Home Tags Bhadrak News

Tag: Bhadrak News

ଧାମନଗରରେ ୪ ଓ କାଞ୍ଜିଆପାଳରୁ ୧ ଡ଼େଙ୍ଗୁରୋଗୀ ଚିହ୍ନଟ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଅଂଚଳରେ ଦୀର୍ଘ ୨ବର୍ଷ ହେବ କରୋନା ମହାମାରୀରେ ସାଧାରଣ ଲୋକମାନେ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଏବେ ଡ଼େଙ୍ଗୁ...

ଜାତୀୟ ରାଜପଥ ଅବରୋଧ ଡାକରା ସ୍ଥଗିତ ରହିଲା

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜବରଦଖଲ ଉଚ୍ଛେଦ ଦାବି କରି ମହାବୀର ଆଞ୍ଚଳିକ ପରିଷଦ, ବିଷ୍ଣୁପୁର, ବହୁଦରଡା ପକ୍ଷରୁ ଆସନ୍ତା କାଲି...

ମାଚ୍ୟୁରିଟି ଟଙ୍କା ପାଇଁ ସାହାରା ଇଣ୍ଡିଆ ଜମାକାରୀ ହତାଶ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାହାରା ଇଣ୍ଡିଆ ଭଦ୍ରକ ଶାଖାରେ ଟଙ୍କା ଜମା ରଖିଥିବା ଜମାକାରୀ ଏବେ ଦୁଶ୍ଚିନ୍ତା ମଧ୍ୟରେ ଅଛନ୍ତି । କାରଣ ସହସ୍ରାଧିକ ଜମାକାରୀ...

ପ୍ରସ୍ତାବିତ ମଦ ଦୋକାନ ସ୍ଥାନାନ୍ତର ନେଇ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର, ପୁନଃ ଭିସି ମାଧ୍ୟମରେ...

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏକ ପ୍ରସ୍ତାବିତ ମଦ ଦୋକାନ ସ୍ଥାନାନ୍ତର ପ୍ରତିବାଦରେ ହସନାବାଦ ଓ ଧୁଷୁରୀ ଗ୍ରାମପଞ୍ଚାୟତର ବହୁ ଲୋକ ବିଶିଷ୍ଟ କୃଷକ ନେତା...

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ତୁହାକୁ ତୁହା ବର୍ଷା ଓ ବଜ୍ରପାତ ଜନ ଜୀବନକୁ ବିପର୍ଯ୍ୟସ୍ତ କରିଥିବାବେଳେ ଆଗରପଡା ନିକଟସ୍ଥ ସୋସୋ ଗ୍ରାମର ଜଣେ ଚାଷୀର...

ଭଦ୍ରକରେ ‘ଆଇ ଲଭ୍ ଭଦ୍ରକ’ ର ଶୁଭ ଉଦ୍‌ଘାଟନ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଯୋଜନାରେ ‘ଆଇ ଲଭ୍...

ଭଦ୍ରକ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦୋତ୍ସବ ଉଦ୍‌ଯାପିତ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସହରର କୁଆଁସସ୍ଥିତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାବୃତ ସଂଘ ପକ୍ଷରୁ ଇସ୍କନ ମନ୍ଦିରରେ ୫୨୪୭ତମ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ...

ଆଦିବାସୀ ପରିବାରର ବହୁ ସଦସ୍ୟ ରାସନସାମଗ୍ରୀରୁ ବଞ୍ôଚତ

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ପଞ୍ଚାୟତ ଜୋରାଗଡିଆ ଗ୍ରାମର ବହୁ ଆଦିବାସୀ ପରିବାର ସଦସ୍ୟମାନେ ରାସନ ସାମଗ୍ରୀରୁ ବଞ୍ôଚତ ହୋଇଛନ୍ତି । ପରିବାର...

ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଓ ଆଶ୍ରମ ଅନ୍ତେବାସୀଙ୍କୁ ରନ୍ଧାଖାଦ୍ୟ ପ୍ରଦାନ

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଖଡିପଦା ପଂଚାୟତ କାଂଜିଆପାଳ ମହାପୁରୁଷ ଆଶ୍ରମ ପରିସରରେ ଓଡିଶାର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ...

ପୋଷ୍ଟାଲ ଏମ୍ପେ୍ଲାୟୀ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପେ୍ଲାୟୀଜ୍ ୟୁନିୟନ ଭଦ୍ରକ ଶାଖାର ଦ୍ୱିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଆଜି ସ୍ଥାନୀୟ ଭାଗବତ...

ମହାତ୍ମା ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଡ. ସନାତନ ମହାନ୍ତିଙ୍କ ସ୍ମୃତିସଭା

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ମହାତ୍ମା ଗାନ୍ଧୀ ବିଚାର ମଞ୍ଚ, ଭଦ୍ରକ ତରଫରୁ ସୁନାମଧନ୍ୟ ଅର୍ଥନୀତିଜ୍ଞ ଓ ସମାଜସେବୀ ପ୍ର....

ମା’ ତାରିଣୀ ଏଣ୍ଟରପ୍ରାଇଜର୍ସ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମା’ ତାରିଣୀ ଏଣ୍ଟରପ୍ରାଇଜର୍ସ ଓ ଜେନେକ୍ସ ଭିଜନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଭଦ୍ରକ ସହର ସ୍ଥିତ...

ବିଶ୍ୱ ସଂସ୍କୃତ ଦିବସ ପାଳିତ

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଖିଳୋତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଆନୁକୁଲ୍ୟରେ ଭଦ୍ରକ ଗବସାହି ସ୍ଥିତ ଦୁର୍ଗାମଣ୍ଡପ ଠାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇ ଯାଇଛି...

ନିଃସ୍ୱାର୍ଥପର ସମାଜ ସେବାର ଅନ୍ୟନାମ ରୋଟାରୀ ରୋଟାରୀ କ୍ଲବ ଭଦ୍ରକର ୫୦ତମ ଅଧିଷ୍ଠାନ ଉତ୍ସବ

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆନ୍ତର୍ଜାତୀୟ ରୋଟାରୀ ସେବା ସଂଗଠନର ରୋଟାରୀ ଡଷ୍ଟ୍ରିକ୍ଟ ୩୨୬୨ ଅନ୍ତର୍ଗତ ଭଦ୍ରକ ରୋଟାରୀ କ୍ଲବର ୫୦ତମ ଅଧିଷ୍ଠାନ ଉତ୍ସବ ଚେୟାରମ୍ୟାନ ସତ୍ୟବ୍ରତ...

ଜାତୀୟ ରାଜପଥରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅପରାହ୍ନ ୩ଟା ସମୟରେ ୧୬ ନଂ ଜାତୀୟ ରାଜପଥ ଧାମନଗର ଛକ ଓଭରବ୍ରିଜ ଉପରେ ଓଡି୦୪-ଏମ-୪୧୭୯ ନମ୍ବର ଏକ ସିମେଂଟ...

ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତିଙ୍କ ଭଦ୍ରକ ଗସ୍ତ

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଜନତା ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ସିକନ୍ଦର ଅଲି ଭଦ୍ରକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।...

କରୋନା ମଣିଷକୁ ଘରେ ସଂଗରୋଧ ରହିବି ବିପରୀତ ଢଙ୍ଗରେ କାର୍ଯ୍ୟ ସଂପାଦନା କରିବାକୁ ଶିଖାଇଲା...

0
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶ୍ୱରେ ମହାମାରୀ କରୋନା ମଣିଷକୁ ଘରେ ସଂଗରୋଧରେ ରହି କେମିତି ହାର ନମାନି ଭାଇରସ୍‌କୁ ପରାଜିତ କରିଛି, ତାହା ଇତିହାସ କହିବ...

ଚାଷୀ ମହଲରେ ଭାଳେଣି ; ହଦଗଡ ଡ୍ୟାମ୍‌ରେ ଜଳ ସଂକଟ!

0
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ହଦଗଡ ଡ୍ୟାମ୍‌ର ଜଳ ସଂକଟ । ଭଦ୍ରକ ଜିଲାରେ ଚାଷ ଜମିକୁ ଜଳସେଚନର ମୁଖ୍ୟ ଉତ୍ସରେ ଏବେ ଆବଶ୍ୟକ ମୁତାବକ ପାଣି...

ଆଜାଦ ଧୂଷୁରୀର ତୃତୀୟ ବାର୍ଷିକ ଉତ୍ସବ

0
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୯୪୨ ମସିହାର ଆଜିର ଦିନରେ ଅର୍ଥାତ ୨୮ତାରିଖ ଧାମନଗର ବ୍ଲକର ଧୂଷୁରୀ ଅଂଚଳରୁ ୨୮ଜଣ ସ୍ୱାଧିନତା ସଂଗ୍ରାମୀଙ୍କ ଦ୍ୱାରା ଧୂଷୁରୀ ମାଟିରୁ...

ଜାତିଭିତ୍ତିକ ଜନଗଣନା ଦାବି କଲା ଭଦ୍ରକ ଜିଲ୍ଲା ଯାଦବ ମହାସଭା, ଓବିସିଙ୍କୁ ୨୭ ପ୍ରତିଶତ...

0
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ବର୍ଷ ଧରି ଜାତିଭିତ୍ତିକ ଜନଗଣନା କରାଯାଇ ନାହିଁ । ଆଗାମୀ ଜନଗଣନା ଜାତି ଆଧାରରେ ହେଉ ବୋଲି ଭଦ୍ରକ ଜିଲ୍ଲା...