Tag: Bhadrak News
ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ପ୍ରଳୟଙ୍କରୀ ମହାବାତ୍ୟା ହଜାର ହଜାର ଲୋକଙ୍କ ପ୍ରାଣ ନେଇ ଯାଇଥିଲା । ବହୁ ଟଙ୍କାର ସମ୍ପତି...
ବିଶିଷ୍ଟ ସମାଜସେବୀ ଅଜିତ୍ ଚାନ୍ଦଙ୍କ ସ୍ମୃତି ସମାରୋହ, ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ‘ସ୍ମୃତିରେ ଅଜିତ୍’...
ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଜଣେ ଭଲମଣିଷର ପରିଚୟ ତାର ମୃତ୍ୟୁ ପରେ ସ୍ପଷ୍ଟ ଭାବେ ବାରି ହୋଇପଡିଥାଏ । କାହିଁକି ନା ତାର ସୁକର୍ମ ହିଁ ସାମାଜିକ...
ବନ୍ତ ବ୍ଲକ ଗଣ୍ଡଗୋଳ ଘଟଣା: ୯ ଗିରଫ
ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ରାମଚନ୍ଦ୍ରପୁର ଗ୍ରା:ପ: ମହିଳା ସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଅନ୍ୟାୟ ଭାବରେ ବାହାର କରିବା ପ୍ରତିବାଦରେ ଗତକାଲି ସିପିଆଇ ଓ...
ବନ୍ତରେ ବିପିଏମ,ବିଏଲସିଙ୍କୁ ମାଡ଼ ଘଟଣା, ସୁରକ୍ଷା ଦାବିରେ ମହିଳାସଂଘ ଦେଲା ଜିଲ୍ଲାପାଳଙ୍କୁ ଦାବିପତ୍ର
ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଗତକାଲି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ସିପିଆଇ ଓ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ତୁମଳକାଣ୍ଡ ଘଟିଥିଲା । ଏଥିରେ ବନ୍ତ ଥାନାର...
ରାସ୍ତାପାଶ୍ୱର୍ ଦୋକାନୀଙ୍କୁ ଉଚ୍ଛେଦ ପ୍ରତିବାଦରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ସାରା ଭଦ୍ରକ ପୌରପାଳିକା ଅଂଚଳରେ ଯେଉଁ ରାସ୍ତା ପାଶ୍ୱର୍ ଦୋକାନୀମାନେ ଜୀବିକା ଅର୍ଜନ କରୁଥିଲେ, ପୌର କର୍ତ୍ତୃପକ୍ଷ ସହରକୁ ସୁନ୍ଦର କରିବା ଆଳରେ...
ସ୍ୱାମୀଙ୍କ ଅନ୍ୟତମ ହତ୍ୟାକାରୀର ଗିରଫ ଦାବିରେ ପୀଡିତା ମହିଳା ଓ ସଂଘ ଭେଟିଲେ ଏସ୍ପିଙ୍କୁ
ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଜମିବାଡିକୁ କେନ୍ଦ୍ର କରି ଗତ ଅଗଷ୍ଟ ୩ ତାରିଖରେ ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ କୁମାରପୁର ଗ୍ରାମର କୈଳାସ ମାଝୀଙ୍କ ହତ୍ୟାକାଣ୍ଡର...
ଆଜିି ଚିହ୍ନଟ ହେଲେ ୩୦ କରୋନା ଆକ୍ରାନ୍ତ
ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି ଆଉ ୩୦ ନୂଆ କରୋନା ଆକ୍ରାନ୍ତ । ଯାହାଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି...
ମହତାବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ନେତାଜୀ ଯୁବକସଂଘ ଆନୁକୁଲ୍ୟରେ ମହତାବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି...
ଅଳାଉତୀରେ ଲାଖବିନ୍ଧା ପ୍ରତିଯୋଗୀତା
ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ରାମପୁର ପଞ୍ଚାୟତ ଅଳାଉତୀ ଗ୍ରାମରେ ଲାଖବିନ୍ଧା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଅଳାଉତୀ ଗ୍ରାମରେ...
ଭଦ୍ରକରେ ଯୁବ କଂଗ୍ରେସ ତରଫରୁ ରାଗିଣୀ ନାୟକଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ଜାତୀୟ ମୁଖପାତ୍ର ତଥା ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ସଭାନେତ୍ରୀ ଓ...
କେନ୍ଦ୍ର ସରକାରଙ୍କ ଶ୍ରମ ଆଇନକୁ ବିରୋଧ କରି ବିଏମ୍ଏସ୍ ପକ୍ଷରୁ ବିକ୍ଷୋଭ
ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ ଆଇନ ବିରୋଧରେ ଭାରତୀୟ ମଜଦୁର ସଂଘ ଏବଂ ସଂଘ ଦ୍ୱାରା ପରିଚାଳିତ ବିିଭିନ୍ନ ଶ୍ରମିକ...
ଜିଲ୍ଲାସ୍ତରୀୟ କାଳୀପୂଜା ସମନ୍ୱୟ କମିଟି ବୈଠକ, କୋବିଡ଼ ଆଇନ ଭଙ୍ଗ କଲେ ୧ ଲକ୍ଷ...
ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଲକ୍ଷ୍ମୀପୂଜା ଓ ବହୁ ପ୍ରସିଦ୍ଧ କାଳୀପୂଜା ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ କୋବିଡ଼...
ସର୍ବଭାରତୀୟ ନିଟ୍, ଜେ.ଇ, କ୍ଲାଟ ପରୀକ୍ଷାରେ ଏସ୍.ବି.ଡି. ସ୍କୁଲର ସଫଳତା
ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ଅନ୍ୟତମ ସଫଳ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀଗଣ ନିକଟରେ ପ୍ରକାଶିତ ହୋଇଥିବା ନିଟ, ଜେ.ଇ. (ମେନ), କ୍ଲାଟ...
ଜିଲ୍ଳାରୁ ଚିହ୍ନଟ ହେଲେ ଆଉ ନୂଆ ୯ କରୋନା ଆକ୍ରାନ୍ତ
ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୯ଜଣ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ ଜିଲ୍ଳାର କରେନା ଆକ୍ରାନ୍ତଙ୍କସଂଖ୍ୟା...
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ବ୍ଲକ୍ ପାଳିଆବିନ୍ଧାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପଛପଟ ଝରକା ଭାଙ୍ଗି ଚୋରି ଉଦ୍ୟମ ହୋଇଥିବା ସୂଚନା ମିଳିଛି...
କେବଲ ସୌଦାଗର ନିତୁ ବିଶ୍ୱାଳ ଆଉ ନାହାଁନ୍ତି
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରର ସମସ୍ତଙ୍କର ପ୍ରିୟ ନିତୁ ବିଶ୍ୱାଳ ଆଉ ଏ କ୍ଷଣ ଭଙ୍ଗୁର ଇହଲୋକରେ ନାହାଁନ୍ତି । ସେ ଭଦ୍ରକ ସହରରେ ପ୍ରଥମ...
ଉଦ୍ଯାପିତ ହେଲା ଭାରତମାତାଙ୍କ ନବରାତ୍ର ପୂଜା
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଚାନ୍ଦବାଲି ରାସ୍ତାର ହଳଦିଡିହ ଛକ ଠାରେ ସ୍ଥିତ ଭାରତମାତା ମନ୍ଦିରରେ ଅନୁଷ୍ଠିତ ନବରାତ୍ର ଉତ୍ସବ ଉଦ୍ଯାପିତ ହୋଇ ଯାଇଛି ।...
ସାରସ୍ୱତ ପତ୍ରିକା ‘ଶିବାନୀ’ ଲୋକାର୍ପିତ
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ଥାନୀୟ ବାଇପାସ୍ ଜଗନ୍ନାଥ ମନ୍ଦିର ପରିସରରେ ପୂର୍ଣ୍ଣ ଚନ୍ଦ୍ର ବହଳୀଙ୍କ ସମ୍ପାଦନାରେ ପ୍ରକାଶିତ ଭିନ୍ନ ସ୍ୱାଦର ସମୃଦ୍ଧ ସାରସ୍ୱତ ପତ୍ରିକା ‘ଶିବାନୀ’...
୪୯ତମ ବିଜୟା ମିଳନ: ସାହିତ୍ୟ ଯୁଗେ ଯୁଗେ ମଣିଷ ଜୀବନରେ ଆଶାର ସଞ୍ଚାର କରିଛି
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାହିତ୍ୟ ଯୁଗେ ଯୁଗେ ଆଶାର ସଞ୍ଚାର ଲାଗି ଉଦ୍ଦିଷ୍ଟ ହୋଇଥିବାରୁ ସାହିତ୍ୟିକ ଯଥେଷ୍ଟ ଆଶାବାଦୀ ହୋଇ ରହିଥାଏ । ଜୀବନ ସହିତ...
ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସମାଜରୁ...





