Tag: picturenews
ରାଜନୈତିକ ସ୍ଥିରତା କାରଣରୁ ଭାରତର ଅର୍ଥବ୍ୟବସ୍ଥା ଲାଭାନ୍ୱିତ ହୋଇଛି : ପ୍ରଧାନମନ୍ତ୍ରୀ
ବ୍ଲୁମବର୍ଗ ବିଶ୍ୱ ବ୍ୟବସାୟ ମଂଚରେ ପ୍ରଧାନମନ୍ତ୍ରୀଙ୍କ ଦୀକ୍ଷାନ୍ତ ଭାଷଣ
ନ୍ୟୁୟର୍କ/ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଆଜି ନ୍ୟୁୟର୍କ ଠାରେ ବ୍ଲୁମବର୍ଗ ବିଶ୍ୱ ବ୍ୟବସାୟ ମଂଚରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୀକ୍ଷାନ୍ତ ଅଭିଭାଷଣ...
ଜନସାଧାରଣ ହେଉଛନ୍ତି ଡାକ୍ତରଖାନାର ପ୍ରକୃତ ମାଲିକ, ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଡାକ୍ତରଙ୍କ ଦାୟିତ୍ବ...
'ମୋ ସରକାର’ କାର୍ଯ୍ୟକ୍ରମ : ଡାକ୍ତର ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସିଂ
ଭୁବନେଶ୍ୱର ୨୫.୯ (ଓଡ଼ିଆ ପୁଅ) ଜନସାଧାରଣ ହେଉଛନ୍ତି ତାକ୍ତରଖାନାର ପ୍ରକୃତ ମାଲିକ। ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଡାକ୍ତରଙ୍କ ଦାୟିତ୍ବ।...
ମିଳିବ ଆଶ୍ୱସ୍ତି, ଆସୁଛି ଆଫଗାନୀ ପିଆଜ
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଆକାଶ ଛୁଆଁ ପିଆଜ ଦରରେ ଚିନ୍ତିତ ଲୋକମାନଙ୍କ ପାଇଁ ଆଶ୍ୱସ୍ତିର ଖବର। ପିଆଜ ସଂକଟରୁ ସାମୟିକ ଆଶ୍ୱସ୍ତି ପାଇଁ ପୁରୁଣା ସାଥି ଆଫଗାନିସ୍ତାନ ସାହାଯ୍ୟ କରିବାକୁ...
ଦୁଷ୍କର୍ମ ପିଡ଼ିତା ଦିବ୍ୟାଙ୍ଗା ନାବାଳିକା ହୋଇଗଲେ ମା’; ଆଉ ତା’ ପରେ… (ଏକ ଅଧୁରା...
ନୂଆଦିଲ୍ଲୀ: ଦୁଷ୍କର୍ମ ପିଡ଼ିତା ଜଣେ ଦିବ୍ୟାଙ୍ଗା ନାବାଳିକାଙ୍କ କରୁଣ କାହାଣୀ.. ଏ' କାହାଣୀଟି ଏବେ ଅଧୁରା।କାହାଣୀ ପୁଣି ଲେଖିବାକୁ ବାକି ଅଛି, ତାଙ୍କ ପାଇଁ ଏବଂ ସେ ଜନ୍ମ ଦେଇଥିବା ଅବୈଧ ସନ୍ତାନଟି...
କଳାହାଣ୍ଡି ପୋଲିସର ସଫଳତା, ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ସାତ ଗିରଫ
କଳାହାଣ୍ଡି- ତା.୨୫.୦୯.୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲା ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୋଲିସକୁ ବଡ ସଫଳତା ମିଲିଛି। ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ସାତ ଜଣଲୁ...
ସର୍ଦ୍ଦାର ପଟେଲଙ୍କ ନାମରେ ରାଷ୍ଟ୍ରୀୟ ଏକତା ପୁରସ୍କାର
ନୂଆଦିଲ୍ଲୀ: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ରାଷ୍ଟ୍ରୀୟ ଏକତା କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ରାଷ୍ଟ୍ରୀୟ ଏକତା ପୁରସ୍କାର ପ୍ରଦାନ କରାଯିବ।ପ୍ରତ୍ୟେକ ବର୍ଷ ୩୧, ଅକ୍ଟୋବର ରାଷ୍ଟ୍ରୀୟ ଏକତା...
ଏୟାରବେସ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛି ଜୈଶ! ହାଇଆଲର୍ଟରେ ଏଆରଫୋର୍ସ
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଗୁଇନ୍ଦା ଏଜେନ୍ସି ତରଫରୁ ଜାମ୍ମୁ-କାଶ୍ମୀର ଏବଂ ତା’ର ଆଖ-ପାଖ ଅଞ୍ଚଳ ସ୍ଥିତ ସୈନ୍ୟ ପ୍ରତିଷ୍ଠାନ ଉପରେ ଆତ୍ମଘାତୀ ଆକ୍ରମଣର ଆଲର୍ଟ ଜାରୀ କରାଯାଇଛି। ଖବର ଅନୁସାରେ,...
“ଜୟ ଶ୍ରୀରାମ” ନ୍ୟାରା ଲଗାଇବାରୁ ୧୭ ଛାତ୍ର ସସପେଣ୍ଡ!
ପଶ୍ଚିମବଙ୍ଗ ନୁହେଁ, ଘଟଣା ଝାରଖଣ୍ଡର ଘଟଣା ..
ନୂଆଦିଲ୍ଲୀ: "ଜୟ ଶ୍ରୀରାମ" ନ୍ୟାରା ଲଗାଇବାରୁ ୧୭ ଜଣ ଛାତ୍ରଙ୍କୁ ଏକ ସ୍କୁଲରୁ ସସପେଣ୍ଡ କରି ଦିଆଯାଇଛି।ସ୍କୁଲ ଆସିବାକୁ ସେମାନଙ୍କୁ ବାରଣ କରାଯାଇଛି।ସ୍କୁଲ ପ୍ରିନ୍ସିପାଲ୍ ଏଲ୍...
ମିଗ ୨୧ ବିମାନ କ୍ରାସ୍
- ଦୁଇଜଣ ପାଇଲଟ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଲେ
ଗ୍ୱାଲିୟର ୨୫-୯ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଗ୍ୱାଲିୟରରେ ମିଗ ୨୧ କ୍ରାସ୍ ହୋଇଯାଇଛି। ଖୁସିର କଥା ଯେ, ଦୁଇଜଣ ପାଇଲଟ ଦୁର୍ଘଟଣା ପରେ...
ବିଜେଡି ସାଂସଦଙ୍କ ଭାଇରାଲ୍ ଚାପୁଡ଼ା
ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଭିତରେ ଲୁଚି ରହିଥିବା ତାଙ୍କର ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି।ଶାନ୍ତ ଏବଂ ଭଦ୍ର ଜଣା ପଡ଼ୁଥିବା ସାଂସଦ ଚନ୍ଦ୍ରଶେଖର ତାଙ୍କର ଉଗ୍ର ରୂପ...
ସେନାରେ ପ୍ରବେଶ ପରୀକ୍ଷା ଦେଇ ଫେରୁଥିବା ୧୦ଜଣ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ହରିୟାଣାର ଜୀନ୍ଦରେ ଏକ ଅଟୋ ରିକ୍ଶା ଏବଂ ଟ୍ରକର ଧକ୍କା ହେବା ଫଳରେ ୧୦ ଜଣ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ଏହି ଯୁବକମାନେ ସେନା ପ୍ରବେଶ...
୯/୧୧ ପରେ ଯୁଦ୍ଧରେ ଆମେରିକାକୁ ସହଯୋଗ ଦେବା ବଡ଼ ଭୁଲ ଥିଲା: ଇମ୍ରାନ୍ ଖାନ୍
ନୂଆଦିଲ୍ଲୀ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି, ୯/୧୧ ଆକ୍ରମଣ ପରେ ଆତଙ୍କବାଦ ବିରୋଧ ଲଢେ଼ଇରେ ଆମେରିକାକୁ ସହଯୋଗ ଦେବା ପାକିସ୍ଥାନର ସବୁଠାରୁ ବଡ଼ ଭୁଲ ଥିଲା।ଇମ୍ରାନ୍ କହିଛନ୍ତି, ଏହି ଲଢେ଼ଇରେ ୭୦...
ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର- ଜାଣନ୍ତୁ ପୂର୍ବରୁ କାହାକୁ କେବେ ମିଳିଛି...
ନୂଆ ଦିଲ୍ଲୀ ୨୪-୯ (ଓଡ଼ିଆ ପୁଅ) ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ କରାଯିବ। ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି।
ଦାଦା ସାହବ ଫାଲକେ...
ପାକିସ୍ଥାନରେ ଭୂମିକମ୍ପ : ଫାଟିଲା ସଡ଼କ, ଫସିଲା ଗାଡ଼ି, ଥରିଲା ଭୂମି, ୫ ମୃତ...
ନୂଆ ଦିଲ୍ଲୀ ୨୪-୯ (ଓଡ଼ିଆ ପୁଅ) ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତ ଭୂକମ୍ପ ଭାରି ଝଟକାରେ ଥରିଲା ଉତ୍ତର ଭାରତ। ଭୂମିକମ୍ପର କାରଣରୁ ପାକିସ୍ତାନରେ ବହୁତ କ୍ଷତି ହୋଇଛି। ପାଞ୍ଚଜଣଙ୍କର...
ଶକ୍ତିଶାଳୀ ଭୂମିକମ୍ପରେ ପାକିସ୍ଥାନରେ ବ୍ୟାପକ କ୍ଷତି : ପାଞ୍ଚ ମୃତ ୫୦ ଆହତ –...
ଇସ୍ଲାମାବାଦ ୨୪-୯ (ଓଡ଼ିଆ ପୁଅ) ମଙ୍ଗଳବାର ସଂଧ୍ୟା ୪.୩୩ ବେଳେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ପାକିସ୍ଥାନରେ ବ୍ୟାପକ କ୍ଷତି ହୋଇଛି। ପ୍ରାଥମିକ ଖବର ଅନୁସାରେ ଜଣେ ମହିଳା ସମେତ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ...
ପାକିସ୍ଥାନରେ ଭୂମିକମ୍ପ; ଭାରତରେ ଝଟକା
ନୂଆଦିଲ୍ଲୀ: ପାକିସ୍ଥାନର ରାଓ୍ଵଲପିଣ୍ଡି ନିକଟରେ ଭୂମିକମ୍ପ ହୋଇଛି।ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି।ଏବଂ ଏହି ଭୂକମ୍ପ ଝଟକା ପ୍ରାୟ ୪ଟା ୩୫ ମିନିଟରେ ଅନୁଭୂତ ହୋଇଛି।ସୂଚନା ଅନୁଯାୟୀ ପାକିସ୍ଥାନର ଜାଟଲାନ ଅଞ୍ଚଳ...
ଏନଆରସି ଭୟରେ ମରିଗଲେ ୬ ଜଣ!
ନୂଆଦିଲ୍ଲୀ: ଆସାମରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ (ଏନଆରସି) ଲାଗୁ ହେବା ପରେ ଏବେ ଏହା ସାରା ଦେଶରେ ଲାଗୁ କରିବାକୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ତେବେ ପଶ୍ଚିମବଙ୍ଗରେ କୌଣସି ପରିସ୍ଥିତିରେ...
ମହିଳା ସଶକ୍ତିକରଣ ନାଁ ମଦୁଆ ଆସକ୍ତିକରଣ ଯୋଜନା? ଡ୍ୟାନ୍ସ ବାରକୁ ନେଇ ପିଙ୍କିଙ୍କ ପ୍ରଶ୍ନ
ଭୁବନେଶ୍ୱର: ରାଜଧାନୀରେ ଏବେ ବର୍ଷକ ପାଇଁ ୭ଟି ଡ୍ୟାନ୍ସ ବାର୍ ଖୋଲାଯିବା ନେଇ କିଛି ସର୍ତ୍ତ ସହ ଅନୁମତି ମିଳିଛି।ଏହାକୁ ନେଇ ବାର ଆସୋସିଏସନ ସ୍ୱାଗତ ଜଣାଇଥିବା ବେଳେ ରକ୍ଷଣଶୀଳ ଏବଂ ସଂସ୍କୃତିବାଦୀ...
ଦାଦନ ଖଟିବାକୁ ଯାଉଛନ୍ତି ଗଞ୍ଜାମର ମଜୁରିଆ; ବାଂଲାଦେଶୀ ମାରୁଛନ୍ତି ପେଟକୁ ଲାତ: ବିଜେପି ମୌନ!
କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ଓଡ଼ିଶାରେ ବିଜେପି କରୁଛି ଖାଲି ପ୍ରଳାପ
ଭୁବନେଶ୍ୱର: ୩୭୦ ଧାରା ଉଚ୍ଛେଦ ପରେ କେନ୍ଦ୍ର ସରକାର ଦେଶରେ ରହିଥିବା ଆଉ ଏକ ସମ୍ବେଦନଶୀଳ ସମସ୍ୟା ଦିଗରେ ପଦକ୍ଷେପ ନେବା...
ବାହାନ ଡାଟାବେସରେ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ଉପଲବ୍ଧ କରିବା ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ ୨୪-୯ (ଓଡ଼ିଆ ପୁଅ) ନାଗରିକମାନଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲାଗି ‘ବାହାନ’ ଡାଟାବେସରେ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ...





