର୍ମା
୨୨- ରାଜୁ ବିଷ୍ଟ
୨୩- କେ କେ ଶର୍ମା

ଆଇଟି ସେଲ୍ (ସୋସିଆଲ ମିଡିଆ ଇନଚାର୍ଜ)- ଅମିତ ମାଲବ୍ୟ

/- ଦେବଦତ୍ତ ରଥ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top