Home Coronavirus Outbreak ଆଜି ୩୦ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪ ମୃତ- ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ...

ଆଜି ୩୦ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪ ମୃତ- ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ –

185

ଭୁବନେଶ୍ୱର ୨୭-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୩୯୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୩୭୪ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୩୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତକାଲି ସୁସ୍ଥ ହୋଇଥିଲେ ୪୭୬୧ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୧୧୧୭୬୬। ମୋଟ ଆକ୍ରାନ୍ତ ୨୦୯୩୭୪ ଜଣ। ମୋଟ ସୁସ୍ଥ ହେଲେଣି ୧୭୦୧୯୩। ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୩୮୩୩୧ ଜଣ।

ଆଜି କରୋନା ନେଲା ୧୪ ମୁଣ୍ଡ, ମୋଟ ମୃତ୍ୟୁ ୭୯୭ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦୋଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବଲାଙ୍ଗୀର ଜିଲ୍ଲାରୁ ଜଣେ,

କଟକ ଜିଲ୍ଲାରୁ ୩ ଜଣ,

ଢେଙ୍କାନାଳ ଜିଲ୍ଲାରୁ ଜଣେ,

ଗଜପତିଜିଲ୍ଲାରୁ ଜଣେ,

ଯାଜପୁର ଜିଲ୍ଲାରୁ ୨ ଜଣ,

କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ,

ଖୋର୍ଦ୍ଦା ଜିଲ୍ଲାରୁ ୩ ଜଣ,

ସୋନପୁର ଜିଲ୍ଲାରୁ ଜଣେ,

ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି

୧- ବଲାଙ୍ଗୀର ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।

୨- ଭୁବନେଶ୍ୱରର ୪୨ ବର୍ଷ ବୟସ୍କ ପୁରୁଷ।

୩- ଭୁବନେଶ୍ୱରର ୫୮ ବର୍ଷ ବୟସ୍କ ପୁରୁଷ।

୪- କଟକ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୫- କଟକ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ।

୬- କଟକ ଜିଲ୍ଲାର ୪୨ ବର୍ଷ ବୟସ୍କ ପୁରୁଷ।

୭- ଢ଼େଙ୍କାନାଳ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୮- ଗଜପତି ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଏହି ରୋଗରେ ପୀଡିତ ଥିଲେ।

୯- ଯାଜପୁର ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୧୦- ଯାଜପୁର ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା।

୧୧- କେନ୍ଦ୍ରାପଡା ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ।

୧୨- କେନ୍ଦ୍ରାପଡା ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୩- ଖୋର୍ଧା ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କା ମହିଳା।

୧୪- ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୩୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

ଆଜି ୩୦ ଜିଲ୍ଲାରୁ ୩୯୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୨୦୦
୨- ବାଲେଶ୍ୱର ଜିଲ୍ଲାରୁ – ୭୨
୩- ବରଗଡ଼ ଜିଲ୍ଲାରୁ – ୧୫୪
୪- ଭଦ୍ରକ ଜିଲ୍ଲାରୁ – ୫୧
୫- ବଲାଙ୍ଗୀର ଜିଲ୍ଲାରୁ – ୮୫
୬- ବୌଦ୍ଦ ଜିଲ୍ଲାରୁ – ୪୮
୭- କଟକ ଜିଲ୍ଲାରୁ – ୩୮୦
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୭୬
୧୦- ଗଜପତି ଜିଲ୍ଲାରୁ – ୨୨
୧୧- ଗଞ୍ଜାମ ଜିଲ୍ଲାରୁ – ୩୯
୧୨- ଜଗତସିଂହପୁର ଜିଲ୍ଲାରୁ – ୧୨୩
୧୩- ଯାଜପୁର ଜିଲ୍ଲାରୁ – ୧୦୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୦୯
୧୫- କଳାହାଣ୍ଡି ଜିଲ୍ଲାରୁ – ୭୩
୧୬- କନ୍ଧମାଳ ଜିଲ୍ଲାରୁ – ୬୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୭
୧୮- କେନ୍ଦୁଝର ଜିଲ୍ଲାରୁ – ୨୧୨
୧୯- ଖୋର୍ଦ୍ଧା ଜିଲ୍ଲାରୁ – ୮୧୮
୨୦- କୋରାପୁଟ ଜିଲ୍ଲାରୁ – ୬୯
୨୧- ମାଲକାନଗିରି : ୬୯
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୯
୨୩- ନବରଙ୍ଗପୁର ଜିଲ୍ଲାରୁ: ୪୦
୨୪- ନୟାଗଡ଼ ଜିଲ୍ଲାରୁ – ୪୮
୨୫- ନୂଆପଡ଼ା ଜିଲ୍ଲାରୁ – ୧୧୪
୨୬- ପୁରୀ ଜିଲ୍ଲାରୁ – ୧୮୪
୨୭- ରାୟଗଡ଼ା ଜିଲ୍ଲାରୁ – ୪୮
୨୮- ସମ୍ବଲପୁର ଜିଲ୍ଲାରୁ – ୧୧୭
୨୯- ସୋନପୁର ଜିଲ୍ଲାରୁ – ୨୫
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୩
୩୧- State Pool: ୨୧୪

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୩, ୮୧୩ [+୨୦୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୫୨ [+୨୦୦] ଜଣ ସକ୍ରୀୟ ଅଛନ୍ତି। ୨, ୨୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୭, ୨୦୦ [+୭୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୫୦ [+୭୨] ଜଣ ସକ୍ରୀୟ ଅଛନ୍ତି। ୫, ୭୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୬, ୦୬୭ [+୧୫୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୫୮ [+୧୫୪] ଜଣ ସକ୍ରୀୟ ଅଛନ୍ତି। ୪, ୮୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୫, ୦୨୦ [+୫୧] ଜଣ ସଂକ୍ରମିତ ହୋଇଥିବା ବେଳେ ୮୩୦ [+୫୧] ଜଣ ସକ୍ରୀୟ ଅଛନ୍ତି। ୪, ୧୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୪, ୦୧୫ [+୮୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୭ [+୮୪] ଜଣ ସକ୍ରୀୟ ଅଛନ୍ତି। ୩, ୩୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲାରେ ୧, ୭୭୪ [+୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬୫ [+୪୮] ଜଣ ସକ୍ରୀୟ ଅଛନ୍ତି। ୧, ୩୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୧୯, ୬୧୩ [+୩୮୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୬୦୦ [+୩୭୭] ଜଣ ସକ୍ରୀୟ ଅଛନ୍ତି। ୧୪, ୯୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୫ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୫୯୯ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୪ [+୮] ଜଣ ସକ୍ରୀୟ ଅଛନ୍ତି। ୪୮୫ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୩, ୫୨୯ [+୭୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୨ [+୭୫] ଜଣ ସକ୍ରୀୟ ଅଛନ୍ତି। ୨, ୯୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲାରେ ୩, ୪୮୫ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୯ [+୨୧] ଜଣ ସକ୍ରୀୟ ଅଛନ୍ତି। ୩, ୨୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୨୦, ୦୩୫ [+୩୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୬ [+୩୯] ଜଣ ସକ୍ରୀୟ ଅଛନ୍ତି। ୧୯, ୫୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୫, ୦୫୯ [+୧୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୨୩ [+୧୨୩] ଜଣ ସକ୍ରୀୟ ଅଛନ୍ତି। ୩, ୫୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୭, ୯୮୨ [+୧୦୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୫୪ [+୧୦୧] ଜଣ ସକ୍ରୀୟ ଅଛନ୍ତି। ୬, ୩୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୪, ୨୨୦ [+୧୦୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୩୩ [+୧୦୯] ଜଣ ସକ୍ରୀୟ ଅଛନ୍ତି। ୩, ୧୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୩, ୦୮୪ [+୭୩] ଜଣ ସଂକ୍ରମିତ ହୋଇଥିବା ବେଳେ ୮୧୬ [+୭୩] ଜଣ ସକ୍ରୀୟ ଅଛନ୍ତି। ୨, ୨୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୪, ୨୪୩ [+୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୮ [+୬୨] ଜଣ ସକ୍ରୀୟ ଅଛନ୍ତି। ୩, ୪୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୪, ୭୩୬ [+୧୦୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୨୨ [+୧୦୫] ଜଣ ସକ୍ରୀୟ ଅଛନ୍ତି। ୩, ୫୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୩, ୯୮୭ [+୨୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୭୫ [+୨୧୨] ଜଣ ସକ୍ରୀୟ ଅଛନ୍ତି। ୩, ୩୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୩୫, ୮୯୮ [+୮୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬, ୩୨୯ [+୮୧୫] ଜଣ ସକ୍ରୀୟ ଅଛନ୍ତି। ୨୯, ୪୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୬ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୫, ୯୮୩ [+୬୯] ଜଣ ସଂକ୍ରମିତ ହୋଇଥିବା ବେଳେ ୭୬୧ [+୬୯] ଜଣ ସକ୍ରୀୟ ଅଛନ୍ତି। ୫, ୨୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୩, ୪୯୧ [+୬୯] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯୪ [+୬୯] ଜଣ ସକ୍ରୀୟ ଅଛନ୍ତି। ୨, ୯୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୭, ୬୫୫ [+୧୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୨୧ [+୧୪୯] ଜଣ ସକ୍ରୀୟ ଅଛନ୍ତି। ୬, ୨୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୩, ୩୮୮ [+୪୦] ଜଣ ସଂକ୍ରମିତ ହୋଇଥିବା ବେଳେ ୭୯୦ [+୪୦] ଜଣ ସକ୍ରୀୟ ଅଛନ୍ତି। ୨, ୫୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୪, ୫୯୩ [+୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୮ [+୪୮] ଜଣ ସକ୍ରୀୟ ଅଛନ୍ତି। ୩, ୯୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୨, ୮୫୪ [+୧୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୮ [+୧୧୪] ଜଣ ସକ୍ରୀୟ ଅଛନ୍ତି। ୧, ୯୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୯, ୬୨୫ [+୧୮୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୯୪୮ [+୧୮୪] ଜଣ ସକ୍ରୀୟ ଅଛନ୍ତି। ୭, ୬୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୭, ୨୯୦ [+୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୫୬୬ [+୪୮] ଜଣ ସକ୍ରୀୟ ଅଛନ୍ତି। ୬, ୬୮୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୫, ୬୩୩ [+୧୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୮୩ [+୧୧୭] ଜଣ ସକ୍ରୀୟ ଅଛନ୍ତି। ୪, ୪୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୨, ୭୨୩ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୫ [+୨୪] ଜଣ ସକ୍ରୀୟ ଅଛନ୍ତି। ୨, ୧୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୭, ୨୭୧ [+୧୦୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୦୯ [+୧୦୩] ଜଣ ସକ୍ରୀୟ ଅଛନ୍ତି। ୬, ୧୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

State Pool ରେ ୪, ୫୦୯ [+୨୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୦୬୫ [+୨୧୪] ଜଣ ସକ୍ରୀୟ ଅଛନ୍ତି। ୨, ୪୪୪ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.