Home Authors Posts by Bureau

Bureau

17653 POSTS 0 COMMENTS

ଆସନ୍ତାକାଲି କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍ ଲୋକସଭାରେ ଉପସ୍ଥାପିତ ହେବ, ଆଜି ସର୍ବଦଳୀୟ...

0
ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଏବଂ ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୨୯ ରେ କେନ୍ଦ୍ରର ମୋଦୀ ସରକାର ସୋମବାର ଲୋକସଭାରେ...

ଦୂରଗାମୀ ଟ୍ରେନରେ ଯାତ୍ରୀମାନଙ୍କୁ ମିଲିବ ଗରମ ଖାଦ୍ୟ, ଆଜିଠାରୁ ଆରମ୍ଭ

0
ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ଦୂରଗାମୀ ଟ୍ରେନର ଯାତ୍ରୀମାନଙ୍କୁ ମିଳିବ ଗରମା ଗରମ ଖାଦ୍ୟ। ବର୍ତ୍ତମାନ ପ୍ୟାକ୍ ହୋଇଥିବା ଖାଦ୍ୟ ବଦଳରେ ପ୍ୟାଣ୍ଟ୍ରୀକାରରେ ରନ୍ଧା ଯାଇଥିବା ତାଜା ଖାଦ୍ୟ ସେମାନଙ୍କୁ ଦିଆଯିବ। କୋଭିଡ...

ଓମିକ୍ରନ୍ ଭାରିଆଣ୍ଟ : କର୍ଣ୍ଣାଟକରୁ ଆସିଲା ଚିନ୍ତା: ଦକ୍ଷିଣ ଆଫ୍ରିକାର ୨ ନାଗରିକଙ୍କ କୋଭିଡ...

0
ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ଦକ୍ଷିଣ ଆଫ୍ରିକାରେ ଲୋକଙ୍କ ନିଜ ଦଜେଇଥିବା କରୋନା ଜୀବାଣୁର ଏକ ନୂତନ ପ୍ରକାର ଭୂତାଣୁ 'ଓମିକ୍ରନ୍ ଭାରିଆଣ୍ଟ'ର ବିପଦ ମଧ୍ୟରେ କର୍ଣ୍ଣାଟକରୁ ଏକ ଖରାପ ଖବର...

ଚାଷୀହନ୍ତା ରାଜ୍ୟ ସରକାର ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

0
ଆସନ୍ତା ଡିସେମ୍ବର ୧ତାରିଖରେ କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରୁଡ଼ାନ୍ତ ରୂପରେଖ ପ୍ରସ୍ତୁତି ହେବ। ଭୁବନେଶ୍ୱର, ତା ୨୭/୧୧ (ଓଡ଼ିଆ ପୁଅ) - ଓଡ଼ିଶାର ନବୀନ ସରକାର କେବଳ ଚାଷୀ ବିରୋଧୀ ନୁହନ୍ତି,...

୨୮ ନଭେମ୍ବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ।...

ବିଜେପି ମନ୍ତ୍ରୀ ଚୀନ୍ ବେଜିଂ ଡ୍ୟାସିଂ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଫଟୋ ସେୟାର କରି ନୋଏଡା...

0
ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସିଆର ସର୍ବବୃହତ ତଥା ବିଶ୍ୱର ଚତୁର୍ଥ ବୃହତ୍ତମ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି। ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ...

ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ : ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅନ୍ତରାଷ୍ଟ୍ରୀୟ ର‌୍ୟାଙ୍କିଂରେ...

0
- ପ୍ରଥମାଷ୍ଟମୀରେ ଓଡିଶାର ପ୍ରଥମ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ସମାରୋହରେ ଯୋଗଦେଇ ମୁଁ ଗର୍ବିତ - ରଜତ କର ସାରଙ୍କ ଶିକ୍ଷାଦାନର ପଦ୍ଧତି ଚକ୍ ଏବଂ ଟକ୍ ଥିଓରି ମୋତେ ପ୍ରଭାବିତ କରିଛି - ମୋତେ ଆତ୍ମବିଶ୍ୱାସୀ...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା : ସାମିଲ ହେଲା କୋରାପୁଟ...

0
- ସାରା ରାଜ୍ୟର ୨୩ଟି ଜିଲ୍ଲା ସାମିଲ - କୋରାପୁଟର ୧୨ ଲକ୍ଷ ଓ ନବରଙ୍ଗପୁରର ୧୧.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା - ବିଜୁ ସ୍ବାସ୍ଥ୍ୟ କଲ୍ୟାଣ smart health card...

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ନୀତି ପାଳିତ

0
ପୁରୀ ୨୭-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି...

ଡରାଇଲାଣି ନୂଆ କରୋନାର ନୂତନ ରୂପ : କେତେ ଭୟଙ୍କର ? ଜାଣନ୍ତୁ –...

0
ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) କରୋନା ଭୂତାଣୁର ନୂତନ ରୂପ ଏବେ ସମଗ୍ର ବିଶ୍ୱକୁ ଡରାଇଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂତନ ପ୍ରକାର (ଭ୍ୟାରିଏଣ୍ଚ)ର ନାମ 'ଓମିକ୍ରନ୍' ରଖିଛି। ଏହା...

ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ : ପୋଲିସ ସାଜିଛି ବିଜେଡିର ହାତବାରିଶି – ନରସିଂହ

0
ବଲାଙ୍ଗୀର, ୨୭-୧୦ (ଓଡ଼ିଆ ପୁଅ) : ବିଜେଡି ନେତାଙ୍କ ପ୍ରତ୍ସାହନରେ ବଢି ଚାଲିଛି ଗୁଣ୍ଡାରାଜ ଖୋଲା ଖୋଲି ଭାବେ ଶାସକ ଦଳ ସାରା ରାଜ୍ୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ସ୍ପଷ୍ଟ...

ବାଲୁଗାଁ ପିକ୍ ନିକ୍ ଗାଡି ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ : ତିନି...

0
ଭୁବନେଶ୍ୱର ୨୭/୧୧ (ଓଡ଼ିଆ ପୁଅ) ଗଞ୍ଜାମ ରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞ୍ଚଳର ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାରେ...

ଭିକି କୌଶଲ-କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ତାରିଖ: ରାଜସ୍ଥାନରେ ହେବ ବିବାହ

0
ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ଅର୍ଥାତ୍ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ରୟାଲ ୱେଡିଂକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ ଏହି...

ଟ୍ରେଡ଼ ୟୁନିଅନର ସଂଯୁକ୍ତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ ବିଜୟ ଦିବସ ପାଳିତ

0
ପୁରୀ ୨୭ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଟ୍ରେଡ଼ ୟୁନିଅନର ସଂଯୁକ୍ତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ ଆଜି ବିଜୟ ଦିବସ ପାଳନ କରାଯାଇଛି। କେନ୍ଦ୍ର ସରକାର ବିରୋଧିଙ୍କ ଚାପ ଆଗରେ...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା : ସାମିଲ ହେଲା ବାଲେଶ୍ବର...

0
- ସାରା ରାଜ୍ୟର ୨୧ଟି ଜିଲ୍ଲା ସାମିଲ ବାଲେଶ୍ବରର ୨୦ ଲକ୍ଷ ଓ ଭଦ୍ରକର ୧୧ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା - ରାଜ୍ୟ ୭୭ ପ୍ରତିଶତ ଲୋକଙ୍କ ଚିକିତ୍ସା ବୋଝ...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ,...

0
ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୭,୦୧୯ କୁ ହ୍ରାସ ପାଇଛି। ସକ୍ରିୟ...

ରାଜ୍ୟରେ ଆଜି ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩ ମୃତ

0
ଭୁବନେଶ୍ୱର ୨୭ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ: ୨୬୪ ୦-୧୮ ବର୍ଷର : ୪୧ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୪ - ସ୍ଥାନୀୟ ଅଞ୍ଚଳରୁ୧୧୦ ୧- ଅନୁଗୁଳ ଜିଲ୍ଲାରୁ...

ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଜନଜାଗରଣ ଯାତ୍ରା

0
ଭୁବନେଶ୍ୱର ୨୬.୧୧ (ଓଡ଼ିଆ ପୁଅ) - କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅତ୍ୟାବଶ୍ୟକୀୟ ସାମଗ୍ରୀର, ତୈଳଦର ବୃଦ୍ଧି, ବେରୋଜଗାରୀ, ନାରୀ ସୁରକ୍ଷା ଇତ୍ୟାଦି ବିଭିନ୍ନ ସମସ୍ୟାକୁ ନେଇ...

ଆଇଏସ୍‌ସିଏସର ନୂଆ ଦ୍ୱିଭାଷୀ ପତ୍ରିକା “ପୂର୍ବୋଦୟ”ର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ : ଜ୍ଞାନ ଓ...

0
- ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉନ୍ମୋଚନ ହେଲା ନୂଆ ଦ୍ୱିଭାଷୀ ପତ୍ରିକା “ପୂର୍ବୋଦୟ” - ପୂର୍ବ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଇତିହାସ ଉପରେ ଆଲୋକପାତ କଲେ କେନ୍ଦ୍ରମନ୍ତ୍ରୀ - ପୂର୍ବୋଦୟକୁ ତୃଣମୂଳ ସ୍ତରରେ...

ସମ୍ବିଧାନ ଦିବସ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

0
- ପ୍ରଧାନମନ୍ତ୍ରୀଙ୍କ ବାବା ସାହେବ ଆମ୍ବେଦକର ଓ ରାଜେନ୍ଦ୍ର ପ୍ରସାଦଙ୍କୁ ପ୍ରଣିପାତ - ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ବାପୁଙ୍କ ସମେତ ଅନ୍ୟମାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି - ୨୬/୧୧ର ଶହୀଦମାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି - “ସମ୍ବିଧାନ ଦିବସ...