Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

୨୪ଘଂଟାରେ ୨ଟି ଲୁଟ ଘଟଣା: ଟାଉନ ପୋଲିସକୁ ଲୁଟେରାଙ୍କ ଚାଲେଞ୍ଜ

0
କେନ୍ଦ୍ରାପଡା, ୧୫/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଗତ ୨୪ଘଂଟା ମଧ୍ୟରେ କେନ୍ଦ୍ରାପଡା ଟାଉନ ଥାନା ଅଚଂଳରେ ୨ଟି ଲୁଟ ଘଟଣା ପୋଲିସକୁ ଲୁଟେରାଙ୍କ ଏକ ପ୍ରକାର ଚ୍ୟାଲେଞ୍ଜ ଭଳି ପରିସ୍ଥିତି ସୃଷ୍ଟି...

କେନ୍ଦ୍ରାପଡା ଜିଲ୍ଲା ଟେନିସବଲ କ୍ରୀକେଟ ଆସୋସିସନ କର୍ମକର୍ତ୍ତା ନିର୍ବାଚନ

0
କେନ୍ଦ୍ରାପଡା, ୧୫/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ଟେନିସବଲ କ୍ରୀକେଟ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଟାଉନ ବଳରାମପୁରସ୍ଥିତ ଶ୍ରଦ୍ଧାଞ୍ଜଳି ପ୍ୟାଲେସରେ ଅନୁଷ୍ଠିତ ନିର୍ବାଚନରେ ଜିଲ୍ଲା ଟେନିସବଲ...

ବିପ୍ଳବୀ ଆନନ୍ଦ ଚନ୍ଦ୍ର ସ୍ମୃତି ଜେନା କମିଟି ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ

0
କେନ୍ଦ୍ରାପଡା, ୧୨/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କରାଯାଇଛି। ଏହି ଉପଲକ୍ଷେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା...

“ରାଷ୍ଟ୍ର ନିର୍ମାଣ ଅଭିଯାନ” ପକ୍ଷରୁ “ବରପୁତ୍ର ବନ୍ଦନ” କାର୍ଯ୍ୟକ୍ରମ

0
କେନ୍ଦ୍ରାପଡା, ୧୨/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଧୂଳି ଓ ଆବର୍ଜନା ଭିତରେ ଆଉ ହନ୍ତସନ୍ତ ହେବେନି ବରପୁତ୍ରଙ୍କ ପ୍ରତିମୂର୍ତ୍ତି। ମାଟି କାଦୁଅରେ ଲଟପଟ ହୋଇ ବିକୃତ ଦିଶିବନି ଦେଶପ୍ରେମୀଙ୍କ ଆବକ୍ଷ ଓ...

ବଳଦେବଜୀଉ ପାୱାରଲୁମ ଶ୍ରମିକସଙ୍ଘ ପକ୍ଷରୁ ବକେୟା ପାଉଣା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

0
କେନ୍ଦ୍ରାପଡା, ୧୨/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବଳଦେବଜୀଉ ପାୱାରଲୁମ ଶ୍ରମିକ ସଙ୍ଘ ପକ୍ଷରୁ ଶ୍ରମିକମାନଙ୍କ ବକେୟା ପାଉଣା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୧୯୬୯ମସିହାରୁ ତିନିମୁହାଣି...

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନକୁ ସଂଖ୍ୟାଲଘୁ ମୋର୍ଚ୍ଚା ପାଳନକଲା

0
କେନ୍ଦ୍ରାପଡା, ୧୨/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଜୀଙ୍କ ଦୀର୍ଘ ଜୀବନ କାମନା କରି କେନ୍ଦ୍ରାପଡାର ପ୍ରସିଦ୍ଧ ପୀରବାବା (ମନସୁରବାବା)ଙ୍କ ପୀଠରେ...

ରାଜସ୍ୱ ଅମଲାଙ୍କ ଅକାଳ ବିୟୋଗରେ ଶୋକ

0
କେନ୍ଦ୍ରାପଡା, ୧୨/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)-କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ ପ୍ରେମାନନ୍ଦ ସାହୁ ଓ କନିଷ୍ଠ ସହାୟକ ଲିଙ୍ଗରାଜ ମହାପାତ୍ରଙ୍କ ଅକାଳ ବିୟୋଗରେ ଓଡିଶା ରାଜସ୍ୱ ଅମଲା ସଙ୍ଘ...

ଗୋସ୍ୱାମୀ ଅନାମ ଦାଶଙ୍କୁ କଳାବାରିଧି ସମ୍ମାନ

0
କେନ୍ଦ୍ରାପଡା, ୧୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଅଷ୍ଟମ ପ୍ରହରୀ ପୂଜକ ଓ ଗାୟକ ଭାବେ କ୍ଷ୍ୟାତି ଅର୍ଜ୍ଜନ କରିଥିବା ଗୋସ୍ୱାମୀ ଅନାମ ଚରଣ ଦାଶଙ୍କୁ ଓଡିଶା ସାଂସ୍କୃତିକ କଳା ପରିଷଦ ପକ୍ଷରୁ...

ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ ବନ୍ଧୁ ମିଳନ

0
କେନ୍ଦ୍ରାପଡା, ୧୧/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ ବିଜୟ ଅଗ୍ରଓା୍ୱଲାଙ୍କ ଆହ୍ୱାନକ୍ରମେ ଏକ ବନ୍ଧୁମିଳନ ଉତ୍ସବ ଆୟୋଜିତ ହୋଇଥିଲା। ଅଧ୍ୟାପକ ଅଜୟ ସାମଲ ପୁରାତନ ବନ୍ଧୁ ସଂଜୟ କୁମାର ସାହୁ...

ନିଖିଳ ଓଡିଶା ଅଣ ନିଯୁକ୍ତି ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଙ୍ଘ ପକ୍ଷରୁ ପୁନଃନିଯୁକ୍ତି...

0
କେନ୍ଦ୍ରାପଡା, ୧୧/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ନିଖିଳ ଓଡିଶା ଅଣ ନିଯୁକ୍ତି ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।...

ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ

0
କେନ୍ଦ୍ରାପଡା, ୧୦/୧ (ଓଡ଼ିଆ ପୁଅ/ଅଭୟ ଦାସ) -କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୬୦ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି...

ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ୫ଗୁଣା ସ୍କଲାରସିପ ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ...

0
କେନ୍ଦ୍ରାପଡା, ୧୦/୧ (ଓଡ଼ିଆ ପୁଅ) - ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପ ୫ଗୁଣ ବୃଦ୍ଧି ହେବା ପ୍ରସଙ୍ଗରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି...

ଜିଲ୍ଲା ସ୍ତରୀୟ ପାଲାଗାୟକ ସମ୍ମିଳନୀ ଉଦଘାଟିତ

0
କେନ୍ଦ୍ରାପଡା, ୧୦/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଲା ଗାୟକ ସମ୍ମିଳନୀ ସ୍ଥାନୀୟ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ଚଣ୍ଡିଆ ପ୍ୟାଲେସ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଗାୟକ ସମ୍ରାଟ...

ପୌରସଂସ୍ଥା କାର୍ଯ୍ୟାଳୟ ସନ୍ନିକଟ ପୋଖରୀର ପୁନରୁଦ୍ଧାର ଓ ସୈାନ୍ଧର୍ଯ୍ୟକରଣ କାର୍ଯ୍ୟ ପାଇଁ ସ୍ଥାନୀୟ ଅଧିବାସୀଙ୍କୁ...

0
କେନ୍ଦ୍ରାପଡା, ୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୌରସଂସ୍ଥା କାର୍ଯ୍ୟାଳୟ ସନ୍ନିକଟରେ ଥିବା ପୁଷ୍କରିଣୀର ପୁନରୁଦ୍ଧାର ଓ ସୈାନ୍ଧର୍ଯ୍ୟକରଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ ପରେ ସ୍ଥାନୀୟ ଅଧିବାସୀମାନଙ୍କୁ ସେହି ପୁଷ୍କରିଣୀ ଭିତରକୁ...

ଯୁବ ଇଂଜିନିୟରଙ୍କ ଅକାଳ ବିୟୋଗ

0
କେନ୍ଦ୍ରାପଡା, ୯/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ଦୁତିଆଳ ଗ୍ରାମରେ ଜନ୍ମିତ ଯୁବ ଇଞ୍ଜିନିୟର ଦେବେନ୍ଦ୍ର କୁମାର ପରିଡାଙ୍କର ଦୁବାଇରେ କରୋନା ପ୍ରପିଡିତ ହୋଇ ୪୩ ବର୍ଷ ବୟସରେ...

ବିଡିଓ ଅଶ୍ୱିନୀ ଦାସଙ୍କ ଭରତପୁର ଗ୍ରାମପଂଚାୟତ ପରିଦର୍ଶନ

0
କେନ୍ଦ୍ରାପଡା, ୯/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତକୁ ପରିଦର୍ଶନ କରିଛନ୍ତି ବିଡିଓ ଅଶ୍ୱିନୀ କୁମାର ଦାସ। ବିଡିଓ ଶ୍ରୀ ଦାସ ପରିଦର୍ଶନ ସମୟରେ ଖଜୁରିଆ ସ୍ମଶାନ ନିକଟରେ ସରପଂଚ...

ସାନ୍ତସାହି ଗୋବରୀ କେନାଲ ପୋଲ ଅସୁରକ୍ଷିତ:ତୁରନ୍ତ ପଦକ୍ଷେପ ପାଇଁ ଦାବି

0
କେନ୍ଦ୍ରାପଡା, ୯/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସହରର ତିନିମୁହାଣି ଠାରୁ ଅଙ୍ଗୁଳେଇ ରାସ୍ତାର ସାନ୍ତସାହି ଠାରେ ଗୋବରୀ କେନାଲ ଉପରେ ଥିବା ପୋଲଟି ଅସୁରକ୍ଷିତ ହୋଇପଡିଥିବା ଦେଖିବାକୁ ମିଳିଛି। ପୋଲଟିର ଉଭୟ ପାଶ୍ୱର୍ରେ...

କୃଷି ଆଇନ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର

0
କେନ୍ଦ୍ରାପଡା, ୮/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କୃଷି ବ୍ୟବସ୍ଥାକୁ କରପୋରେଟ ହାଉସ ଓ କଳାବଜାରୀମାନଙ୍କ କବଳରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ୩ଟି ଯାକ କଳା କୃଷି ଆଇନ ପ୍ରତ୍ୟାହାର...

କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଅମ୍ରିତ ଋତୁରାଜ

0
କେନ୍ଦ୍ରାପଡା, ୮/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନଦାସ) - ନୂତନ ଜିଲ୍ଲାପାଳ ଭାବେ ଆଜି ସନ୍ଧ୍ୟାରେ ଯୋଗଦେଇଛନ୍ତି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅମ୍ରୁତ ଋତୁରାଜ। ଶ୍ରୀ ଋତୁରାଜ ହେଉଛନ୍ତି କେନ୍ଦ୍ରାପଡାର ୪୭ତମ ଜିଲ୍ଲାପାଳ। କେନ୍ଦ୍ରାପଡାର...

ଆଜି କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ପାଲା ଗାୟକ ସମ୍ମିଳନୀ

0
କେନ୍ଦ୍ରାପଡା, ୮/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନଦାସ)- ଜିଲ୍ଲା ସ୍ତରୀୟ ପାଲା ଗାୟକ, ଗାୟୀକା ସମ୍ମିଳନୀ ଆଜି ସହର ଉପକଣ୍ଠ ଶ୍ୟାମସୁନ୍ଦରପୁର ଗଡା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ ପରିସରରେ ଅନୁଷ୍ଠିତ ହେବ। ଶ୍ରୀ ନିଳାଚଳ ନିଖଳୋôଳଳ ପାଲା...