Home Tags Picturenews

Tag: picturenews

ଜିଲ୍ଲାର ଜଣେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ପରେ କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀର...

0
କେନ୍ଦୁଝର, ୨୦ ଡିସେମ୍ବର ୧୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି। ମୃତକ କଏଦୀ ଜଣଙ୍କ ହେଲା ପଣ୍ଡାପଡା ଥାନା ଅନ୍ତର୍ଗତ ମିଶ୍ରମାଳ ଗ୍ରାମର...

ଝାରଖଣ୍ଡ ପୋଲ ଅଫ ପୋଲ୍ସ : ବିଜେପିକୁ ଲାଗିପାରେ ଝଟକା : JMM-କଂଗ୍ରେସର ସରକାର...

0
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଝାରଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ଏବଂ ଶେଷ ପର୍ଯ୍ୟାୟର ଭୋଟିଙ୍ଗ ପରେ ଆସିଥିବା ସମସ୍ତ ଏଗ୍ଜିଟ ପୋଲରେ ବିଜେପି ପୁନଃ ଶାସନ କ୍ଷମତାକୁ ଆସିବା ଦୌଡ଼ରେ...

ଆସୋଚାମର ୧୦୦ ବର୍ଷ ପୂର୍ତି କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

0
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲକ୍ଷ୍ୟ ହାସଲ ସମ୍ଭବ : ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ କହିଲେ, ଦେଶ ଏହି ଲକ୍ଷ୍ୟ ହାସଲ ପାଇଁ...

ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କଲା ବିଜେପି

0
ଭୁବନେଶ୍ୱର, ୨୦/୧୨ (ଓଡ଼ିଆ ପୁଅ) : ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ...

ଜୟପୁରରେ ବୋମା ବିଷ୍ପୋରଣର ଚାରି ଦୋଷୀଙ୍କୁ ଫାଶୀଦଣ୍ଡାଦେଶ

0
ଜୟପୁର ୨୦-୧୨ (ଓଡ଼ିଆ ପୁଅ) ଜୟପୁରରେ ବୋମା ବିଷ୍ପୋରଣରେ କୋର୍ଟ ନିଜର ଫଇସଲା ଶୁଣାଇଛନ୍ତି। ଚାରିଜଣ ଦୋଷୀ ସରବର ଆଜମୀ, ସୋହମ୍ମଦ ସେଫ୍, ସଇପୁର ରହେମାନ ଏବଂ ସଲମାନଙ୍କୁ କୋର୍ଟ ଫାଶୀଦଣ୍ଡାଦେଶ ଦେଇଛନ୍ତି।...

ଉନ୍ନାବ ରେପ କେସରେ ଦୋଷୀ ବିଧାୟକ କୁଲଦୀପ ସେଙ୍ଗରକୁ ଆଜୀବନ କାରଦଣ୍ଡ

0
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଉନ୍ନାବ ରେପ କେସରେ ଦୋଷୀ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ତିସ ହଜାରୀ କୋର୍ଟ। କୋର୍ଟ ନିଜର ରାୟରେ ଦୋଷୀ...

ଡିଆରଡିଓ ଦ୍ୱାରା ଓଡ଼ିଶା ଉପକୂଳରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଗୁରୁବାର, ଡିସେମ୍ବର ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି।...

କେନ୍ଦୁଝର ଜିଲ୍ଲାରେ ଫାଶୀ ପାଇବା ଅପେକ୍ଷାରେ ୬ ଜଣ – ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ...

0
କେନ୍ଦୁଝର, ୧୯ ଡିସେମ୍ବର ୧୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଜଣେ ଯୁବକକୁ ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲା ସେସେନ ଜଜ୍ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି।...

ଟିମ ଇଣ୍ଡିଆକୁ ବଡ଼ ଝଟକା – ଦୀପକ ଚହର ତୃତୀୟ ୱାନଡେରୁ ବାହାର, ଏବେ...

0
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ୱେଷ୍ଟ ଇଣ୍ଡିଜ୍ ବିରୁଦ୍ଧରେ ତିନୋଟି ମ୍ୟାଚର ୱାନଡେ ସିରିଜ୍ ର ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ପାଇଁ ଖରାପ ଖବର ଆସିଛି। କଟକର...

ସବୁଠାରୁ ବୁଡ଼ା ଖେଳାଳି ପ୍ରବୀଣ ତାମ୍ବେ, IPL ରେ ବିକ୍ରୀ ହେଲେ – ତାଙ୍କୁ...

0
କୋଲକାତା ୧୯-୧୨ (ଓଡ଼ିଆ ପୁଅ) : ମୁମ୍ବାଇର କ୍ରିକେଟିୟର ପ୍ରବୀଣ ତାମ୍ବେଙ୍କୁ ଆଇପିଏଲ ୨୦୨୦ ନିଲାମରେ କୋଲକାତା ନାଇଟରାଇଡର୍ସ (Kolkata Knight Riders) ୨୦ ଲକ୍ଷ ଟଙ୍କାର ବେସ ପ୍ରାଇସ୍ ରେ କିଣିଛି। ତାମ୍ବେ...

କେ ଏଲ ରାହୁଲ IPL ୨୦୨୦ ପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକ ନିଯୁକ୍ତ

0
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଆଗାମୀ ଆଇପିଏଲ ପାଇଁ ରାହୁଲଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ। ଏବେ ରାହୁଲଙ୍କୁ କେବଳ ଏକ ବ୍ୟାଟ୍ସମ୍ୟାନ୍ ଭାବେ ନୁହେଁ ଜଣେ...

ଜବାବ ମାଗୁଛି ଓଡ଼ିଶା: ଧିକାର ତୁମକୁ ମହିଳା ମୋର୍ଚ୍ଚା!

0
ଭୁବନେଶ୍ୱର: ଓଡ଼ିଶା ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଯେଉଁ ସବୁ କାର୍ଯ୍ୟକ୍ରମ କରି ଆସୁଥିଲା, ସେଥିରେ "ଜବାବ ମାଗୁଛି ଓଡ଼ିଶା" ନାମରେ ନବୀନ ପଟ୍ଟନାୟକଙ୍କୁ ଅଧିକ ଘେରୁଥିଲା।ସାମ୍ବାଦିକ ସମ୍ମିଳନୀରେ ଏବଂ ସୋସିଆଲ ମିଡିଆ...

ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

0
କେନ୍ଦୁଝର, ତା ୧୯ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଏଡିଜେ ଲୋକନାଥ ସାହୁ ଆଜି ଜଣେ ନାବାଳିକା ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଖବର ଅନୁଯାୟୀ...

ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ : ଉତ୍ତର ପ୍ରଦେଶର ସମ୍ଭଲରେ ବସରେ ନିଆଁ...

0
ନୂଆ ଦିଲ୍ଲୀ/ସମ୍ଭଲ ୧୯-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ଅଧିକାଂଶ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି। କେତେକ ସ୍ଥାନରେ ୧୪୪ ଧାରା ଜାରୀ ହେବା ସହିତ କେତେକ ସ୍ଥାନରେ...

ଦିଲ୍ଲୀରେ ଆରମ୍ଭ ହେଲା ମାଗଣା ୱାଇଫାଇ ସେବା

0
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଦିଲ୍ଲୀରେ ଆରମ୍ଭ ହୋଇଛି ମାଗଣା ୱାଇ ଫାଇ ସେବା। ଏ ନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଚ୍ୱିଟ କରି ସୂଚନା ଦେଇଛନ୍ତି। ଏହି ସେବାର...

ଦିଲ୍ଲୀର କେତେକ ସ୍ଥାନରେ ଇଣ୍ଟରନେଟ, ମୋବାଇଲ୍ ଭଏସ୍ କଲ ଏବଂ ଏସଏମଏସ ସେବା ନିଳମ୍ବିତ

0
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀର କେତେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି। ତେଣୁ ଦିଲ୍ଲୀର କେତେକ ସ୍ଥାନରେ ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ, ଭଏସ୍ କଲ,...

ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଭିଯୋଗର ପ୍ରସ୍ତାବ ପାସ୍, ଏବେ ସିନେଟରେ ହେବ...

0
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଭିଯୋଗର ପ୍ରସ୍ତାବ ପାସ୍ ହୋଇଛି। ଏବେ ସିନେଟରେ ଭୋଟିଙ୍ଗ ହେବ। ଆମେରୀକାର ଇତିହାସରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ତୃତୀୟ...

ନିର୍ଭୟା ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ଦୋଷୀମାନଙ୍କୁ ନୋଟିସ୍ ଜାରୀ କଲା ତିହାଡ଼ ଜେଲ...

0
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ତିହାଡ଼ ଜେଲ ପ୍ରଶାସନ ବୁଧବାରଦିନ ନିର୍ଭୟା ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ଦୋଷୀମାନଙ୍କୁ ସାତ ଦିନ ଭୀତରେ ଦୟା ଯାଚିକା ଦାୟର କରିବା ପାଇଁ ନୋଟିସ...

କାଲିଠାରୁ ତିନି ଦିନ ବାଙ୍ଗାଲୁରୁରେ ୧୪୪ ଧାରା ଲାଗୁ

0
ବାଙ୍ଗାଲୁରୁ ୧୮-୧୨ (ଓଡ଼ିଆ ପୁଅ) କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସନ୍ତା କାଲି ବାମପନ୍ଥୀ ଏବଂ ମୁସ୍ଲିମ ସଂଗଠନମାନଙ୍କ ଦ୍ୱାରା ବାଙ୍ଗାଲୁରୁ 'ବନ୍ଦ'ର ଆହ୍ଵାନ ଦିଆଯାଇଛି। ଏ...

ପ୍ରଚାରକ ନାଁ ନେତା ସାରଦା ?

0
ଭୁବନେଶ୍ୱର: ବିଜେପି ଓଡ଼ିଶାର ପୂର୍ବତନ ସଙ୍ଗଠନ ସମ୍ପାଦକ ସାରଦା ପ୍ରସାଦ ଶତପଥିଙ୍କୁ ଦଳରେ ପ୍ରମୁଖ ତଥା ଏକ ଗୁରୁ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି।ସାରଦା ପ୍ରସାଦ ଶତପଥୀଙ୍କର ରାଜନୀତି ପ୍ରତି ପ୍ରବଳ ରୁଚି...