Tag: Bhadrak News
ୱାର୍ଡମେମ୍ବରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଦେବଦତ୍ତ ପଟ୍ଟନାୟକ ଆଗରପଡା ଥାନା ରାଉତରାଗଡିଆ ୱାର୍ଡମେମ୍ବର ଚିନ୍ତାମଣି ପାଳଙ୍କୁ ମରଣାନ୍ତକ ଆକ୍ରମଣ ଓ...
ଆଦାନୀ ଫାଉଣ୍ଡେସନ ପକ୍ଷରୁ ପୋଷଣ ମାସ ପାଳିତ
ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିହୀନତା ଓ ରକ୍ତହୀନତା ରୋଗର ଶିକାର ହେବାରୁ ରକ୍ଷାକରିବା ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ପୋଷଣମାସ...
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ, ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢ଼ୁଆଳରେ ଅବହେଳିତ ଶହୀଦସ୍ମୃତି ସ୍ତମ୍ଭ...
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶେଷ ସ୍ୱାଧିନ ଓଡ଼ିଆ ସମ୍ରାଟ ମୁକୁନ୍ଦ ଦେବଙ୍କ ବ୍ୱୀରତ୍ୱ କାହାଣୀର ଗାଥା ବହନ କରୁଥିବା ଧାମନଗର ବ୍ଲକର ଗୋହିରାଟିକିରି ଆଜି ମଧ୍ୟ...
ନିରଞ୍ଜନ ବାରିକ ପାଇଲେ ‘ପ୍ରକୃତିବନ୍ଧୁ’ ସମ୍ମାନ
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୃଷ୍ଟିରୁ ଆରମ୍ଭରୁ ପ୍ରକୃତି ପୂଜାକୁ ପ୍ରାଧାନ୍ୟ ଦିଆଯାଇଛି । ଶିକ୍ଷା ଅଧ୍ୟୟନ ସହିତ ପ୍ରକୃତିକୁ ସୁନ୍ଦରଶାଳୀ କରିବା ନିମନ୍ତେ ବୃକ୍ଷରୋପଣର ଆବଶ୍ୟକତା...
ବୈତରଣୀ ନଦୀରୁ ଉଦ୍ଧାର ହେଲା ୨ ପ୍ରାଚୀନ ବୁଦ୍ଧପ୍ରତିମା
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ମୁଢ଼ାପଦା ମୌଜା ବୈତରଣୀ ନଦୀକୂଳରୁ ଦୁଇଟି ପ୍ରାଚୀନ ବୁଦ୍ଧ ପ୍ରତିମା ଉଦ୍ଧାର...
ବିଭିନ୍ନ ଦାବି ନେଇ ଆଶାକର୍ମୀ ରାଜରାସ୍ତାରେ
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ମେଡିକାଲରେ କାର୍ଯ୍ୟରତ ଆଶାକର୍ମୀମାନେ ରାଜ୍ୟ ସଙ୍ଗଠନର ଆହ୍ୱାନରେ ବିଭିନ୍ନ ଦାବି ନେଇ ଆଜି ବନ୍ଦ ପାଳନ ସମୟରେ...
ନାବାଳିକାର ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଅଞ୍ଚଳର ସତ୍ୟରଞ୍ଜନ ସାହୁକୁ ପୁଲିସ ଜନୈକ ନାବାଳିକା ଫଟୋ ଭାଇରାଲ କରିବା ଅଭିଯୋଗରେ...
ବେଆଇନ ଗୋରୁଗାଡି ଜବତ
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ନିକଟରେ ଯାଜପୁର ଜିଳ୍ଲା ସାହାପୁରରୁ ବେଆଇନ ଗୋରୁ...
ଘୁଷୁରୀକୁ ଝାମ୍ପିନେଲା କୁମ୍ଭୀର, ଆତଙ୍କିତ ନଇକୂଳିଆ ବାସୀ
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାତ୍ୟା ଗୁଲାବ ପ୍ରଭାବରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଧାମରା ମୁହାଣ ନିକଟ ସମୁଦ୍ର ଅଶାନ୍ତ ରହିବା ଫଳରେ ଏହି...
ନଦୀବନ୍ଧ ଫାଟ ସ୍ଥଳରେ ବିଭାଗୀୟ ଅଧିକାରୀ ପହଂଚିଲେ
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଂଚାୟତର ରାମେଶ୍ୱରପୁର ଗ୍ରାମ ନିକଟସ୍ଥ ମଳିକସାହି ଠାରେ ଗତକାଲି ସକାଳେ ଗେଙ୍ଗୁଟିନଦୀବନ୍ଧରେ ପ୍ରାୟ ୧୦୦ଫୁଟ ଏକ...
୩ ଦିବ୍ୟାଙ୍ଗ ଛୁଆଁଙ୍କୁ ନେଇ ବଳିପଡୁଛି ବାପା-ମା’ଙ୍କ ଦୁଃଖ, ଚିକିତ୍ସାରେ ଅର୍ଥ ସାଜୁଛି ବାଧକ
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଥିଲା, ଯାହା ଦେଖଣାହାରୀଙ୍କ ହୃଦୟକୁ ଦ୍ରବୀଭୂତ କରିଥିଲା...
୪ଶ୍ରମ କୋର୍ଡ, ୩ କୃଷି କଳାଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଭାରତ ବନ୍ଦ...
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଭଦ୍ରକରେ ସଫଳ ହୋଇଛି । ଏହି ବନ୍ଦକୁ...
ଧର୍ମ ପରାୟଣା ମହିଳା ତଥା ବିଶିଷ୍ଟ ସମାଜସେବିକା କିରଣବାଳାଙ୍କ ଷଷ୍ଠ ସ୍ମୃତି ସମାରୋହ
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ଜଣେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ତଥା ସମାଜସେବୀ ଘରର ବୋହୂ ହୋଇ ଦିନ ଦରିଦ୍ର ଲୋକଙ୍କ ସେବାକରିବା...
ଗୁଆମାଳ ଗଣ୍ଡପଡାରେ ଭାରପ୍ରାପ୍ତ ମହିଳା ଆରଆଇଙ୍କୁ ଆକ୍ରମଣ ଓ ଅଟକ ଘଟଣା, ଅଭିଯୁକ୍ତଙ୍କୁ ଗିରଫ...
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ତହସିଲ ଦୋଳସାହି ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ (ଆର ଆଇ )ଇତିଶ୍ରୀ ଖଟୁଆଙ୍କୁ ମରଣାନ୍ତକ ଆକ୍ରମଣ ଓ ଦୀର୍ଘସମୟ...
ଧାମନଗରରେ ଅସ୍ଥାୟୀ ତହସିଲଦାର କ୍ଷୀରୋଦ ପଣ୍ଡାଙ୍କ କାର୍ଯ୍ୟଭାର ଗ୍ରହଣ
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାପାଳଙ୍କ ଚିଠି ନଂ ୮୧୬୭ ତା ୨୧/୯/୨୦୨୧ ମୂଳେ ଧାମନଗରର ଆଇ/ସି ତହସିଲଦାର ଭାବେ କ୍ଷୀରୋଦ କୁମାର ପଣ୍ଡା ଦାୟିତ୍ୱ...
ଧାମନଗର ମହାବିଦ୍ୟାଳୟରେ ରକ୍ତଦାନ ଶିବିରରେ ୩୦ୟୁନିଟ୍ ରକ୍ତ ସଂଗ୍ରହ
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଧାମନଗର ମହାବିଦ୍ୟାଳୟ ପରିସରରେ ଏନ୍ଏସ୍ଏସ୍ ଦିବସ ପାଳନ ଅବସରରେ ଜାତୀୟ ସେବା...
ନିର୍ବାଚନ ସମୟରେ ନେତାଙ୍କ ମନେପଡ଼େ ଆପ୍ତିରାଷଡ଼ଙ୍ଗୀ ସାହି, ସ୍ୱାଧିନତାର ୭୫ବର୍ଷ ପରେ ବି ନିର୍ମାଣ...
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ମୌଳିକ ସୁବିଧା ପାଇଁ...
ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଦନ୍ତ ଚିକିତ୍ସା ସେବା ଠିକ୍ ଭାବେ ପାଇପାରୁନାହାନ୍ତି ରୋଗୀ
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଚେଷ୍ଟିତ ହେଉଥିବା ବେଳେ ସେବା ଯୋଗାଇ...
ଧାମନଗର ପ୍ରେସ କ୍ଳବ ପକ୍ଷରୁ ଦିବଂଗତ ସାମ୍ବାଦିକଙ୍କ ବିୟୋଗରେ ସ୍ମୃତିସଭା
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ପ୍ରେସ୍କ୍ଲବ ପକ୍ଷରୁ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟା, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖିକା ତଥା ଦୈନିକ...
ସମାଜସେବିକା ପ୍ରୀତିରେଖା ରାୟଙ୍କ ପରଲୋକ
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅପରାହ୍ନ ପ୍ରାୟ ୪.୩୦ ମିନିଟ୍ ସମୟରେ ଭଦ୍ରକର ବିଶିଷ୍ଟ ଅଧିବକ୍ତା ତଥା ସମାଜସେବୀ ସ୍ୱର୍ଗତଃ ଗୋଲକ ରାୟଙ୍କ କନିଷ୍ଠ ପୁତ୍ରବଧୂଙ୍କର...
























