Home Tags Bhadrak News

Tag: Bhadrak News

ସଡକ ଦୁର୍ଘଟଣାରେ ଜଣେ ବଙ୍ଗୀୟ ଯୁବକ ମୃତ, ୫ ଆହତ; ଜଗାଦର୍ଶନ ନୋହିଲା

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଘରୁ ବାହାରିଥିଲେ । ଆଉ କିଛି ଘଣ୍ଟା ପରେ ପରୀରେ ପହଞ୍ôଚ ମନବାଞ୍ଛା...

ଖଦାଳପୋଖରୀ ଗ୍ରାମପଞ୍ଚାୟତରେ ନୂତନ ସେବା ସମବାୟ ସମିତି ଖୋଲିବା ନେଇ ଭଦ୍ରକ ଏଆରସିଏସ୍‌ଙ୍କ ଚଞ୍ଚକତା...

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଖଦାଳପୋଖରୀ ଗ୍ରାମ ପଞ୍ଚାୟତରେ ଏକ ନୂତନ ସେବା ସମବାୟ ସମିତି ଖୋଲିବା ନେଇ ରାଜ୍ୟ...

ବିଳମ୍ବିତ ରାତିରେ ଆରଡି ମେଡିକାଲରୁ ବଡ ଧରଣର ଚୋରି , ଲୁଟିନେଲେ ଏସି, କମ୍ପ୍ୟୁଟର...

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ବିମ୍ବଳିତ ରାତିରେ ଆରଡି ମେଡିକାଲରେ ବଡଧରଣର ଚୋରି ହୋଇଥିବା ଆଜି ସକାଳେ ମେଡିକାଲର କିଛି ଷ୍ଟାଫ ଜାଣିବା ପରେ ଆରଡି...

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ବୈଠକ

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟ ନାୟକଙ୍କ ଆବାହନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।...

ପାରିବାରିକ ସମସ୍ୟାର ସଫଳ ସମାଧାନ

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଭଦ୍ରକ ସମ୍ମୁଖ କାର୍ଯ୍ୟାଳୟରେ ଗୋଟିଏ ପାରିବାରିକ ସମସ୍ୟାର ସଫଳ ସମାଧାନ ହୋଇପାରିଛି । ଦରଖାସ୍ତକାରିଣୀ ମାମୁନୀ...

ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ପାଳିତ

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତି ବର୍ଷ ଭଳି ଏପ୍ରିଲ ମାସ ଶେଷ ଶନିବାରକୁ ବିଶ୍ୱପ୍ରାଣୀ ଚିକିସାôା ସଂଘ ଦ୍ୱାରା ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଭାବେ...

ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ସବୁଠୁ ବଡ଼ ମାଧ୍ୟମ, ଅକ୍ଷୟ ତୃତୀୟା ଉପଲକ୍ଷେ...

0
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ଭଦ୍ରକ ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିରାକରଣ...

ଦେଶୀ ଚୋରା ମଦ ଜବତ, ୩ ଗିରଫ

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪୬ ଲିଟର ଦେଶୀ ଚୋରା ମଦ ଜବତ...

ଗୋରୁଗାଡି ଜବତ କଲେ ଟୋଲଗେଟ କର୍ମଚାରୀ

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଟୋଲଗେଟରୁ ବେଆଇନ ଗୋରୁଗାଡିକୁ ଟୋଲଗେଟ କର୍ମଚାରୀମାନେ ଆଜି...

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ସଂପାନ

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଳବାୟୁ ପରିବର୍ତ୍ତନର କୁପ୍ରଭାବ କେବଳ ଜାତୀୟ କିମ୍ବା ଆନ୍ତର୍ଜାତୀୟ ସମସ୍ୟା ନୁହେଁ, ଏହା ସାରା ବିଶ୍ୱର ମାନବ ଜାତି ପ୍ରତି ବିପଦ...

ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରୀଷ୍ମ ଅବକାଶରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏସ୍‌ଇବିସି ସର୍ଭେ ଓ ଆଇଏଫ୍‌ଏ ଟାବ୍‌ଲେଟ ବଣ୍ଟନ କାର୍ଯ୍ୟକୁ ବିରୋଧ କରି ଭଦ୍ରକ ଜିଲ୍ଲା ପ୍ରାଥମିକ...

ବ୍ରହ୍ମାକୁମାରୀ ଭଦ୍ରକ ଆନୁକୁଲ୍ୟରେ ପ୍ରଶାସନ ସେବା ଅଭିଯାନ

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଦ୍ରକ ଆନୁକୁଲ୍ୟରେ ଏକ ପ୍ରଶାସନିକ ସେବା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ ରିଜର୍ଭ ପୋଲିସ ପରିସର ଓ...

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଏବିଭିପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାରେ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଶିକ୍ଷା, ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ...

ଆଇନଜୀବୀ ଦିବସରେ ଉତ୍କଳ ଗୌରବଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି

0
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଶହୀଦ୍ ସ୍ମୃତି ଭବନ (ଟାଉନ ହଲ୍‌) ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ ‘ଆଇନଜୀବୀ...

ପାଟୁଳି ପଞ୍ଚାୟତରେ ବୁଥ୍ ଓ ଅର୍ଗାନାଇଜିଂ ବୈଠକ

0
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ଥିତ ପାଟୁଳି ପଞ୍ଚାୟତରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ପରାମର୍ଶ କ୍ରମେ ବୁଥ୍ ମିଟିଂ ଓ...

ସମଲିଙ୍ଗି ବିବାହ ବିରୋଧରେ ରାଷ୍ଟ୍ରପତିଙ୍କୁ ଜ୍ଞାପନ

0
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନାରୀ ସମାଜ ତରଫରୁ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟର ସମଲିଙ୍ଗି ବିବାହ ବିଷୟକୁ ନେଇ ତତ୍ପରତା ବିରୋଧରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ...

ଘରର ଏକମାତ୍ର ରୋଜଗାରିଆ ଏବେ ରୋଗାଗ୍ରସ୍ତ, ବାପାଙ୍କ ଚିକିତ୍ସା ପାଇଁ ପୁଅ ହାତରେ ଭିକ୍ଷା...

0
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଅ ଓ ଝିଅର ଭବିଷ୍ୟତ ପାଇଁ ରୋଜଗାର କରୁଥିବା ବାପା ଏବେ ରୋଗଗ୍ରସ୍ତ । ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷା ଥାଳ...

ବକ୍ରପାଦ ଶିଶୁଙ୍କ ପ୍ରି-ସ୍କ୍ରିନିଂ କ୍ୟାମ୍ପ

0
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା ପ୍ରଶାସନ (ସାମାଜିକ ସୁରକ୍ଷା ବିଭାଗ) ପକ୍ଷରୁ ବକ୍ରପାଦ ଶିଶୁଙ୍କ ପ୍ରି-ସର୍ଜରୀ ସ୍କ୍ରିନିଂ କ୍ୟାମ୍ପ ସ୍ଥାନୀୟ ଟାଉନ୍‌ହଲ ଠାରେ ଅନୁଷ୍ଠିତ ହୋଇଯାଇଛି...

ବିଜେପି ଏମ୍‌ପିଙ୍କୁ ଗିରଫ ଦାବିରେ ପ୍ରତିବାଦ ସଭା

0
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେପି ଏମ୍‌ପି ବ୍ରିଜ୍ ଭୂଷଣ ସରନ ସିଂ ଙ୍କୁ ଗିରଫ କରିବା ପାଇଁ ମହିଳା ସମିତି , ସିଆଇଟିୟୁ ଓ କୃଷକ...

ମନ୍ଦିରର ପୁନରୁଦ୍ଧାର ପାଇଁ ସାଂସଦ ମନ୍ତ୍ରୀଙ୍କୁ ଲେଖିଲେ ଚିଠି

0
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପାଳିଅ।।ବିନ୍ଧା ପଞ୍ଚାୟତ ପାଳିଆବିନ୍ଧା ସ୍ଥିତ ଐତିହାସିିକ ବିରଞ୍ôଚନାରାୟଣ ମନ୍ଦିର ବଜ୍ରପାତରେ ଫାଟି ପଥର ଖସିଥିଲା ।...