Home ଆନ୍ତର୍ଜାତୀୟ ଏହି ଦେଶରେ ଆତଙ୍କୀ ଆକ୍ରମଣ : ୩୫ ଲୋକଙ୍କର ମୃତ୍ୟୁ, ୮୦ ଆତଙ୍କୀ ନିପାତ

ଏହି ଦେଶରେ ଆତଙ୍କୀ ଆକ୍ରମଣ : ୩୫ ଲୋକଙ୍କର ମୃତ୍ୟୁ, ୮୦ ଆତଙ୍କୀ ନିପାତ

545

ନୂଆ ଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) ପଶ୍ଚିମ ଆଫ୍ରୀକାର ବୁର୍କିନା ଫାସୋର ସୌମ ପ୍ରାନ୍ତରେ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷାବଳ ଅଭିଯାନ ଚଳାଇ ୮୦ ସଂଦିଗ୍ଧ ଆତଙ୍କବାଦୀଙ୍କୁ ମାରିଛନ୍ତି। ମଙ୍ଗଳବାରଦିନ ଆତଙ୍କବାଦୀମାନେ ସହରରେ ଆକ୍ରମଣ କରିଥିଲେ। ଏହାଫଳରେ ୩୫ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.