Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬୫...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬୫ ମୃତ

72

ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୭,୦୧୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୦୯୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୯,୮୮,୭୯୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦,୯୬୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୩୬୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୬୩,୭୪୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୧୧୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୬୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୭,୯୩୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୦୯୬%

ଆରୋଗ୍ୟ ହୋଇଛନ୍ତି ୯୮.୩୩୬୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୫%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୧, ୦୬, ୫୮, ୨୬୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୩, ୫୮, ୦୧୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୩, ୮୨, ୪୭, ୮୮୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୯, ୬୯, ୩୫୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୪୬ ୧୨୯
ଆନ୍ଧ୍ରପ୍ରଦେଶ ୨୧୬୩ ୨୦୫୫୬୦୩ ୨୧୪ ୧୪୪୩୨
ଅରୁଣାଚଳ ପ୍ରଦେଶ ୩୩ ୫୪୯୪୭ ୨୮୦
ଆସାମ ୨୭୯୧ ୬୦୭୪୩୫ ୨୧୯ ୬୦୮୬
ବିହାର ୪୫ ୭୧୬୫୦୧ ୯୬୬୩
ଚଣ୍ଡିଗଡ଼ ୪୮ ୬୪୫୭୦ ୮୨୦
ଛତିଶଗଡ ୩୧୯ ୯୯୨୭୯୪ ୨୬ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୩୦୧ ୧୪୧୫୪୧୧ ୩୧ ୨୫୦୯୫
୧୦ ଗୋଆ ୨୬୬ ୧୭୫୧୫୨ ୨୨ ୩୩୮୧
୧୧ ଗୁଜୁରାଟ ୩୦୮ ୮୧୬୯୫୪ ୩୪ ୧୦୦୯୨
୧୨ ହରିୟାଣା ୧୫୮ ୭୬୧୪୩୧ ୧୯ ୧୦୦୫୪
୧୩ ହିମାଚଳ ପ୍ରଦେଶ ୮୨୭ ୨୨୨୧୯୦ ୧୦୭ ୩୮୪୨
୧୪ ଜାମ୍ମୁ କାଶ୍ମୀର ୧୭୧୯ ୩୩୦୦୪୮ ୧୫୭ ୪୪୭୦
୧୫ ଝାଡଖଣ୍ଡ ୧୦୯ ୩୪୩୯୪୭ ୧୨ ୫୧୪୦
୧୬ କର୍ଣ୍ଣାଟକ ୬୬୪୦ ୨୯୫୦୧୩୦ ୨୭୭ ୩୮୧୯୩
୧୭ କେରଳ ୫୦୧୦୯ ୫୦୩୫୩୮୪ ୬୬୩୨ ୩୯୧୨୫ ୩୮୮
୧୮ ଲଦାଖ ୨୪୩ ୨୧୦୧୧ ୨୪ ୨୧୩
୧୯ ଲକ୍ଷଦୀପ ୨୯ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୧୦୩ ୭୮୨୪୬୬ ୧୦୫୨୮
୨୧ ମହାରାଷ୍ଟ୍ର ୧୨୧୫୩ ୬୪୮୦୦୬୧ ୬୬୫ ୧୪୦୮୯୧ ୩୪
୨୨ ମଣିପୁର ୬୭୪ ୧୨୨୪୫୬ ୩୯ ୧୯୬୮
୨୩ ମେଘାଳୟ ୩୩୫ ୮୨୫୯୧ ୨୦ ୧୪୬୮
୨୪ ମିଜୋରାମ ୪୨୨୭ ୧୨୯୨୦୬ ୪୬୯ ୪୮୮
୨୫ ନାଗାଲାଣ୍ଡ ୧୩୬ ୩୧୨୬୪ ୬୯୬
୨୬ ଓଡ଼ିଶା ୨୨୧୬ ୧୦୩୭୬୦୯ ୨୨୨ ୮୪୦୩
୨୭ ପୁଡୁଚେରୀ ୩୨୧ ୧୨୬୬୩୨ ୨୮ ୧୮୭୨
୨୮ ପଞ୍ଜାବ ୩୩୫ ୫୮୬୨୪୫ ୧୮ ୧୬୫୯୩
୨୯ ରାଜସ୍ଥାନ ୧୭୪ ୯୪୫୫୮୬ ୮୯୫୫
୩୦ ସିକ୍କିମ୍ ୧୧୯ ୩୧୬୮୫ ୧୫ ୪୦୩
୩୧ ତାମିଲନାଡୁ ୮୪୧୮ ୨୬୭୯୧୩୦ ୭୫୯ ୩୬୪୪୩ ୧୧
୩୨ ତେଲେଙ୍ଗାନା ୩୫୩୪ ୬୬୭୭୯୮ ୧୬୭ ୩୯୮୭
୩୩ ତ୍ରିପୁରା ୮୦ ୮୩୮୭୧ ୮୨୦
୩୪ ଉତ୍ତରାଖଣ୍ଡ ୧୪୪ ୩୩୬୬୧୮ ୨୬ ୭୪୦୭
୩୫ ଉତ୍ତରପ୍ରଦେଶ ୯୧ ୧୬୮୭୩୬୮ ୨୨୯୦୯
୩୬ ପଶ୍ଚିମବଙ୍ଗ ୭୮୪୭ ୧୫୮୬୧୬୫ ୭୨୧ ୧୯୪୩୯
ମୋଟ ୧୦୭୦୧୯ ୩୩୯୮୮୭୯୭ ୧୦୯୬୭ ୪୬୭୯୩୩ ୪୬୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.