Tag: Bhadrak News
ସାମାଜିକ ବାଛନ୍ଦ ପରିବାରର ଶୀକାର ପରିବାର ଧାରଣାରେ, ଆରଟିଆଇରେ ସୂଚନା ମାଗିବାରୁ ବାଛନ୍ଦ
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରାମରୁ ବେଆଇନ ବାଛନ୍ଦ ପ୍ରଥା ଉଛେଦ, ଏହି ପ୍ରଥାକୁ ପ୍ରୋତ୍ସାହନ ଦେଉଥିବା ଗ୍ରାମର ମୁଖୀଆଙ୍କୁ ଗିରଫ କରିବା, ଗତ ରିଲିଫ ପରିଚାଳନା...
ଅବସରପ୍ରାପ୍ତ ରେଳ କର୍ମଚାରୀ କୈଳାଶ ନାୟକଙ୍କ ପରଲୋକ
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରପାଳିକା ଚରମ୍ପା ବରାଳ ପୋଖରୀ ଅର୍ନ୍ତଗତ ନୂଆପୋଖରୀ (ୱାର୍ଡ଼ ନଂ ୩)ଗ୍ରାମ ନିବାସୀ କୌଳାଶ ନାୟକଙ୍କର ୭୨ବର୍ଷ ବୟସରେ ଆଜି...
ଭଦ୍ରକର ଟାଇପିଷ୍ଟ ଏବଂ ମୋହରିର ସଂଘର ସଭାପତିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଓକିଲ ସଂଘର ସଭାଗୃହ ପରିସରରେ ଭଦ୍ରକ ପ୍ରଫେସନାଲ ଟାଇପିଷ୍ଟ ଓ ମୋହରିର ସଂଘର ସଭାପତି ସ୍ୱର୍ଗତ ଅକ୍ଷୟ କୁମାର ନାୟକଙ୍କ...
ଉତ୍ତରାଖଣ୍ଡ ହିମସ୍ଖଳନରେ ବାଂଶଡା ଥାନା ଅଂଚଳରୁ ଜଣେ ନିଖୋଜ
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଧାମରା ଅଂଚଳର ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି । ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା...
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ କରୋନା ଯୋଦ୍ଧା ସମ୍ମାନ
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଆନୁକୂଲ୍ୟରେ ପୁରୀ ଓ ଭୁବନେଶ୍ୱରର କିଟ୍ ଓ କିସ୍ ଜଗନ୍ନାଥ ମନ୍ଦିର କମିଟି ଏବଂ ପାଟସେବା...
‘ଘାସଫୁଲ’ ପ୍ରଥମ ବର୍ଷ ସମ୍ମାନ ଉତ୍ସବ, ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି ଭଦ୍ରକ
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଭଦ୍ରକର ସର୍ବକାଳୀନ ସାରସ୍ୱତ ଅବଦାନ ରୁଦ୍ଧିମନ୍ତ କରିଛି । ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା...
ଧାନକିଣାରେ ଅନିୟମିତତା ନେଇ ବିଜେପିର ଆନ୍ଦୋଳନ ପରେ ଆଲୋଚନାକୁ ଆସିଲେ ବିଭାଗୀୟ ଅଧିକାରୀ, ବିଭିନ୍ନ...
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାନକିଣାରେ ଅନିୟମିତତା ଓ ଚାଷୀ ଶୋଷଣର ଶିକାର କ୍ଷେତ୍ରରେ ସରକାରଙ୍କ ଉଦାସୀନତା ମନୋଭାବ ଚରମ ସୀମାରେ ପହଞ୍ଚିଛି ।ସରକାରଙ୍କ ଜଟିଳ ପ୍ରକ୍ରିୟା...
ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଚିହ୍ନଟ, ପୁରୀ ଓ ଭୁବନେଶ୍ୱର କୃଷି ମିଟିଂ ଯାଇଥିବା...
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ୨ ତାରିଖ ଦିନ ସକାଳେ ଭଣ୍ଡାରିପୋଖରୀ ଥାନା ପୁଲିସ୍ ୧୬ ଂ ଜାତୀୟ ରାଜପଥର ନେରଡା ମହନ୍ତସେତୁ ଅନତି ଦୂରରେ...
ଶିଳ୍ପ ପାଇଁ ଖୋଜା ଚାଲିଛି ଜମି
ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଟେକ୍ସଟାଇଲ୍ ପାର୍କ ପାଇଁ ଜମି ଦାବି ଓ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପ୍ରାଥମିକ ପର୍ଯ୍ୟାୟରେ ଭଦ୍ରକ ବନ୍ଦ ଡାକରା...
ଆସୁଛି ଏନ୍ଏସି ନିର୍ବାଚନ, ଗାଦି ଦଖଲ ପାଇଁ ସବୁ ଦଳର ବିଚାର ବିମର୍ଷ
ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସୁଛି ପୌର ଓ ଏନ୍ଏସି ନିର୍ବାଚନ । ଏହାମଧ୍ୟରେ ଧାମରା ଏନ୍ଏସି ଘୋଷଣା ହେବା ନେଇ ଶାସକ ଦଳ ନେତା କହି...
“ଯତୀନ୍ଦ୍ର ମୋହନ ସ୍ମୃତି ତର୍ପଣ” ସ୍ମରଣିକା ଉନ୍ମୋଚିତ
ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଯତୀନ୍ଦ୍ର ମୋହନ ସ୍ମୃତି ସଂସଦ ଆନୁକୁଲ୍ୟରେ ବରିଷ୍ଠ ଅଧିବକ୍ତା ତଥା ଜାତୀୟ କବି ବାଞ୍ଝାନିଧି ମହାନ୍ତିଙ୍କର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ଯତୀନ୍ଦ୍ର...
ଗାନ୍ଧିଜୀଙ୍କର ଭଦ୍ରକକୁ ପ୍ରଥମ ଆଗମନର ଶତବାର୍ଷିକୀ ସ୍ମୃତି ବର୍ଷ ସାରା ପାଳନ ନିଷ୍ପତି
ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତିର ଜନକ ମହାତ୍ମା ଗାନ୍ଧୀ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ଭଦ୍ରକକୁ ୧୯୨୧ ମସିହା ମାର୍ଚ୍ଚ ୨୫ ତାରିଖରେ ପତ୍ନୀ...
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ସରକାର ନଗର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ...
ଆସୁଛି ଗ୍ରୀଷ୍ମ ଋତୁ, ଆଗକୁ ଉତ୍କଟ ଜଳ କଷ୍ଟ, ଅଚଳ ପଡ଼ିଛି ପୌରାଞ୍ଚଳରେ ବହୁ...
ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗକୁ ଅସୁଛି ଖରା ଦିନ । ଯେଉଁଭଳି ଭାବେ ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖା ଦେଉଛି, ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ...
ଧାମନଗର-ନୂଆପଡା ରାସ୍ତା ନିର୍ମାଣ ନିମ୍ନମାନର, ସ୍ଥାୟୀତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ;ଠିକାଦାରଙ୍କ ନାଲିଆଖି
ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର କଲେଜରୁ ଭଣ୍ଡାରିପୋଖରୀ ବ୍ଲକର କୋରିଗାଁକୁ ସଂଯୋଗ କରୁଥିବା ଧାମନଗର-ନୂଆପଡା ଗ୍ରାମ୍ୟ ଉନ୍ନୟନ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିଲା । ବର୍ଷା...
ଜିଲ୍ଲାପାଳଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ ଓ ଭୋଜନ
ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ଅଚାନକ ଅନ୍ୟ ଅଧିକାରୀଙ୍କ ସହିତ ନୂଆ ବସ୍୍ଷ୍ଟାଣ୍ଡ ନିକଟ ଦକ୍ଷିଣେଶ୍ୱରୀ କାଳୀମନ୍ଦିରକୁ ଲାଗି ରହିଥିବା...
ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ୫୩୬ଜଣ ସରକାରୀ କର୍ମଚାରୀ ନେଲେ କୋଭିଡ଼୍ ଟୀକା
ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି କୋଭିଡ଼୍ ଟୀକାକରଣ କାର୍ଯ୍ୟରେ ଭଦ୍ରକ ଜିଲ୍ଲାର ସରକାରୀ ଅଧିକାରୀ ଏବଂ କର୍ମଚାରୀ ଟୀକା ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ଡ....
ପିଲାଚୋର ସନ୍ଦେହରେ ଯୁବକକୁ ଖୁଣ୍ଟରେ ବାନ୍ଧି ମାଡ
ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଶେଷରେ...
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ପ୍ରତୀକ ଧାରଣା
ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ଫେବୃୟାରୀ ମାସ ୧୧,୧୨,୧୩ ଓ ୧୪ ତାରିଖ ଦିନ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ,ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଣ୍ଡାରୀପୋଖରୀ...
ବିଧାୟକଙ୍କ ଦ୍ୱାରା ଜଗନ୍ନାଥ କଲୋନୀ ରାସ୍ତା ପ୍ରଶସ୍ତିକରଣ ଓ ସ୍ୱରେଜ୍ ବ୍ୟବସ୍ଥାର ଶିଳାନ୍ୟାସ
ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘଦିନର ବ୍ୟବଧାନ ପରେ ଏବେ ବିଧାୟକଙ୍କ ସହଯୋଗରୁ ସହରର ପ୍ରବେଶ ପଥ ୧୩ନଂ ୱାର୍ଡ ମହତାବ ଛକ ନିକଟ ଜଗନ୍ନାଥ କଲୋନୀ...




