Home ଆନ୍ତର୍ଜାତୀୟ ବିମାନ ଦୁର୍ଘଟଣାଗ୍ରସ୍ତ – ୧୦୦ ଯାତ୍ରୀ ଥିଲେ

ବିମାନ ଦୁର୍ଘଟଣାଗ୍ରସ୍ତ – ୧୦୦ ଯାତ୍ରୀ ଥିଲେ

323

ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) କାଜାକିସ୍ଥାନର ଅଲମାଟୀ ବିମାନ ବନ୍ଦରରୁ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜେଟ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବେକ ଏୟାରଲାଇନର ଏହି ଜେଟ ଟି ଅଲମାଟୀ ଅନ୍ତର୍ରାଷ୍ଟ୍ରୀୟ ବିମାନ ବନ୍ଦରରୁ ଟେକ-ଅଫ କରିବା ସମୟରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ବିଲ୍ଡ଼ିଂରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ଅଧିକାରୀମାନେ ଏହାର ପୁଷ୍ଟି କରିଛନ୍ତି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଆସୁଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏ ସମ୍ବନ୍ଧରେ ବିସ୍ତୃତ ଖବର ପାଇଁ ଅପେକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.