Home ଜିଲ୍ଲା ପରିକ୍ରମା ବେଆଇନ ଗୋରୁଗାଡି ଜବତ

ବେଆଇନ ଗୋରୁଗାଡି ଜବତ

111

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ନିକଟରେ ଯାଜପୁର ଜିଳ୍ଲା ସାହାପୁରରୁ ବେଆଇନ ଗୋରୁ ପରିବହନ କରି କଲିକତା ଯାଉଥିବା ଟ୍ରକକୁ ଭଣ୍ଡାରିପୋଖରୀ ପୁଲିସ ଗତକାଲି ବିଳମ୍ବିତ ରାତି ସମୟରେ ଜବତ କରି ଚାଳକ ଓ ମାଲିକଙ୍କୁ ଗିରଫ କରିଥିବା ଜଣାଯାଇଛି । ଏଥିନେଇ ଥାନାରେ ୨୯୬/୨୧ନଂ ମାମଲା ଋଜୁ କରାଯିବା ସହ ଜବତ ୪୪ ଗୋରୁଙ୍କୁ ମଇତାପୁର ଗୋଶାଳାରେ ଛଡାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.