Home Coronavirus Outbreak ଦେଶରେ ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ନୂଆ...

ଦେଶରେ ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ, ୫୯୩ ମୃତ

39

ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪,୦୮,୯୨୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୦୭,୮୧,୨୬୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୭,୨୯୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୧୩,୯୯୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୩,୭୬୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୯୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୨୩,୮୧୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୯%

ଆରୋଗ୍ୟ ହୋଇଛନ୍ତି ୯୭.୩୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୪୨% ରେ ଅଛି।

କ୍ରମାଗତ ୨୦ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୨.୩୪% ରେ, ୩% ରୁ କମ୍।

ଟିକାକରଣ

ଦେଶରେ ମୋଟ ଟିକାକରଣ ୪୬, ୧୫, ୧୮, ୪୭୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୨, ୯୯, ୦୩୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୩୯୮ ୧୨୯
ଆନ୍ଧ୍ରପ୍ରଦେଶ ୨୧୧୯୮ ୧୯୨୯୫୬୫ ୨୧୨୭ ୧୩୩୫୪ ୨୨
ଅରୁଣାଚଳ ପ୍ରଦେଶ ୪୧୪୨ ୪୩୪୮୮ ୪୮୮ ୨୨୬
ଆସାମ ୧୩୮୩୨ ୫୪୬୧୩୬ ୧୪୪୧ ୫୨୪୧ ୨୦
ବିହାର ୪୫୮ ୭୧୪୬୯୦ ୯୪ ୯୬୪୩
ଚଣ୍ଡିଗଡ଼ ୩୬ ୬୧୧୦୬ ୮୧୦
ଛତିଶଗଡ ୧୯୬୫ ୯୮୬୪୧୮ ୨୪୩ ୧୩୫୨୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୩୦ ୧୦୬୧୦
ଦିଲ୍ଲୀ ୫୮୦ ୧୪୧୦୫୭୫ ୩୪ ୨୫୦୫୨
୧୦ ଗୋଆ ୧୦୯୩ ୧୬୬୮୧୩ ୧୩୪ ୩୧୪୬
୧୧ ଗୁଜୁରାଟ ୨୬୦ ୮୧୪୫୧୪ ୨୯ ୧୦୦୭୬
୧୨ ହରିୟାଣା ୭୧୨ ୭୫୯୫୩୯ ୨୩ ୯୬୩୩
୧୩ ହିମାଚଳ ପ୍ରଦେଶ ୧୧୩୭ ୨୦୧୨୧୭ ୧୦୭ ୩୫୨୦
୧୪ ଜାମ୍ମୁ କାଶ୍ମୀର ୧୧୭୧ ୩୧୫୭୯୫ ୧୦୯ ୪୩୭୮
୧୫ ଝାଡଖଣ୍ଡ ୨୬୦ ୩୪୧୭୪୯ ୨୯ ୫୧୨୮
୧୬ କର୍ଣ୍ଣାଟକ ୨୩୫୦୨ ୨୮୪୩୧୧୦ ୧୬୩୧ ୩୬୫୨୫ ୩୪
୧୭ କେରଳ ୧୬୧୩୩୨ ୩୧୯୨୧୦୪ ୧୪୬୫୧ ୧୬୭୦୧ ୧୧୬
୧୮ ଲଦାଖ ୫୦ ୨୦୦୭୧ ୧୪ ୨୦୭
୧୯ ଲକ୍ଷଦୀପ ୭୭ ୧୦୦୫୧ ୫୦
୨୦ ମଧ୍ୟପ୍ରଦେଶ ୧୨୧ ୭୮୧୧୭୨ ୧୯ ୧୦୫୧୩
୨୧ ମହାରାଷ୍ଟ୍ର ୮୦୮୭୧ ୬୦୮୩୩୧୯ ୭୪୩୧ ୧୩୨୫୬୬ ୨୩୧
୨୨ ମଣିପୁର ୧୦୭୩୫ ୮୫୪୨୨ ୧୦୧୪ ୧୫୪୧ ୨୦
୨୩ ମେଘାଳୟ ୫୭୯୧ ୫୭୪୫୦ ୫୧୭ ୧୦୭୩ ୧୧
୨୪ ମିଜୋରାମ ୧୨୧୭୫ ୨୫୭୪୪ ୫୭୬ ୧୪୫
୨୫ ନାଗାଲାଣ୍ଡ ୧୨୭୪ ୨୫୮୭୮ ୮୦ ୫୬୧
୨୬ ଓଡ଼ିଶା ୧୪୯୨୭ ୯୫୪୯୨୯ ୧୮୪୧ ୫୮୩୪ ୬୬
୨୭ ପୁଡୁଚେରୀ ୯୭୯ ୧୧୮୦୪୩ ୮୨ ୧୭୯୩
୨୮ ପଞ୍ଜାବ ୫୪୪ ୫୮୨୨୧୭ ୫୫ ୧୬୨୯୨
୨୯ ରାଜସ୍ଥାନ ୨୫୪ ୯୪୪୪୪୩ ୩୩ ୮୯୫୩
୩୦ ସିକ୍କିମ୍ ୩୩୦୨ ୨୨୬୬୭ ୧୬୯ ୩୪୨
୩୧ ତାମିଲନାଡୁ ୨୦୯୩୪ ୨୫୦୨୬୨୭ ୨୧୯୩ ୩୪୦୫୦ ୨୭
୩୨ ତେଲେଙ୍ଗାନା ୯୧୪୧ ୬୩୧୩୮୯ ୬୫୭ ୩୮୦୦
୩୩ ତ୍ରିପୁରା ୩୪୮୪ ୭୪୧୨୨ ୪୫୭ ୭୫୫
୩୪ ଉତ୍ତରାଖଣ୍ଡ ୬୪୫ ୩୩୪୦୧୬ ୬୪ ୭୩୬୨
୩୫ ଉତ୍ତରପ୍ରଦେଶ ୭୨୯ ୧୬୮୪୯୨୫ ୯୧ ୨୨୭୫୬
୩୬ ପଶ୍ଚିମବଙ୍ଗ ୧୧୧୭୧ ୧୪୯୭୯୫୧ ୮୩୫ ୧୮୧୨୮
ମୋଟ ୪୦୮୯୨୦ ୩୦୭୮୧୨୬୩ ୩୭୨୯୧ ୪୨୩୮୧୦ ୫୯୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.