Home Authors Posts by Bureau

Bureau

17653 POSTS 0 COMMENTS

୪୧ ବର୍ଷ ପରେ ପୁରୁଷ ହକିରେ ଭାରତ ସେମିଫାଇନାଲରେ ପ୍ରବେଶ କଲା, ପଦକଠାରୁ ଗୋଟିଏ...

0
ନୂଆଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ଆଠ ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ମନପ୍ରୀତ ସିଂଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ...

ପିଭି ସିନ୍ଧୁ ରଚିଲେ ଇତିହାସ: ୨ ଟି ଅଲିମ୍ପିକ୍ ପଦକ ଜିତିବାରେ ପ୍ରଥମ ଭାରତୀୟ...

0
ନୂଆ ଦିଲ୍ଲୀ ୧ ଅଗଷ୍ଟ (ଓଡ଼ିଆ ପୁଅ) ଟୋକିଓ ଅଲିମ୍ପିକ୍ସ ୨୦୨୦: ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ପିଭି ସିନ୍ଧୁ ଚାଇନାର ହେ ବିଙ୍ଗ...

ଦୀପକ ଦାସ ନୂଆ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଆକାଉଣ୍ଟସ୍ (CGA) ଭାବରେ ଦାୟିତ୍ତ୍ୱ ଗ୍ରହଣ...

0
ନୂଆ ଦିଲ୍ଲୀ ୧ ଅଗଷ୍ଟ (ଓଡ଼ିଆ ପୁଅ) ଦୀପକ ଦାସ ଆଜି ନୂତନ କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟେ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଆକାଉଣ୍ଟସ୍ (ସିଜିଏ) ପଦବୀରେ...

କେବେ ପ୍ରକାଶିତ ହେବ ଦଶମ ଶ୍ରେଣୀ ସିବିଏସ୍‌ଇ ପରୀକ୍ଷା ପଳ ?

0
ନୂଆ ଦିଲ୍ଲୀ ୧ ଅଗଷ୍ଟ (ଓଡ଼ିଆ ପୁଅ) ସିବିଏସ୍ଇ କ୍ଲାସ୍ ୧୨ ବୋର୍ଡ ଫଳାଫଳ ୨୦୨୧ ଘୋଷଣା ପରେ, ସିବିଏସ୍ଇ କଣ୍ଟ୍ରୋଲର୍ ଅଫ୍ ଏକ୍ଜାମିନେସନ୍‌, ସନ୍ୟାମ ଭରଦ୍ୱାଜ, ନିଶ୍ଚିତ କରିଛି ଯେ, ସିବିଏସ୍ଇ...

ବକ୍ସିଂରେ ଭାରତ ପାଇଁ ଆଉ ଏକ ନିରାଶା, ସତୀଶ କୁମାର କ୍ୱାର୍ଟର ଫାଇନାଲରେ ହାରିଲେ

0
ଟୋକିଓ/ନୂଆ ଦିଲ୍ଲୀ ୧ ଅଗଷ୍ଟ (ଓଡ଼ିଆ ପୁଅ) ବକ୍ସିଂରେ ସତୀଶ କୁମାର କ୍ୱାର୍ଟର ଫାଇନାଲରେ ହାରିଯାଇଛନ୍ତି। ଭାରତ ପାଇଁ ବକ୍ସିଂ ମଧ୍ୟ ନିରାଶା ଆଣିଛି। ସତୀଶ କୁମାର ୯୧ କିଲୋଗ୍ରାମ ବର୍ଗର କ୍ୱାର୍ଟର...

ତାଜା ଖବର : କାନ୍ଧାର ବିମାନ ବନ୍ଦର ଉପରେ ରକେଟ୍ ଆକ୍ରମଣ – ରିପୋର୍ଟ

0
ନୂଆଦିଲ୍ଲୀ ୧ ଅଗଷ୍ଟ (ଓଡ଼ିଆ ପୁଅ) ତାଲିବାନ ଦ୍ୱାରା ପ୍ରଭାବିତ ଆଫଗାନିସ୍ଥାନ ଉପରେ ଆକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୂଚନାନୁସାରେ, ଦେଶର କାନ୍ଧାର ବିମାନ ବନ୍ଦର ଉପରେ ରକେଟ ଆକ୍ରମଣ କରାଯାଇଛି। ଆଫଗାନିସ୍ତାନରୁ...

ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା...

0
ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ...

ତିନି ତଲାକ ଆଇନର ଦୁଇ ବର୍ଷ ପୂର୍ତ୍ତି: ଆଜି ‘ମୁସଲିମ ମହିଳା ଅଧିକାର ଦିବସ’...

0
ନୂଆ ଦିଲ୍ଲୀ ୧ ଅଗଷ୍ଟ (ଓଡ଼ିଆ ପୁଅ) ତିନି ତଲାକ ବିରୋଧରେ ଆଇନ କାର୍ଯ୍ୟକାରୀ ହେବାର ଦୁଇ ବର୍ଷ ପୂରିବାକୁ ଆଜି ଦେଶରେ 'ମୁସଲିମ ମହିଳା ଅଧିକାର ଦିବସ' ପାଳନ କରାଯିବ। ଦେଶର...

ରାଜ୍ୟରେ ଆଜି କରୋନା କାରଣରୁ ୬୪ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୫,...

0
ଭୁବନେଶ୍ୱର ୧-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୪ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...

ନୂତନ ଶିକ୍ଷାନୀତି ଯୋଗୁଁ ଓଡିଶା ଭଳି ପଛୁଆ ରାଜ୍ୟ ପାଇଁ ଅପାର ସମ୍ଭାବନା ସୃଷ୍ଟି...

0
ନୂତନ ଶିକ୍ଷାନୀତିର ୧ ବର୍ଷ ପୂର୍ତି ଅବସରରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ଆଲୋଚନା ଚକ୍ର ଦେଶର ଅଗଣିତ ଛାତ୍ରଛାତ୍ରମାନଙ୍କ ଆକାଂକ୍ଷା ପୂରଣ ଲାଗି ନୂତନ ଶିକ୍ଷାନୀତି ନିଶ୍ଚିତ ସହାୟକ ହେବ - କ୍ଷିତିଭୂଷଣ ଦାସ ସୁଦୃଢ...

ରାଜ୍ୟରେ ଆଜି ୧୪୩୭ ନୂଆ ଆକ୍ରାନ୍ତ ଚିହ୍ନଟ, ୬୪ ମୃତ୍ୟୁ – ଜାଣନ୍ତୁ କେଉଁ...

0
ଭୁବନେଶ୍ୱର ୧- ୮ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୧୪୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ? ନୂଆ ଆକ୍ରାନ୍ତ: ୧୪୩୭ -...

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

0
କେନ୍ଦ୍ରାପଡ଼ା ୧ ଅଗଷ୍ଟ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଞ୍ଚଳରେ ସେହି ସୁବିଧା ପାଇବେ ଛାତ୍ରଛାତ୍ରୀ। କାରଣ ଗ୍ରାମାଞ୍ଚଳରେ ପ୍ରତିଯୋଗିତା...

ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’, କମୁଛି ପ୍ରସବଜନିତ ମାତୃ ମୃତ୍ୟୁ...

0
ସୁନ୍ଦରଗଡ, ୩୧ ଜୁଲାଇ (ଓଡ଼ିଆ ପୁଅ) : ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେବାକୁ ଯାଉଛି। ୨୦୨୦ ନଭେମ୍ବର ମାସରେ ଜିଲ୍ଲା ପ୍ରଶାସନ...

ସୁନ୍ଦରଗଡ଼ ଡିଏମଏଫ ପରିଚାଳନା ପରିଷଦର ବାର୍ଷିକ ବୈଠକ: ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ସହ ଜିଲ୍ଲାର...

0
ସୁନ୍ଦରଗଡ଼, ୩୧ ଜୁଲାଇ ୨୦୨୧: ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପରିଚାଳନା ପରିଷଦର ଅଷ୍ଟମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଆୟୋଜିତ ଏହି...

ଘୋଷିତ ହେଲା ବହୁ ପ୍ରତିକ୍ଷୀତ ବିଜେଡି ଜ଼ିଲ୍ଲା ଜୁମ୍ବୋ ଟିମ୍, କୁଚିଣ୍ଡା, ରେଙ୍ଗାଲି ଓ଼...

0
ସମ୍ବଲପୁର, ୩୧/୦୭ (ଓଡ଼ିଆ ପୁଅ/ସରୋଜ ସାହୁ): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ର ସଂଗଠନ ସଜାଡ଼ିବା ପ୍ରକ୍ରିୟା ଜୋରସୋର ଚାଲିଛି। ରାଜ୍ୟ ସଂଗଠନ ସମ୍ପାଦକ...

୧ ଅଗଷ୍ଟ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି ପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି...

ଦେଶରେ ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯...

0
ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୦୮,୯୨୦...

ରାଜ୍ୟରେ ଆଜି କରୋନା କାରଣରୁ ୬୮ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୫,...

0
ଭୁବନେଶ୍ୱର ୩୧-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୮ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...

ରାଜ୍ୟରେ ଆଜି ୧୫୭୮ ନୂଆ ଆକ୍ରାନ୍ତ ଚିହ୍ନଟ, ୬୮ ମୃତ୍ୟୁ – ଜାଣନ୍ତୁ କେଉଁ...

0
ଭୁବନେଶ୍ୱର ୩୧-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୧୫୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ? ନୂଆ ଆକ୍ରାନ୍ତ: ୧୫୭୮ - କ୍ୱାରେଣ୍ଟାଇନ୍...

୩୧ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ...