Tag: Bhadrak News
ଆର୍ôଥକ ଅଭିବୃଦ୍ଧିରେ ସହାୟକ ହେବ ଜୈବିକ କୃଷି, ଆଦାନୀ ଫାଉଣ୍ଡେସେନ ପକ୍ଷରୁ ଜୈବିକ ଚାଷ...
ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଫସଲ ଉତ୍ପାଦନ କ୍ଷେତ୍ରରେ ଜୈବିକ କୃଷି ଓ ମୃତ୍ତିକା ପରିଚାଳନାର ଉନ୍ନତି ପାଇଁ ନୂତନ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ।...
ପରିତ୍ୟକ୍ତ ଅବସ୍ଥାରେ ଭଦ୍ରକ କଲେଜ ପଡ଼ିଆର ଭାଗ୍ୟ , ଜନ୍ମ ଦେଇଛି ବହୁ ଜାତୀୟସ୍ତରର...
ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ଦ୍ୱିତୀୟ ସର୍ବବୃହତ୍ତମ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆ । ସାଳନ୍ଦୀ ନଦୀର କୁଳୁକୁକଳୁ ଶଦ୍ଦ ସାଙ୍ଗକୁ ବହୁ ପୁରାତନ...
କୁମ୍ଭୀର ଭୟରେ ୬ଟି ଗାଁକୁ ଜଗିଛି ଦେଶୀଡଙ୍ଗା, ୧୦ବର୍ଷରେ କୁମ୍ଭୀର ପାଟିରେ ଯାଇଛି ୮ଜଣଙ୍କ...
ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି ନିକଟସ୍ଥ ମୁଆଁ, ଶୀତଳପୁର, ଷାଠିବାଙ୍କୁଡା, ବୋଡକ, ଦୋହରାପାଟଣା , ପାଲଟପୁର...
ବିଜୁ ପକକ୍ା ଘର କାହା ପାଇଁ !
ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଯୋଜନା କାହାକୁ ମେଂଚେ ତ କାହାକୁ କେଂଚେ । ସରକାର ଗରିବଗୁରୁବାଙ୍କ ପାଇଁ କରିଥିବା ଯୋଜନା ଯେ ବାଟବଣା ତାହାର...
ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସପର୍ପଣ ଦିବସ ପାଳିତ
ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ମହାପ୍ରୟାଣ ଦିବସକୁ ସମର୍ପଣ ଦିବସ ଭାବେ ପାଳନ କରାଯାଇଛି ।...
ବେଲଗଡ଼ିଆ ଗ୍ରାମ୍ୟ ଉନୟନ ରାସ୍ତାର ଦୁରାବସ୍ଥା , ଚୁକ୍ତିନାମା ସ୍ୱାକ୍ଷର ପରେ ବି ନିର୍ମାଣ...
ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପଟ୍ଟାପୋଲ ବଜାର ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବେଲଗଡ଼ିଆ ଭାୟା-ନୂଆପୋଖରୀ ଗ୍ରାମ୍ୟ ଉନୟନ ବିଭାଗ...
ହାଇ ସିକ୍ୟୁରିଟି ଜୋନରେ ବଡ଼ ଧରଣର ଡକାୟତି, ଏସପିଙ୍କ ବାସଭବନ ସମ୍ମୁଖ କ୍ୱାଟରରୁ ଲୁଟିନେଲେ...
ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାର ସବୁଠାରୁ ଅଧିକ ହାଇ ସିକ୍ୟୁରିଟି ଜୋନ ଭାବେ ପରିଚିତ ଗବସାହି ହାଉସିଂ ବୋର୍ଡ଼ କଲୋନୀରୁ ଗତକାଲି ରାତିରେ ଏକ ଧରଣର...
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାୟକ ବିଷ୍ଣୁ ସେଠୀଙ୍କ...
ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ସ୍ଥାପନା ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବକୁ ନେଇ ଆଜି ଭଦ୍ରକ ମେଡିକାଲ କଲେଜ...
କୃଷକଙ୍କ ପାଇଁ ଷ୍ଟାର ହେଲଥ ଆଣିଲା ନୂଆ ବୀମା ଯୋଜନା, ଡିଜିଟାଲ ସେବା ନେସନାଲ...
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଷ୍ଟାର ହେଲଥ୍ । କରୋନା ମାନବ ସଭ୍ୟତାକୁ ଜୀବନର ମୂଲ୍ୟ ସମ୍ପର୍କରେ ବହୁକିଛି...
ଆଦାନୀ ପୋର୍ଟର ତୃତୀୟ ତ୍ରୈମାସିକ ଫଳାଫଳ ପ୍ରକାଶିତ
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହାର ତୃତୀୟ ତ୍ରୈମାସିକ ଫଳାଫଳ ପ୍ରକାଶ...
ରାଜ୍ୟ ମହିଳା ଆୟୋଗଙ୍କ କ୍ୟାମ୍ପ କୋର୍ଟ : ୭୮ ମାମଲାରୁ ଉପସ୍ଥିତ ହେଲେ ୩୬
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ରାଜ୍ୟ ମହିଳା ଆୟୋଗଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାର ହେବାକୁ...
ମନ୍ତ୍ରୀଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଟିକିରିଆ ସ୍ଥିତ ସତ୍ୟମ ଶିଭମ ସୁନ୍ଦରମ ଉଚ୍ଚ ବିଦ୍ୟାଳୟରେ ଉକ୍ତ ଗ୍ରାମ ପଂଚାୟତର ସରପଂଚଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନ ଅର୍ଥରେ ଏକ...
ଉତ୍ତରାଖଣ୍ଡ ହିମସ୍ଖଳନ : ନିଖୋଜର ୪ ଦିନ ପରେ ନଗେନ୍ଦ୍ରଙ୍କ ଗ୍ରାମରେ ପୁଲିସ୍, ଦୁର୍ଘଟଣାର...
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍ତରାଖଣ୍ଡ ହିମସ୍ଖଳନ ପ୍ରାକୃତିକ ବିପର୍ଯ୍ୟୟରେ ନିଖୋଜ ଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଁଶଡା ଥାନା ଯଶୀପୁର ପଂଚାୟତ କୁଦକାନ୍ଥି ଗ୍ରାମର...
ଦୁର୍ନିତୀ ନିବାରଣ ବିଭାଗ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି, ନାଲି ଫିତା ତଳେ...
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାର ଦୁର୍ନିତୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ଗ୍ରହଣ କରୁଛନ୍ତି । ବିକାଶରେ ବାଧକ ସାଜୁଥିବା ଏପରି ପ୍ରସଙ୍ଗରେ ସରକାର ଜିରୋ...
କାଜିପୋଖରୀ ପ୍ରିମିୟର ଲିଗ, ଟିଲୋ ବିଜୟୀ
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡ଼ା ନିକଟସ୍ଥ ରାମପୁର ପଞ୍ଚାୟତ ଖେଳପଡ଼ିଆ ଠାରେ କାଜିପୋଖରୀ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣମେଣ୍ଟରେ...
ଜିଲ୍ଲା ମାଜିଷ୍ଟ୍ରେଟ ରାୟ ପରେ ପୂର୍ଣ୍ଣକାର୍ଯ୍ୟକ୍ଷମ ହେବ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଗୃହ
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ଗ୍ରାମ ପଞ୍ଚାୟତ ପୁର୍ନଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ବନ୍ତ ବ୍ଲକରେ ଥିବା ୨୨ ଗୋଟି ପଞ୍ଚାୟତକୁ ୨୫...
ସଡ଼କ ସୁରକ୍ଷା ସଚେତନତା ସଭା, ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇବା
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜିଲ୍ଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ରୋଟାରୀ କ୍ଲବ୍ ମିଡଟାଉନ ଓ ବିନାୟକ ଡିଗ୍ରୀ କଲେଜ ପକ୍ଷରୁ ଜାତୀୟ ସଡକ...
ବିଧବା ଭତ୍ତାରୁ ବଂଚିତ ଅସହାୟ ମହିଳାଙ୍କ ଧାରଣା
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଜ ସ୍ୱାମୀ ମରିବାର ବର୍ଷେ ବିତିଯାଇଥିଲେ ବି ବିଧବା ଭତ୍ତାଟିଏ ପାଇଁ ଜଣେ ଅସହାୟ ମହିଳା ବାରମ୍ବାର ବିଭାଗୀୟ ଦପ୍ତରରୁ ପ୍ରତାରିତ...
ବାଲ୍ୟ ବିବାହ ସଂକ୍ରାନ୍ତୀୟ ଟାସ୍କଫୋର୍ସ କମିଟି ବୈଠକ
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲାପାଳ ଡ. ଜ୍ଞାନ...
ମହିୟସୀ ମହିଳା ହିରଣ୍ମୟୀଙ୍କ ପରଲୋକରେ ଶୋକ
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ହସନାବାଦ ପଂଚାୟତର ବିଶିଷ୍ଟ ଶିକ୍ଷାବିତ୍ ଗାନ୍ଧିବାଦୀ ସ୍ୱର୍ଗତଃ ଆନନ୍ଦ ଚନ୍ଦ୍ର ମଲ୍ଲିକଙ୍କ ଧର୍ମପତ୍ନୀ ତଥା...




