ad
Coronavirus Outbreak

ଦେଶରେ ୮୮, ୬୦୦ ନୂଆ କରୋନା ଆକ୍ରାନ୍ତ, ୧, ୧୨୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୯୪, ୫୦୩ କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୭-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୮, ୬୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୨୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯, ୯୨, ୫୩୩ କୁ ବୃଦ୍ଧି ପାଇଛି ଓ ୯, ୫୬, ୪୦୨ ସକ୍ରୀୟ ଥିବାବେଳେ ଏବଂ ୪୯, ୪୧, ୬୨୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୯୪, ୫୦୩ କୁ ବୃଦ୍ଧି ପାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top