Home Coronavirus Outbreak ଆଜି ୩୯୨୨ ନୂଆ ଆକ୍ରାନ୍ତ, ମୋଟ ୨୦୯୩୭୪ କୁ ବୃଦ୍ଧି

ଆଜି ୩୯୨୨ ନୂଆ ଆକ୍ରାନ୍ତ, ମୋଟ ୨୦୯୩୭୪ କୁ ବୃଦ୍ଧି

99

ଭୁବନେଶ୍ୱର ୨୭-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା କୁ ବୃଦ୍ଧି ପାଇଛି।

-ନୂଆ ଆକ୍ରାନ୍ତ: ୩୯୨୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୩୦୯
– ସ୍ଥାନୀୟ ଅଞ୍ଚଳରୁ୧୬୧୩

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୨୦୦

୨- ବାଲେଶ୍ୱର ଜିଲ୍ଲାରୁ – ୭୨
୩- ବରଗଡ଼ ଜିଲ୍ଲାରୁ – ୧୫୪
୪- ଭଦ୍ରକ ଜିଲ୍ଲାରୁ – ୫୧
୫- ବଲାଙ୍ଗୀର ଜିଲ୍ଲାରୁ – ୮୫
୬- ବୌଦ୍ଦ ଜିଲ୍ଲାରୁ – ୪୮
୭- କଟକ ଜିଲ୍ଲାରୁ – ୩୮୦
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୭୬
୧୦- ଗଜପତି ଜିଲ୍ଲାରୁ – ୨୨
୧୧- ଗଞ୍ଜାମ ଜିଲ୍ଲାରୁ – ୩୯
୧୨- ଜଗତସିଂହପୁର ଜିଲ୍ଲାରୁ – ୧୨୩
୧୩- ଯାଜପୁର ଜିଲ୍ଲାରୁ – ୧୦୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୦୯
୧୫- କଳାହାଣ୍ଡି ଜିଲ୍ଲାରୁ – ୭୩
୧୬- କନ୍ଧମାଳ ଜିଲ୍ଲାରୁ – ୬୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୭
୧୮- କେନ୍ଦୁଝର ଜିଲ୍ଲାରୁ – ୨୧୨
୧୯- ଖୋର୍ଦ୍ଧା ଜିଲ୍ଲାରୁ – ୮୧୮
୨୦- କୋରାପୁଟ ଜିଲ୍ଲାରୁ – ୬୯
୨୧- ମାଲକାନଗିରି : ୬୯
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୯
୨୩- ନବରଙ୍ଗପୁର ଜିଲ୍ଲାରୁ: ୪୦
୨୪- ନୟାଗଡ଼ ଜିଲ୍ଲାରୁ – ୪୮
୨୫- ନୂଆପଡ଼ା ଜିଲ୍ଲାରୁ – ୧୧୪
୨୬- ପୁରୀ ଜିଲ୍ଲାରୁ – ୧୮୪
୨୭- ରାୟଗଡ଼ା ଜିଲ୍ଲାରୁ – ୪୮
୨୮- ସମ୍ବଲପୁର ଜିଲ୍ଲାରୁ – ୧୧୭
୨୯- ସୋନପୁର ଜିଲ୍ଲାରୁ – ୨୫
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୩
୩୧- State Pool: ୨୧୪
ଗତକାଲି ସୁସ୍ଥ ହୋଇଥିଲେ – : ୪୭୬୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୧୧୧୭୬୬
– ମୋଟ ଆକ୍ରାନ୍ତ ୨୦୯୩୭୪
– ମୋଟ ସୁସ୍ଛ ହୋଲେଣି ୧୭୦୧୯୩
-ସକ୍ରୀୟ ଆକ୍ରାନ୍ତ : ୩୮୩୩୧

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.