Home Coronavirus Outbreak ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ...

ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୩୧ ନୂଆ ଆକ୍ରାନ୍ତ ଚିହ୍ନଟ, ୫୪୧ ମୃତ

79

ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ଦେଶରେ ଆଜି ପୁଣି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୧୦୯୫୨ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୩୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୦୮,୨୦,୫୨୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୯,୨୫୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୫୫,୮୨୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୦୩୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୪୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୨୪,୩୫୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୩୦%

ଆରୋଗ୍ୟ ହୋଇଛନ୍ତି ୯୭.୩୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୪୭, ୦୨, ୯୮, ୫୯୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୦, ୧୫, ୮୪୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୬, ୮୨, ୧୬, ୫୧୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୮୯, ୪୭୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୦୦ ୧୨୯
ଆନ୍ଧ୍ରପ୍ରଦେଶ ୨୧୧୮୦ ୧୯୩୧୬୧୮ ୨୦୫୩ ୧୩୩୭୭ ୨୩
ଅରୁଣାଚଳ ପ୍ରଦେଶ ୩୯୫୪ ୪୩୯୩୯ ୪୫୧ ୨୨୯
ଆସାମ ୧୩୩୨୨ ୫୪୭୬୧୬ ୧୪୮୦ ୫୨୬୦ ୧୯
ବିହାର ୪୫୭ ୭୧୪୭୩୫ ୪୫ ୯୬୪୩
ଚଣ୍ଡିଗଡ଼ ୩୧ ୬୧୧୧୧ ୮୧୧
ଛତିଶଗଡ ୧୮୬୩ ୯୮୬୬୨୧ ୨୦୩ ୧୩୫୨୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୯ ୧୦୬୧୭
ଦିଲ୍ଲୀ ୫୮୧ ୧୪୧୦୬୩୧ ୫୬ ୨୫୦୫୩
୧୦ ଗୋଆ ୧୦୫୮ ୧୬୬୯୪୧ ୧୨୮ ୩୧୪୭
୧୧ ଗୁଜୁରାଟ ୨୫୨ ୮୧୪୫୪୯ ୩୫ ୧୦୦୭୬
୧୨ ହରିୟାଣା ୭୧୨ ୭୫୯୫୬୬ ୨୭ ୯୬୩୫
୧୩ ହିମାଚଳ ପ୍ରଦେଶ ୧୨୧୭ ୨୦୧୨୮୯ ୭୨ ୩୫୨୧
୧୪ ଜାମ୍ମୁ କାଶ୍ମୀର ୧୧୭୬ ୩୧୫୯୦୮ ୧୧୩ ୪୩୭୮
୧୫ ଝାଡଖଣ୍ଡ ୨୫୨ ୩୪୧୭୯୩ ୪୪ ୫୧୨୮
୧୬ କର୍ଣ୍ଣାଟକ ୨୩୮୨୦ ୨୮୪୪୭୪୨ ୧୬୩୨ ୩୬୫୬୨ ୩୭
୧୭ କେରଳ ୧୬୫୦୧୧ ୩୨୦୮୯୬୯ ୧୬୮୬୫ ୧୬୭୮୧ ୮୦
୧୮ ଲଦାଖ ୫୬ ୨୦୦୭୫ ୨୦୭
୧୯ ଲକ୍ଷଦୀପ ୮୪ ୧୦୦୫୫ ୫୦
୨୦ ମଧ୍ୟପ୍ରଦେଶ ୧୨୨ ୭୮୧୧୯୩ ୨୧ ୧୦୫୧୩
୨୧ ମହାରାଷ୍ଟ୍ର ୮୦୧୩୮ ୬୦୯୦୭୮୬ ୭୪୬୭ ୧୩୨୭୯୧ ୨୨୫
୨୨ ମଣିପୁର ୧୦୫୪୦ ୮୬୪୦୩ ୯୮୧ ୧୫୫୬ ୧୫
୨୩ ମେଘାଳୟ ୫୯୬୬ ୫୭୯୪୯ ୪୯୯ ୧୦୮୫ ୧୨
୨୪ ମିଜୋରାମ ୧୨୩୮୮ ୨୬୩୮୭ ୬୪୩ ୧୫୦
୨୫ ନାଗାଲାଣ୍ଡ ୧୩୨୯ ୨୫୯୭୭ ୯୯ ୫୬୬
୨୬ ଓଡ଼ିଶା ୧୪୫୩୮ ୯୫୬୮୨୮ ୧୮୯୯ ୫୯୦୨ ୬୮
୨୭ ପୁଡୁଚେରୀ ୯୬୨ ୧୧୮୧୫୮ ୧୧୫ ୧୭୯୫
୨୮ ପଞ୍ଜାବ ୫୩୪ ୫୮୨୨୭୭ ୬୦ ୧୬୨୯୩
୨୯ ରାଜସ୍ଥାନ ୨୪୮ ୯୪୪୪୬୫ ୨୨ ୮୯୫୪
୩୦ ସିକ୍କିମ୍ ୩୪୦୦ ୨୨୮୦୪ ୧୩୭ ୩୪୪
୩୧ ତାମିଲନାଡୁ ୨୦୭୧୬ ୨୫୦୪୮୦୫ ୨୧୭୮ ୩୪୦୭୬ ୨୬
୩୨ ତେଲେଙ୍ଗାନା ୯୦୬୯ ୬୩୨୦୮୦ ୬୯୧ ୩୮୦୨
୩୩ ତ୍ରିପୁରା ୩୪୮୨ ୭୪୩୪୬ ୨୨୪ ୭୫୫
୩୪ ଉତ୍ତରାଖଣ୍ଡ ୬୩୨ ୩୩୪୧୪୫ ୧୨୯ ୭୩୬୨
୩୫ ଉତ୍ତରପ୍ରଦେଶ ୭୧୨ ୧୬୮୪୯୭୩ ୪୮ ୨୨୭୫୬
୩୬ ପଶ୍ଚିମବଙ୍ଗ ୧୧୧୧୩ ୧୪୯୮୭୭୦ ୮୧୯ ୧୮୧୩୬
ମୋଟ ୪୧୦୯୫୨ ୩୦୮୨୦୫୨୧ ୩୯୨୫୮ ୪୨୪୩୫୧ ୫୪୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.