Home Tags Bhadrak News

Tag: Bhadrak News

ରାଜଭବନରେ ମହାମହିମ ରାଜ୍ୟପାଳଙ୍କ ସହିତ ନୈଶ୍ୟ ଭୋଜିରେ ପଣ୍ଡିତ ଦୈତ୍ୟାରି ମହାପାତ୍ର

0
ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆବାଲ୍ୟ ଶିବ ଉପାସକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗକୁ ବିଶେଷ ଅବଦାନ ପାଇଁ ଓଡ଼ିଶାର ମହାମହିମ...

ଶାନ୍ତିଦେବୀ ଥିଲେ ଶାନ୍ତିର ଯାଜୁଲ୍ୟମାନ ଉଦାହରଣ, ଶାନ୍ତିଲତା ନାୟକଙ୍କ ଦ୍ୱାଦଶାହ ସ୍ମୃତିସଭା

0
ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ସୁନାମଧନ୍ୟ ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କ ସହଧର୍ମିଣୀ ଶାନ୍ତିଲତା ନାୟକଙ୍କ ଦ୍ୱାଦଶାହ କ୍ରିୟାକର୍ମ ନିମନ୍ତେ ସ୍ମୃତିସଭା ଓ ସ୍ମରଣିକା ଉନ୍ମୋଚନ...

ଇନ୍‌ଟାକ୍‌ର ଜିଲ୍ଲାପାଳଙ୍କୁ ଦାବୀପତ୍ର

0
ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ପ୍ରାଚୀନ କୀର୍ତ୍ତିରାଜି ବିମଣ୍ଡିତ ସୋଳମପୁର ଗ୍ରାମ ଏକ ଐତିହାସିକ ଗ୍ରାମ । ଏଠାରେ ବିପର୍ଯ୍ୟସ୍ତ...

ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ପରସିଙ୍ଗା ପଂଚାୟତ ପରିଡା ସାହିକୁ ନାହିଁ ରାସ୍ତା,...

0
ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ଖଣ୍ଡିଏ ଭଲ ରାସ୍ତା ନଥିବାରୁ ରୋଗୀକୁ ଖଟିଆରେ ବୁହା ହେଉଛି । ଏହା...

ଧାମରା ବନ୍ଦରରେ ଅଘଟଣ, କନ୍‌ଭେୟର ବେଲ୍‌ଟ୍ ୱେଟ୍ ଛିଣ୍ଡି ଜଣେ ମୃତ, ଜଣେ ଆହତ

0
ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ବନ୍ଦରରେ କଣ୍ଟ୍ରାକ୍ଟର ଅଧିନରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକ ଆହତ ହୋଇଛନ୍ତି...

ଧାମନଗରରେ ପୀରବାବାଙ୍କ ୪୨ତମ ଉର୍ଷ ଉତ୍ସବ ପାଇଁ ଶାନ୍ତିକମିଟି ବୈଠକ, ଜିଲ୍ଲା ବାହାର ଭକ୍ତଙ୍କ...

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାର ପ୍ରସିଦ୍ଧ ଧାମନଗର ଠାରେ ପୀରବାବା ହଜରତ ମୁଜାହିଦେ ଇ ମିଲ୍ଳତଙ୍କ ୪୨ତମ ଉର୍ଷ ଉତ୍ସବ ଚଳିତ ମାସ ୧୦...

ଧାମନଗରର ଗୋପବନ୍ଧୁ ପୂର୍ବତନ ବିଧାୟକ ମୁରଲିଧର ଜେନାଙ୍କ ୫୫ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଓ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଧାମନଗରର ଗୋପବନ୍ଧୁ ସ୍ୱର୍ଗତ...

ଜୱାଦ ମାଡ଼ରେ ପାଚିଲା ଧାନ ଉଜୁଡ଼ିଲା, ଫସଲ ବଞ୍ଚାଇବାକୁ ଚାଷୀର ଉଦ୍ୟମ

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରକୃତିର ଆଉ ଏକ କରାଳ “ଜୱାଦ”ମାଡ଼ରେ ପାଚିଲା ଓ ଅଧାପାଚିଲା ଧାନ କ୍ଷେତ ଉଜୁଡ଼ିଗଲା ଯଦ୍ଦ୍ୱାରା ଚାଷୀମାନଙ୍କ ମୁହଁରେ ଥିବା ସରସ...

ଜିଲ୍ଲାପାଳଙ୍କ ସୂଚନା ୫-ଟିରେ ରୂପାନ୍ତରିତ ହେବ ୧୨ସ୍କୁଲ

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଆଗରପଡ଼ା ସ୍ଥିତ ସ୍ମାର୍ଟ ସ୍କୁଲ କୃଷ୍ଣଚରଣ ବିଦ୍ୟାମନ୍ଦିର ପରିସରରେ ଆଯୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଉପସ୍ଥିତ ରହି...

ଅବସରପ୍ରାପ୍ତ ସରକାରୀ ର୍କମଚାରୀ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଅବସରପ୍ରାପ୍ତ କମିସନର ଦିଗମ୍ବର ମହାନ୍ତି, ସାଧାରଣ ସଂପାଦକ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ...

ପୂର୍ବତନ ବିଧାୟକ ସ୍ୱର୍ଗତ ମୁରଲୀଧର ଜେନାଙ୍କ ୫୫ତମ ସ୍ମୃତି ସମାରୋହ

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସେବା ଓ ପ୍ରତିକ୍ଷା ମୂର୍ତ୍ତିମନ୍ତ ପ୍ରତୀକ, ପ୍ରଖ୍ୟାତ ଜନସେବକ, ସମାଜ ସଂସ୍କାରକ ଧାମନଗରର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ମୁରଲୀଧର ଜେନାଙ୍କର ୫୫ତମ ସ୍ମୃତି...

ଚାଷୀଙ୍କ ସୁନାର ଫସଲରେ ଏବେ ଲହଡି ମାରୁଛି ପାଣି, ଧାନବିଲରୁ ଜଳ ନିଷ୍କାସନ ଓ...

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାଷୀଙ୍କ ସୁନାର ଫସଲରେ ଏବେ ଲହଡି ମାରୁଛି ପାଣି । ବାତ୍ୟା ଜୱାଦର ଲଘୁଚାପ ଜନିତ ବର୍ଷାର କଷଣ ଉପରେ ଧାମରା...

ନଦୀରେ ଗାଧୋଇବାକୁ ଯାଇ ବ୍ୟକ୍ତିର ମୃତ୍ୟୁ

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବନ୍ଦାଳୋ ଗ୍ରାମର ଗ୍ରାମର ଧନେଶ୍ୱର ସାହୁ(୪୬) ଜନୈକ ବ୍ୟକ୍ତି ଆଜି ନଦୀଜଳରେ ବୁଡି...

ସଡକ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଓ ଜଣେ ଆହତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲା ବାସୁଦେବପୁରରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ...

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ରଖିଲେ ଭଦ୍ରକ ସାଂସଦ

0
ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ବନ୍ଦେ ଉତ୍କଳ ଜନନୀ’ ର ରଚୟିତା କାନ୍ତକବିଙ୍କ ନାମରେ ଡାକଟିକଟ ପ୍ରଚଳନ ଓ ଭଦ୍ରକ-ଭୁବନେଶ୍ୱର ଡିଏମ୍‌ୟୁ ଟ୍ରେନ୍‌କୁ ଆଖଣ୍ଡଳମଣି ପାସେଞ୍ଜର ନାମରେ...

ସରକାରୀ ଆଳୁ ବିହନ ଏବେ ବେସରକାରୀ ଦୋକାନରେ

0
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ /ସିଗ୍ଧା ରାୟ) - ସରକାର ଚାଷୀ ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବାବେଳେ ସେମାନଙ୍କୁ ରିହାତି ମୂଲ୍ୟରେ ବିଭିନ୍ନ ସାର, ବିହନ ଓ ଆନୁସଂଗିକ କୃଷି...

ବିପଦ ସଂକୁଳ ଅବସ୍ଥାରେ ଉପନିବନ୍ଧକ କାର୍ଯ୍ୟାଳୟ, ବର୍ଷାହେଲେ ଅଫିସ କାର୍ଯ୍ୟରେ ଡ଼ୋରି ବନ୍ଧା ହୁଏ

0
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ /ସିଗ୍ଧା ରାୟ) - କେନ୍ଦ୍ର ଠାରୁ ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ମରାମତି ଓ ପୁନଃରୁଦ୍ଧାର କରୁଥିବାବେଳେ ଧାମନଗର ଠାରେ ଥିବାର ସର୍ବପୁରାତନ ୧୯୦୩ ମସିହାରେ...

ଜଳହରି ଶନିମନ୍ଦିରରୁ ଚୋରି

0
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା ପଞ୍ଚାୟତର ଜଳହରୀ ଶନିମନ୍ଦିରରୁ ଗତକାଲି ରାତ୍ରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।...

ଯୋଜନାକୁ ୫ ବର୍ଷ ପୂରିବ, ପୋଷ୍ୟଗ୍ରାମକୁ ବିକାଶ ଛୁଇଁ ପାରିଲାନି

0
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାଂସଦ ପୋଷ୍ୟଗ୍ରାମ ଗ୍ରହଣ ଯୋଜନାକୁ ୫ ବର୍ଷ ପୁରିବ ହେଲେ ଗ୍ରାମକୁ ବିକାଶ ଛୁଇଁ ପାରିଲାନି । ଅଧୁରା ରହିଗଲା ସାଂସଦଙ୍କ...

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ୱତନ୍ତ୍ର ଅଧିବେଶନ

0
ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସ୍ୱତନ୍ତ୍ର ଅଧିବେଶନ ସଂଘର ସମ୍ମିଳନୀ କକ୍ଷରେ ଦିଗମ୍ବର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି...