Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାର ନିନ୍ଦା

0
କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାକୁ ଗଭୀର ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି,...

ଇଛାପୁର ହାଇସ୍କୁଲ ୧୯୭୨ବ୍ୟାଚ ପୁରାତନ ଛାତ୍ର ସମାବେଶ

0
କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଇଛାପୁର ହାଇସ୍କୁଲ ୧୯୭୨ବ୍ୟାଚର ପୁରାତନ ଛାତ୍ର ସମାବେଶ ଗଣେଶ୍ୱର ମେକାପଙ୍କ ପୈାରହିତ୍ୟରେ ଇଛାପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ୧୯୭୨ବ୍ୟାଚର...

ନୂତନ ମେଡିକାଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କର : କିଶନକୁମାର

0
କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ନୂତନ ମେଡିକାଲ ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି ପୂର୍ତ୍ତ ସଚିବ କିଷନକୁମାର। ନିର୍ମାଣ କାର୍ଯ୍ୟ ଶୀଘ୍ର...

ବୁଢା ଗୋବିନ୍ଦଜୀଉଙ୍କ ଜମି ଜବରଦଖଲ ମାମଲା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଜବରଦଖଲକାରୀଙ୍କ ବେଖାତିର

0
କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବୁଢା ଗୋବିନ୍ଦଜୀଉ ମନ୍ଦିର ଜମିକୁ ଦଖଲ କରିଥିବା ବ୍ୟକ୍ତିମାନଙ୍କୁ ଭଡ଼ା ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲା ବେଳେ ଏହି ନିର୍ଦେଶକୁ ବେଖାତିର କରିବାରୁ...

ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

0
କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ...

କେଶପୁର ପଂଚାୟତରେ ମନରେଗା ପ୍ରକଳ୍ପରେ କାମକରି ଶ୍ରମିକ ମଜୁରୀ ପାଇନଥିବା ଅଭିଯୋଗ

0
କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କେଶପୁର ଗ୍ରାମପଂଚାୟତର ଜବକାର୍ଡଧାରୀ ଶ୍ରମିକମାନେ ମନରେଗା ପ୍ରକଳ୍ପରେ କାର୍ଯ୍ୟ କରି ମଜୁରୀ ପାଇନଥିବା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ...

ଇଫକୋ ସାର ବିକ୍ରେତାଙ୍କ ପ୍ରଶିକ୍ଷଣ ଶିବିର

0
କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଗଙ୍ଗାରାମପୁର ପଞ୍ଚାୟତ ଅନ୍ତର୍ଗତ ମା’ଛୁଆଳିଆପୀଠରେ ଇଫକୋ ସାର ବିକ୍ରେତାଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଜିଲ୍ଲା ମୁଖ୍ୟ କୃଷି...

ଧର୍ମପୁରୁଷ ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜୟନ୍ତୀ ସମାରୋହ

0
କେନ୍ଦ୍ରାପଡା, ୧୮/୧ (ଓଡ଼ିଆ ପୁଅ) - ଧର୍ମପୁରୁଷ ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହେଉଛି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସପୁର ଗ୍ରାମରେ ଗତ ୧୯୧୯ ମସିହା ଜାନୁଆରୀମାସ ୧୯ତାରିଖରେ...

ଜିଲ୍ଲା ବୋଇତବନ୍ଦାଣ ସମିତି ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ

0
କେନ୍ଦ୍ରାପଡା, ୧୮/୧ (ଓଡ଼ିଆ ପୁଅ) - ଜିଲ୍ଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ନୂତନ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଛି। ସମିତିର ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତି,...

ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ଶୋକ

0
କେନ୍ଦ୍ରାପଡା, ୧୮/୧ (ଓଡ଼ିଆ ପୁଅ) - ବରିଷ୍ଠ ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଜନଶକ୍ତି ପାର୍ଟି ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର...

ପ୍ରଦେଶ କଂଗ୍ରେସ ସଭାପତିଙ୍କୁ କେଉଁଝରରେ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଡିଜିଙ୍କ...

0
କେନ୍ଦ୍ରାପଡା, ୧୮/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗତ ରବିବାର କେଉଁଝର ଅଭିମୁଖେ ଯାଉଥିବା ସମୟରେ କେଉଁଝର ଟାଉନଥାନା ଅନ୍ତର୍ଗତ କାଶିପୁର ନିକଟରେ...

ଭାରତ ବର୍ଷର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲା କେନ୍ଦ୍ରାପଡା

0
କେନ୍ଦ୍ରାପଡା, ୧୮/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତାଦଳର ମିଳିତ ଆନୁକୂଲ୍ୟରେ ତିନିମୁହାଣୀ ଛକରେ ଏକ ବିରାଟ ପଥପ୍ରାନ୍ତ ସଭା ଜିଲ୍ଲା ଯୁବଜନତା ସଭାପତି ରାଜେଶ ଦାସଙ୍କ ସଭାପତିତ୍ୱରେ...

କେନ୍ଦ୍ରାପଡା ପୌରାଚଂଳର ୧୨ ଓ ୧୩ ନଂ ୱାର୍ଡକୁ ପରିଦର୍ଶନ କଲେ ବିଧାୟକ

0
କେନ୍ଦ୍ରାପଡା, ୧୭/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳର ୧୨ ନମ୍ବର ୱାର୍ଡର ଜଇପୁରା, ହଜାରିବଗିଚା ଏବଂ ୧୩ ନମ୍ବର ୱାର୍ଡର ରଣପଡା ଓ ଚଉଁରି ବରହମପୁର ଗ୍ରାମକୁ କେନ୍ଦ୍ରାପଡା ବିଧାୟକ...

ନୂଆ ଜିଲ୍ଲାପାଳଙ୍କୁ ଚିତ୍ର ମାଧ୍ୟମରେ ସ୍ୱାଗତକଲେ ଚିତ୍ରଶିଳ୍ପି ସୈାମ୍ୟରଞ୍ଜନ

0
କେନ୍ଦ୍ରାପଡା, ୧୭/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନଦାସ) - ପୈାରାଚଂଳ ଅନ୍ତର୍ଗତ ଟାଉନବଳରାମପୁରସ୍ଥିତ କ୍ରିଷ୍ଣା ଆର୍ଟର ନିର୍ଦେଶକ ତଥା କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କଳା ଶିକ୍ଷକ ଆନ୍ତର୍ଜାତୀୟ ପୁରସ୍କୃତ ଚିତ୍ରଶିଳ୍ପି ସୈାମ୍ୟରଞ୍ଜନ ପଟ୍ଟନାୟକ...

କେନ୍ଦ୍ରାପଡା ଟାଉନ କଂଗ୍ରେସର କର୍ମୀ ସମ୍ମିଳନୀ

0
କେନ୍ଦ୍ରାପଡା, ୧୭/୧ (ଓଡ଼ିଆ ପୁଅ) - କେନ୍ଦ୍ରାପଡା ନଗର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ନଗର କଂଗ୍ରେସ ସଭାପତି ସୈାମେନ୍ଦ୍ର କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ମାଧପୁରସ୍ଥିତ ଅମରଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ...

କେନ୍ଦ୍ରାପଡା ନଗର ଶ୍ରୀରାମ ବସତି ପକ୍ଷରୁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ

0
କେନ୍ଦ୍ରାପଡା, ୧୫/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ନଗର ଶ୍ରୀରାମ ବସତି ପକ୍ଷରୁ କଜଳାସ୍ଥିତ ବାବା ବିଲେଶ୍ୱରଙ୍କ ମନ୍ଦିରରୁ ନିଧି ସଂଗ୍ରହ ଅଭିଯାନ ଆଜି ଆରମ୍ଭ ହୋଇଛି। ଦିଲ୍ଲିପ କୁମାର ଦାଶଙ୍କ ନେତୃତ୍ୱରେ...

ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
କେନ୍ଦ୍ରାପଡା, ୧୫/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ନୂତନ ଭାବେ ଯୋଗଦେଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା...

ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମର୍ଥନା କଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ

0
କେନ୍ଦ୍ରାପଡା, ୧୫/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ତାଙ୍କ ତାଙ୍କ ଆବାସୀକ କାର୍ଯ୍ୟାଳୟରେ ଭେଟି ଶୁଭେଛା ଜଣାଇଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ। ସଙ୍ଘର ଉପଦେଷ୍ଟା ଈଶ୍ୱର...

୨ଟି ଘରୋଇ ନର୍ସିଂହୋମର ରୋଗୀଙ୍କୁ ଲୁଟିବାର ଅଭିନବ ଉପାୟ

0
କେନ୍ଦ୍ରାପଡା, ୧୫/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସହରର ୨ଟି ଘରୋଇ ନର୍ସିଂହୋମ ପକ୍ଷରୁ ରୋଗୀ ଏବଂ ତାଙ୍କର ସହଯୋଗୀଙ୍କୁ ଲୁଟିବାକୁ ଅଭିନବ ଉପାୟ ଆପଣାଇଥିବା ସୂଚନା ମିଳିଛି। ସହରର ମନକରପୁର...

ଭାରତୀୟ ଜନତା ପାର୍ଟିର ପ୍ରତିନିଧି ମଣ୍ଡଳି କୁତରଙ୍ଗ ମଣ୍ଡି ପରିଦର୍ଶନ କଲେ

0
କେନ୍ଦ୍ରାପଡା, ୧୫/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳି କୃଷକମୋର୍ଚ୍ଚା ସଭାପତି ରଞ୍ଜିତ ଆଚାର୍ଯ୍ୟଙ୍କ ନେତୃତ୍ୱରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ପଂଚାୟତରେ...