Home ଜିଲ୍ଲା ପରିକ୍ରମା ନାବାଳିକାର ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

ନାବାଳିକାର ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

76

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଅଞ୍ଚଳର ସତ୍ୟରଞ୍ଜନ ସାହୁକୁ ପୁଲିସ ଜନୈକ ନାବାଳିକା ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିôବା ଜଣାଯାଇଛି । ପ୍ରାୟ ବର୍ଷକ ପୂର୍ବେ ଜନୈକ ନାବାଳିକାର ଫଟୋକୁ ମୋବାଇଲ ଯୋଗେ ନିଜର ସାଙ୍ଗସାଥି ଓ ଅନ୍ୟମାନଙ୍କ ମୋବାଇଲକୁ ପଠାଇବା ଅଭିଯୋଗ ସଂପୃକ୍ତ ନାବାଳିକାର ବାପା ଥାନାରେ ଅଭିଯୋଗ କରିଥିଲେ । ଘଟଣା ପର ଠାରୁ ଅଭିଯୁକ୍ତ ସତ୍ୟରଞ୍ଜନ ସାହୁ ଗୋଆରେ ରହୁଥିଲା । ଅଭିଯୁକ୍ତ ଘରକୁ ଆସିବା ଖବର ପାଇ ପୁଲିସ ପୁଲିସ ୨୯୫/୨୧ ନଂ ମାମଲା ଋଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.