କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ; ସେମିଲିଗୁଡାଠାରେ ମୋ ବୁଥ ମୋ ଗୈାରବ ଶକ୍ତି ପ୍ରକଳ୍ପର ଦିନିକିଆ କର୍ମଶାଳା

କୋରାପୁଟ ; ତା୧୧-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି ।ଆଜି ସେମିଲିଗୁଡାସ୍ଥିତ କଲ୍ୟାଣ ମଣ୍ଡପଠାରେ ମୋ ବୁଥ ମୋ ଗୈାରବ ଶକ୍ତି ପ୍ରକଳ୍ପର ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ପଟ୍ଟାଙ୍ଗୀ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଜିଲ୍ଲା କଂଗ୍ରେସ କମିଟି ସଭାନେତୀ ମିନାକ୍ଷୀ ବାହିନିପତି ଯୋଗଦେଇ ବୁଥସ୍ତରରେ ରହିଥିବା କଂଗ୍ରେସ କର୍ମୀମାନେ ହିଁ ସଂଗଠନକୁ ମଜବୁତ କରିପାରିବେ ବୋଲି ପ୍ରକାଶ କରିଥିଲେ ।ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ରହିଥିବା ସେମିଲିଗୁଡା , ନନ୍ଦପୁର ଓ ପଟ୍ଟାଙ୍ଗୀ ଜୋନରୁ ନିଯୁକ୍ତ ୬ ଜଣ ସଭାପତି…

"କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ; ସେମିଲିଗୁଡାଠାରେ ମୋ ବୁଥ ମୋ ଗୈାରବ ଶକ୍ତି ପ୍ରକଳ୍ପର ଦିନିକିଆ କର୍ମଶାଳା"

ମସ୍ତିଷ୍କ ଓ ଜାପାନିଜ ଜ୍ୱର ନିୟନ୍ତ୍ରଣ ନିମନ୍ତେ ୧୨ ଟି ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନେଇ ଦିନିକିଆ କର୍ମଶାଳା

କୋରାପୁଟ ; ତା୦୨-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ) ମସ୍ତିଷ୍କ ଓ ଜାପାନିଜ ଜ୍ୱର ନିୟନ୍ତ୍ରଣ ନିମନ୍ତେ ୧୨ ଟି ପ୍ରବଣ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନେଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ସଭାଗୃହଠାରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କର୍ମଶାଳାଟିକୁ ଉଦଘାଟନ କରିଥିଲେ ।ଏହି କର୍ମଶାଳାରେ ଜନସ୍ୱାସ୍ଥ୍ୟ ବିଭାଗର ନିଦେ୍ର୍ଦଶକ ଡାକ୍ତର ସ୍ୱପ୍ନେଶ୍ୱର ଗଡନାୟକ ,କୋରାପୁଟ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ,କଲେଜର ଅଧ୍ୟକ୍ଷ ପ୍ରଫେସର କେ .ସି.ବିଶ୍ୱାଲ , ସ୍ୱାସ୍ଥ୍ୟ ସେବାର ଅତିରିକ୍ତ ନିଦେ୍ର୍ଦଶକ ଡାକ୍ତର ପ୍ରମିଳା ବରାଳ , ଡାକ୍ତର ମଦନ ମୋହନ ପ୍ରଧାନ ସମ୍ମାନ୍ନିତ…

"ମସ୍ତିଷ୍କ ଓ ଜାପାନିଜ ଜ୍ୱର ନିୟନ୍ତ୍ରଣ ନିମନ୍ତେ ୧୨ ଟି ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନେଇ ଦିନିକିଆ କର୍ମଶାଳା"

ଭୁତଳ ଜଳ ସମସ୍ୟା ଓ ପରିଚାଳନାକୁ ନେଇ ସରକାରୀ କଲେଜରେ ଦିନିକିଆ ତାଲିମ ଶିବିର

କୋରାପୁଟ ; ତା୩୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଭୁତଳ ଜଳ ସମସ୍୍ୟା ଓ ପରିଚାଳନାକୁ ନେଇ କୋରାପୁଟ ସରକାରୀ କଲେଜରେ ଦିନିକିଆ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି । କେନ୍ଦ୍ରୀୟ ଭୁତଳ ଜଳ ବୋର୍ଡ ଆନୁକୁଲ୍ୟରେ ଆୟୋଜିତ ଶିବିରରେ ଉତ୍ପଳ ଗୋଗୋଇ , ବୈଜ୍ଞାନିକ ଏସ.ସି ବେହେରା ଓ ଜି .ପ୍ରସାଦ , କଲେଜ ଅଧ୍ୟକ୍ଷ ଡ. ଏସ.ଏସ.ପାଢି ପ୍ରମୁଖ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମସ୍୍ୟା ଉପରେ ଆଲୋକପାତ କରିଥିଲେ । ବୈଜ୍ଞାନିକ ଡି .ଏନ.ମଣ୍ଡଳ , ବି .ବି.ସାହୁ ଓ ଜି .ପ୍ରସାଦ ସମସ୍୍ୟା ଓ ସ୍ଥାନୀୟ ସ୍ତରରେ ପରିଚାଳନା କିପରି ହେବ ତାହା ପ୍ରାଞଳ ଭାବେ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଏସ.କେ.ଗରନାୟକ…

"ଭୁତଳ ଜଳ ସମସ୍ୟା ଓ ପରିଚାଳନାକୁ ନେଇ ସରକାରୀ କଲେଜରେ ଦିନିକିଆ ତାଲିମ ଶିବିର"

କୋରାପୁଟ ବ୍ଲକରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କିତ କର୍ମଶାଳା

କୋରାପୁଟ ; ତା୧୩-୦୮-୧୮(ଓଡିଆପୁା/ରଂଜନ କୁମାର ଦାସ)କୋରାପୁଟ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଓଡିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କରେ ବିଡିଓ ସୁଶାନ୍ତ କୁମାର ବାରିକ ଯୋଗଦେଇ ଆଲୋକପାତ କରିଥିଲେ ।ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାକୁ ନିଷ୍ପତି ହୋଇଥିବା ବେଳେ ଅକ୍ଟୋବର ମାସ ୨ ତାରିଖରୁ ଉକ୍ତ ଯୋଜନାରେ ଚୟନ ହିତାଧିକାରୀମାନଙ୍କୁ ଚାଉଳ ପ୍ରଦାନ କରାଯିବ ବୋଲି ଜଣାପଡିଛି ।ଏହି କର୍ମଶାଳାରେ ବିଧାୟକଙ୍କ ପ୍ରତିନିଧି ବାବୁଲା ବେନିଆ , ବ୍ଲକ ଉପାଧ୍ୟକ୍ଷ ମୁରଲୀ ଖରା…

"କୋରାପୁଟ ବ୍ଲକରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କିତ କର୍ମଶାଳା"

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ନେଇ କୋରାପୁଟ ବ୍ଲକରେ ପରାମର୍ଶ କର୍ମଶାଳା

କୋରାପୁଟ ; ତା୩୦-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ନେଇ କୋରାପୁଟ ବ୍ଲକରେ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।୨୦୧୮/୧୯ ଆର୍ଥିକ ବର୍ଷରେ ୭ ଟି ପଂଚାୟତରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ୫୮ ଜଣ ହିତାଧିକାରୀ କର୍ମଶାଳାରେ ଯୋଗଦେଇଥିଲେ ବୋଲି ଏବିଡିଓ ସଦାଶିବ ଅଧିକାରୀ ପ୍ରକାଶ କରିଥିଲେ।୪ ମାସରେ ଗୃହ କାର୍ଯ୍ୟ ସଂପୂର୍ଣ୍ଣ କଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସରକାର ନିଷ୍ପତି ନେଇଥିବା ବେଳେ ୬ମାସରେ ସଂପୁର୍ଣ୍ଣ କଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ ତେଣୁ କାର୍ଯ୍ୟାଦେଶ ପାଇଥିବା ହିତରାଧିକାରୀମାନେ ଗୃହ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଉପସ୍ଥିତ ଅତିଥିମାନେ…

"ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ନେଇ କୋରାପୁଟ ବ୍ଲକରେ ପରାମର୍ଶ କର୍ମଶାଳା"

କୋରାପୁଟଠାରେ କୃଷକ କଲ୍ୟାଣ କାର୍ଯ୍ୟଶାଳାରେ ଚାଷ ସମ୍ବନ୍ଧୀୟ ଯୋଜନା ଉପସ୍ଥାପନା

କୋରାପୁଟ ; ତା୦୨-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ଦକ୍ଷତାବୃଦ୍ଧି ତାଲିମ ସଭାଗୃହଠାରେ କୃଷକ କଲ୍ୟାଣ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ।କୋରାପୁଟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟାଶାଳାରେ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସାରଙ୍ଗଧର ଶତପଥି, ମୂର୍ତିକା ସଂରକ୍ଷଣ ଅଧିକାରୀ ଅଶୋକ କୁମାର ସେନାପତି, ସଂଜିବ ରାଉତ ଯୋଗଦେଇ ସରକାରଙ୍କ ରହିଥିବା ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।୨୦୨୦ ସୁଦ୍ଧା ଚାଷୀର ଆୟ ଦ୍ୱିଗୁଣିତ ନିମନ୍ତେ ରହିଥିବା ପଦକ୍ଷେପ ସଂପର୍କରେ କେନ୍ଦ୍ର ଗ୍ରାମ୍ୟ ମନ୍ତ୍ରାଳୟରୁ ଆସିଥିବା ଜେ .କେ.ମାଧବ ଓ ବି .ଆର.ଜୋସ,…

"କୋରାପୁଟଠାରେ କୃଷକ କଲ୍ୟାଣ କାର୍ଯ୍ୟଶାଳାରେ ଚାଷ ସମ୍ବନ୍ଧୀୟ ଯୋଜନା ଉପସ୍ଥାପନା"

କୋରାପୁଟଠାରେ ୬ ଟି ଜିଲ୍ଲାର ନିର୍ବାଚକୀୟ ରେଜଷ୍ଟ୍ରୀକରଣ ଅଧିକାରୀମାନଙ୍କୁ ନେଇ ୨ ଦିନିଆ କର୍ମଶାଳା ଶୁଭାରମ୍ଭ

କୋରାପୁଟ ; ତା୨୭-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଭୋଟରମାନଙ୍କୁ କିପରି ଅନଲାଇନରେ ରେଜଷ୍ଟ୍ରୀଭୁକ୍ତ କରାଯିବା ସହ କିପରି ଯୋଗ ବିୟୋଗ କରାଯିବ ଓ ଆସନ୍ତା ନିର୍ବାଚନ ପରିପେକ୍ଷୀରେ କୋରାପୁଟଠାରେ ନିର୍ବାଚକୀୟ ରେଜଷ୍ଟ୍ରୀକରଣ ଅଧିକାରୀ ଓ ସହାୟକନିର୍ବାଚକୀୟ ରେଜଷ୍ଟ୍ରୀକରଣ ଅଧିକାରୀମାନଙ୍କୁ ନେଇ ୨ ଦିନିଆ କର୍ମଶାଳା ସ୍ଥାନୀୟ ସଦଭାବନା ସଭାଗହୃଠାରେ ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ , ମାଲକାନଗିରି ,ରାୟଗଡା , ନବରଙ୍ଗପୁର ,କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଉପଜିଲ୍ଲାପାଳ , ବିଡିଓ , ତହସିଲଦାର ଏହପରି ୭୦ ଜଣ ଅଧିକାରୀ ଯୋଗଦେଇଥିଲେ ବୋଲି ଜଣାପଡିଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ର ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସିପି ଜୟନ୍ତ କୁମାର ନାୟକ ଯୋଗଦେଇ ତାଲିମ ପ୍ରଦାନ…

"କୋରାପୁଟଠାରେ ୬ ଟି ଜିଲ୍ଲାର ନିର୍ବାଚକୀୟ ରେଜଷ୍ଟ୍ରୀକରଣ ଅଧିକାରୀମାନଙ୍କୁ ନେଇ ୨ ଦିନିଆ କର୍ମଶାଳା ଶୁଭାରମ୍ଭ"

କୋରାପୁଟ ଜିଲ୍ଲା ବିଜେଡିର ଗୃହ ଓ ଭୋଟର ପଞିକରଣ ପ୍ରଶିକ୍ଷଣ ଶିବିର

କୋରାପସ୍ୱଙ୍କ ; ତା୨୬-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ଆଲିସାନ ହୋଟେଲ ସଭାଗୃହଠାରେ ଜିଲ୍ଲା ବିଜେଡିର ଗୃହ ଓ ଭୋଟର ପଞିକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ବିଜେଡିର ସଭାପତି ତଥା ସାଂସଦ ଝିନ୍ନ ହିକକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ଉପସ୍ଥିତ ନେତାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।ଏହି ଶିବିରରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ , ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ , ପୂର୍ବତନ ବିଧାୟକ ରଘୁରାମ ପଡାଲ , ସ୍ୱାତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ କମୁଲୁ ଜାନି , ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ…

"କୋରାପୁଟ ଜିଲ୍ଲା ବିଜେଡିର ଗୃହ ଓ ଭୋଟର ପଞିକରଣ ପ୍ରଶିକ୍ଷଣ ଶିବିର"