Home ଓଡ଼ିଶା ଟିମ ଇଣ୍ଡିଆକୁ ବଡ଼ ଝଟକା – ଦୀପକ ଚହର ତୃତୀୟ ୱାନଡେରୁ ବାହାର, ଏବେ ତାଙ୍କ...

ଟିମ ଇଣ୍ଡିଆକୁ ବଡ଼ ଝଟକା – ଦୀପକ ଚହର ତୃତୀୟ ୱାନଡେରୁ ବାହାର, ଏବେ ତାଙ୍କ ସ୍ଥାନରେ ଖେଳିବେ ଏହି ଖେଳାଳି

587

ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ୱେଷ୍ଟ ଇଣ୍ଡିଜ୍ ବିରୁଦ୍ଧରେ ତିନୋଟି ମ୍ୟାଚର ୱାନଡେ ସିରିଜ୍ ର ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ପାଇଁ ଖରାପ ଖବର ଆସିଛି। କଟକର ବାରବାଟି ଷ୍ଟାଡ଼ିୟମରେ ହେବାକୁ ଥିବା ସିରିଜ୍ ର ତୃତୀୟ ୱାନଡେରେ ଟିମର ଫାଷ୍ଟ ବୋଲର୍ ଦୀପକ ଚହର ଆହତ ହୋଇଛନ୍ତି। ସେ ଏବେ ତୃତୀୟ ୱାନଡେରେ ଟିମ ଇଣ୍ଡିଆ ତରଫରୁ ଖେଳିବେ ନାହିଁ। ତାଙ୍କ ଜାଗାରେ ଯୁବ ଫାଷ୍ଟ ବୋଲର୍ ନବଦୀପ ସୈନୀଙ୍କୁ ଟିମରେ ସାମିଲ କରାଯାଇଛି। ବାରବାଟି ଷ୍ଟାଡ଼ିୟମରେ ତୃତୀୟ ମ୍ୟାଚ୍ ରବିବାର ୨୨ ଡିସେମ୍ବରରେ ଖେଳାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.