Home ଜିଲ୍ଲା ପରିକ୍ରମା ଜିଲ୍ଳାରୁ ଚିହ୍ନଟ ହେଲେ ଆଉ ନୂଆ ୯ କରୋନା ଆକ୍ରାନ୍ତ

ଜିଲ୍ଳାରୁ ଚିହ୍ନଟ ହେଲେ ଆଉ ନୂଆ ୯ କରୋନା ଆକ୍ରାନ୍ତ

57

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୯ଜଣ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ ଜିଲ୍ଳାର କରେନା ଆକ୍ରାନ୍ତଙ୍କସଂଖ୍ୟା ହୋଇଛି ୬୬୪୦ । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୧ ଲକ୍ଷ ୧୯ ହଜାର ୧୬୦ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ମୋଟ ୬୨୬୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ମୋଟ ୩୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଆଜି ନୂତନ ଚିହ୍ନଟ ଆକ୍ରାନ୍ତମାନେ ହେଉଛନ୍ତି ବାସୁଦେବପୁର ବ୍ଳକର ୩ଜଣ, ଭଦ୍ରକ ବ୍ଲକର ୨ଜଣ, ଭଦ୍ରକ ପୌରପାଳିକାର ୩ଜଣ, ଭଣ୍ଡାରିପୋଖରୀ ବ୍ଳକର ଜଣେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.