Home ଓଡ଼ିଶା କାଲିଠାରୁ ତିନି ଦିନ ବାଙ୍ଗାଲୁରୁରେ ୧୪୪ ଧାରା ଲାଗୁ

କାଲିଠାରୁ ତିନି ଦିନ ବାଙ୍ଗାଲୁରୁରେ ୧୪୪ ଧାରା ଲାଗୁ

420

ବାଙ୍ଗାଲୁରୁ ୧୮-୧୨ (ଓଡ଼ିଆ ପୁଅ) କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସନ୍ତା କାଲି ବାମପନ୍ଥୀ ଏବଂ ମୁସ୍ଲିମ ସଂଗଠନମାନଙ୍କ ଦ୍ୱାରା ବାଙ୍ଗାଲୁରୁ ‘ବନ୍ଦ’ର ଆହ୍ଵାନ ଦିଆଯାଇଛି। ଏ ନେଇ ବାଙ୍ଗାଲୁରୁ ପୁଲିସ କମିଶନର ଭାସ୍କର ରାଓ କହିଛନ୍ତିଯେ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଲି ସକାଳ ୬ ଟା ସମୟରୁ ଗ୍ରାମୀଣ ଜିଲ୍ଲା ସହିତ ସମ୍ପୂର୍ଣ୍ଣ ବାଙ୍ଗାଲୁରୁରେ ୧୪୪ ଧାରା ଲାଗୁ ହେବ। ଏହା ୨୧ ଡିସେମ୍ବର ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.