Home Tags Picturenews

Tag: picturenews

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇ-ସାର୍ଟିଫିକେଟ ଓ ମୋବାଇଲ ପାଉତି ଆପ୍ ର ଶୁଭାରମ୍ଭ – ବାସସ୍ଥାନ,...

0
ଏହିସବୁ ସାର୍ଟିଫିକେଟ ଲୋକଙ୍କ ଅଧିକାର, ତେଣୁ ଏହା ସଂପୂର୍ଣ୍ଣ ମାଗଣାରେ ଦିଆଯିବ – ମୁଖ୍ୟମନ୍ତ୍ରୀ Solvency Certificate ବ୍ୟବସ୍ଥା ଉଚ୍ଛେଦ ଭୁବନେଶ୍ୱର ୨୮.୧୨ (ଓଡ଼ିଆ ପୁଅ) ରାଜସ୍ୱ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ଲକ୍ଷ୍ୟ...

ପୂର୍ଣ୍ଣାଙ୍ଗ ହୋଇନଥିବା ଆବାସ ଯୋଜନା ଗୃହଗୁଡି଼କ ଟଙ୍କା ଫେରସ୍ତ କରିବାକୁ ପରାମର୍ଶ

0
ଯାଜପୁର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ବିଧାନସଭା  ସରକାର ପ୍ରଦାନ କରୁଥିବା ବିଭିନ୍ନ ଆବାସ ଯୋଜନା ପାଇଁ ଅର୍ଥ ବରାଦ ନଥିବାକୁ ନେଇ ରାଜ୍ୟରେ ସମସ୍ତ ବିରୋଧି ଦଳମାନେ ସରକାରଙ୍କୁ ଘେରିଥିବା ବେଳେ  ବିଭିନ୍ନ...

ସଂଜୟ କେମିତି ଜାଣିଲେ ଦୁଷ୍କର୍ମ ହୋଇନି? :ବିଜେପି

0
ଭୁବନେଶ୍ୱର, ୨୮/୧୨ (ଓଡ଼ିଆ ପୁଅ) : ଗତ ୧୪ ତାରିଖରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଠାରେ ଏକ ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି। ଅନ୍ୟପଟେ ବଳାତ୍କାରୀମାନେ ଶାସକ ଦଳର କର୍ମୀ ହୋଇଥିବାରୁ...

ନକଲି ସିଆରପିଏଫ ଜବାନ ଗିରଫ: ଦୁଇଟି ମୋଟର ସାଇକେଲ ଉଦ୍ଧାର

0
ବାଲିଗୁଡା, ୨୭/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପୋଲିସ ଦ୍ବାରା ଜଣେ ନକଲି ସିଆରପିଏଫ ଜବାନଙ୍କ ସମେତ ଦୁଇଟି ମୋଟର ସାଇକେଲ କ.ନୂଆଗାଁ ପୋଲିସ...

ଏୟାରପୋର୍ଟ ଯିବା ପାଇଁ ଖୋଜୁଥିଲେ ଉବର କ୍ୟାବ, କିନ୍ତୁ ଅପ୍ସନରେ ଆସିଲା ଶସ୍ତା ହେଲିକ୍ୟାପ୍ଟର...

0
ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) ଅନଲାଇନ କ୍ୟାବ୍ ସର୍ଭିସ, ଆଜିର ଦିନରେ ସମସ୍ତଙ୍କର ଯାତ୍ରାକୁ ସରଳ ଏବଂ ସୁଖମୟ କରିଦେଇଛି। ଲୋକମାନଙ୍କର ଯାତ୍ରାକୁ ସହଜ ସହ ବେଳେ ବେଳେ ଲୋକମାନଙ୍କୁ ଅସୁବିଧାର...

ଏହି ଅଭିନେତାଙ୍କର ଆତ୍ମହତ୍ୟା

0
ମୁମ୍ବାଇ ୨୭-୧୨ (ଓଡ଼ିଆ ପୁଅ) : ଜଣାଶୁଣା ଟିଭି ଏବଂ ଫିଲ୍ମ ଅଭିନେତା କୁଶାଲ ପଞ୍ଜାବୀ ଶୁକ୍ରବାରଦିନ ସଂଧ୍ୟାରେ ମୁମ୍ବାଇରେ ନିଜର ବାନ୍ଦ୍ରା ସ୍ଥିତ ଘରେ ପାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ...

ବିମାନ ଦୁର୍ଘଟଣାଗ୍ରସ୍ତ – ୧୦୦ ଯାତ୍ରୀ ଥିଲେ

0
ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) କାଜାକିସ୍ଥାନର ଅଲମାଟୀ ବିମାନ ବନ୍ଦରରୁ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜେଟ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବେକ ଏୟାରଲାଇନର ଏହି ଜେଟ ଟି ଅଲମାଟୀ...

ସିଏଏ ନେଇ ୧ କୋଟି ଓଡିଶାବାସୀଙ୍କୁ ଭେଟିବ ବିଜେପି – ଧର୍ମେନ୍ଦ୍ର ପ୍ରଧାନ

0
ଭୁବନେଶ୍ୱର, ଡିସେମ୍ବର ୨୬ (ଓଡ଼ିଆ ପୁଅ) – ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାସେବ୍ୟାପୀ ଓଡିଶା ସମେତ ସାରାଦେଶରେ...

ଓଡିଶା କଳା ଓ ସଂସ୍କୃତି ବ୍ରାଣ୍ଡିଂ ରାଜଧାନୀ ଏକ୍ସପ୍ରେସ୍ ଏବଂ ଓଡିଆ ଭାଷାରେ ଅସଂରକ୍ଷିତ...

0
ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ ସର୍ବଭାରତୀୟ ସ୍ତରକୁ ଯିବ - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଡିସେମ୍ବର ୨୬ (ଓଡ଼ିଆ ପୁଅ) – ରେଳ ବିଭାଗ ପକ୍ଷରୁ ନାଲକୋ ସହଯୋଗରେ ଓଡିଶାର କଳା ସଂସ୍କୃତିକୁ ପ୍ରଦର୍ଶିତ...

ଗାନ୍ଧୀନୀତିକୁ ହତ୍ୟା କଲେ କଂଗ୍ରେସ ନେତା: ଗାନ୍ଧୀ ନୁହେଁ; ଏଥର ବୋଷ!

0
ଭୁବନେଶ୍ୱର: ଗାନ୍ଧୀ ନାମକୁ ନେଇ ରାଜନୀତି କରି ଆସିଥିବା କଂଗ୍ରେସର ଜଣେ ନେତା ଆଜି ଗାନ୍ଧୀ ନୀତିର ଗଳା ଚିପିଦେଇ ଦେଇଛନ୍ତି।ଦମ୍ଭରେ ମଧ୍ୟ କହିଛନ୍ତି ନ୍ୟାୟ ନ'ପାଇଲେ ନ୍ୟାୟ ଛଡ଼ାଇ ଆଣିବୁ, (ଯେ...

ନୟାଗଡ-ମହିପୁର ନୂଆ ରେଳ ଲାଇନ ଲୋକାର୍ପଣ ସହ ମହିପୁର ପର୍ଯ୍ୟନ୍ତ ୩ଟି ପାସେଞ୍ଜର ଟ୍ରେନ୍‌ର...

0
ଋାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ୨୦୨୩ ସୁଦ୍ଧା ବଲାଙ୍ଗୀର ପର୍ଯ୍ୟନ୍ତ ରେଳ ଲାଇନ ସଂପ୍ରସାରଣ କରାଯିବ - ଧର୍ମେନ୍ଦ୍ର ପ୍ରଧାନ ନୟାଗଡ, ଡିସେମ୍ବର ୨୬ – ନୟାଗଡ ରେଳ ଷ୍ଟେସନ ଠାରେ ଗୁରୁବାର ଖୋର୍ଦ୍ଧା...

ଶଙ୍ଖ କ୍ଷେତ୍ରର ଐତିହ୍ୟ ବଜାୟ ରହୁ

0
- ଦେବପ୍ରସାଦ ମିଶ୍ର ଶ୍ରୀମନ୍ଦିର- ପୁରୀ - ଶଙ୍ଖ କ୍ଷେତ୍ରର ଉନ୍ନତି ଏବଂ ଶଙ୍ଖ କ୍ଷେତ୍ରର ମାହାତ୍ମ୍ୟକୁ ସମଗ୍ର ବିଶ୍ୱ ଦରବାରରେ ପହଞ୍ଚାଇବା ଓ ସମଗ୍ର ବିଶ୍ୱରେ ସନାତନ ଧର୍ମର ପ୍ରସାର ଏବଂ ଶଙ୍ଖ...

ଧର୍ମ ଆଧାରରେ ଦେଶ ବିଭାଜନ ହୋଇଥିଲା-ଭୁଲକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଏକ ସାହସିକ...

0
ଭୁବନେଶ୍ୱର ୨୬-୧୨ (ଓଡ଼ିଆ ପୁଅ) କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଗରିକତା ସଂଶୋଧନ ଆଇନ୍କୁ ନେଇ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତିଯେ, ଭୁଲକୁ ସୁଧାରିବା ପାଇଁ କେନ୍ଦ୍ର...

ଦିଲ୍ଲୀ ରାଜପଥରେ ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ !

0
ନୂଆ ଦିଲ୍ଲୀ ୩୦-୧୧ (ଓଡ଼ିଆ ପୁଅ) ଆସନ୍ତା ୨୬ ଜାନୁଆରୀ, ୨୦୨୦ରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରତିନଧିତ୍ୱ କରିବାର ସୁଯୋଗ ମିଳିଛି। ଦିଲ୍ଲୀ ରାଜପଥରେ ଏଥର ଲିଙ୍ଗରାଜଙ୍କ ରୁକୁଣା...

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

0
ପୁରୀ ୨୫-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବକୁଳ ଅମାବାସ୍ୟା ବା ପୌଷ ଅମାବାସ୍ୟାରେ ସୂର୍ଯ୍ୟପରାଗ ହେଉଥିବା ବେଳେ ଏନେଇ ସ୍ୱତନ୍ତ୍ର ନୀତି ଚୂଡାନ୍ତ ହୋଇଛି। ୨୫ ତାରିଖ ରାତି ୮ଟା୨୦ରୁ ପାକତ୍ୟାଗ ଓ...

ଅଟଳଜୀଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଥିଲା ଅତୁଟ – ଧର୍ମେନ୍ଦ୍ର ପ୍ରଧାନ

0
ବାଜପେୟୀଙ୍କ ଓଡିଶା ଗସ୍ତର ପୁରୁଣା ଫଟୋ ଟ୍ରିଟ୍ କରି ସ୍ମୃତି ଉଜ୍ଜିବୀତ କଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର, ଡିସେମ୍ବର ୨୫ (ଓଡ଼ିଆ ପୁଅ) – ଅଟଳଜୀଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥୁଲା।...

ଆସନ୍ତା କାଲି ସୂର୍ଯ୍ୟ ପରାଗ : ଆଜି ରାତିସାରା ଖୋଲା ରହିବ ପୁରୀ ଶ୍ରୀମନ୍ଦିର

0
ପୁରୀ ୨୫-୧୨ (ଓଡ଼ିଆ ପୁଅ) ଆଜି ରାତିସାରା ଖୋଲା ରହିବ ପୁରୀ ଶ୍ରୀମନ୍ଦିର। ଆସନ୍ତା କାଲି ଗୁରୁବାର ସୂର୍ଯ୍ୟୋପରାଗ। ସକାଳ ୮ ଘଣ୍ଟା ୨୦ମିନିଟରେ ପରାଗ ସ୍ପର୍ଶ କରିବ। ଏହା ୧୧ଟା ୨୯...

ଭୁବନେଶ୍ୱରରେ ବସ୍ ଜଳିଗଲା

0
ଭୁବନେଶ୍ୱର ୨୫-୧୨ (ଓଡ଼ିଆ ପୁଅ) : ଭୁବନେଶ୍ୱର ସହିଦନଗରରେ ଗୋଟିଏ ବସ ଜଳିଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବୀକୁ ଚେଷ୍ଟା କରୁଛନ୍ତି। ବସରେ ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ...

ଏହି ଦେଶରେ ଆତଙ୍କୀ ଆକ୍ରମଣ : ୩୫ ଲୋକଙ୍କର ମୃତ୍ୟୁ, ୮୦ ଆତଙ୍କୀ ନିପାତ

0
ନୂଆ ଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) ପଶ୍ଚିମ ଆଫ୍ରୀକାର ବୁର୍କିନା ଫାସୋର ସୌମ ପ୍ରାନ୍ତରେ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷାବଳ ଅଭିଯାନ ଚଳାଇ ୮୦ ସଂଦିଗ୍ଧ ଆତଙ୍କବାଦୀଙ୍କୁ ମାରିଛନ୍ତି। ମଙ୍ଗଳବାରଦିନ ଆତଙ୍କବାଦୀମାନେ ସହରରେ...

ଅସ୍ତ୍ରଶସ୍ତ୍ର (ସଂଶୋଧନ) ବିଲ, ୨୦୧୯ରେ ବିଧିବଦ୍ଧ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

0
ନୂଆ ଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଡିସେମ୍ବର ୯, ୨୦୧୯ରେ ଲୋକସଭାରେ ଗୃହୀତ ହୋଇଥିବା ଅସ୍ତ୍ରଶସ୍ତ୍ର (ସଂଶୋଧନ) ବିଲ, ୨୦୧୯ରେ ବିଧିବଦ୍ଧ...