Home ଓଡ଼ିଶା ଆସନ୍ତା କାଲି ସୂର୍ଯ୍ୟ ପରାଗ : ଆଜି ରାତିସାରା ଖୋଲା ରହିବ ପୁରୀ ଶ୍ରୀମନ୍ଦିର

ଆସନ୍ତା କାଲି ସୂର୍ଯ୍ୟ ପରାଗ : ଆଜି ରାତିସାରା ଖୋଲା ରହିବ ପୁରୀ ଶ୍ରୀମନ୍ଦିର

1207

ପୁରୀ ୨୫-୧୨ (ଓଡ଼ିଆ ପୁଅ) ଆଜି ରାତିସାରା ଖୋଲା ରହିବ ପୁରୀ ଶ୍ରୀମନ୍ଦିର। ଆସନ୍ତା କାଲି ଗୁରୁବାର ସୂର୍ଯ୍ୟୋପରାଗ। ସକାଳ ୮ ଘଣ୍ଟା ୨୦ମିନିଟରେ ପରାଗ ସ୍ପର୍ଶ କରିବ। ଏହା ୧୧ଟା ୨୯ ମିନିଟ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଆଜି ରାତି ୮ଟା ୨୦ ପରଠୁ ପାକତ୍ୟାଗ ଓ ଦେବନୀତି ନିଷେଧ ହେବା ସହ ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.