Tag: Bhadrak News
ବ୍ରହ୍ମାକୁମାରୀ ଭଦ୍ରକ ଆନୁକୁଲ୍ୟରେ ପ୍ରଶାସନ ସେବା ଅଭିଯାନ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଦ୍ରକ ଆନୁକୁଲ୍ୟରେ ଏକ ପ୍ରଶାସନିକ ସେବା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ ରିଜର୍ଭ ପୋଲିସ ପରିସର ଓ...
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଏବିଭିପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାରେ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଶିକ୍ଷା, ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ...
ଆଇନଜୀବୀ ଦିବସରେ ଉତ୍କଳ ଗୌରବଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଶହୀଦ୍ ସ୍ମୃତି ଭବନ (ଟାଉନ ହଲ୍) ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ ‘ଆଇନଜୀବୀ...
ପାଟୁଳି ପଞ୍ଚାୟତରେ ବୁଥ୍ ଓ ଅର୍ଗାନାଇଜିଂ ବୈଠକ
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ଥିତ ପାଟୁଳି ପଞ୍ଚାୟତରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ପରାମର୍ଶ କ୍ରମେ ବୁଥ୍ ମିଟିଂ ଓ...
ସମଲିଙ୍ଗି ବିବାହ ବିରୋଧରେ ରାଷ୍ଟ୍ରପତିଙ୍କୁ ଜ୍ଞାପନ
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନାରୀ ସମାଜ ତରଫରୁ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟର ସମଲିଙ୍ଗି ବିବାହ ବିଷୟକୁ ନେଇ ତତ୍ପରତା ବିରୋଧରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ...
ଘରର ଏକମାତ୍ର ରୋଜଗାରିଆ ଏବେ ରୋଗାଗ୍ରସ୍ତ, ବାପାଙ୍କ ଚିକିତ୍ସା ପାଇଁ ପୁଅ ହାତରେ ଭିକ୍ଷା...
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଅ ଓ ଝିଅର ଭବିଷ୍ୟତ ପାଇଁ ରୋଜଗାର କରୁଥିବା ବାପା ଏବେ ରୋଗଗ୍ରସ୍ତ । ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷା ଥାଳ...
ବକ୍ରପାଦ ଶିଶୁଙ୍କ ପ୍ରି-ସ୍କ୍ରିନିଂ କ୍ୟାମ୍ପ
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା ପ୍ରଶାସନ (ସାମାଜିକ ସୁରକ୍ଷା ବିଭାଗ) ପକ୍ଷରୁ ବକ୍ରପାଦ ଶିଶୁଙ୍କ ପ୍ରି-ସର୍ଜରୀ ସ୍କ୍ରିନିଂ କ୍ୟାମ୍ପ ସ୍ଥାନୀୟ ଟାଉନ୍ହଲ ଠାରେ ଅନୁଷ୍ଠିତ ହୋଇଯାଇଛି...
ବିଜେପି ଏମ୍ପିଙ୍କୁ ଗିରଫ ଦାବିରେ ପ୍ରତିବାଦ ସଭା
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେପି ଏମ୍ପି ବ୍ରିଜ୍ ଭୂଷଣ ସରନ ସିଂ ଙ୍କୁ ଗିରଫ କରିବା ପାଇଁ ମହିଳା ସମିତି , ସିଆଇଟିୟୁ ଓ କୃଷକ...
ମନ୍ଦିରର ପୁନରୁଦ୍ଧାର ପାଇଁ ସାଂସଦ ମନ୍ତ୍ରୀଙ୍କୁ ଲେଖିଲେ ଚିଠି
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପାଳିଅ।।ବିନ୍ଧା ପଞ୍ଚାୟତ ପାଳିଆବିନ୍ଧା ସ୍ଥିତ ଐତିହାସିିକ ବିରଞ୍ôଚନାରାୟଣ ମନ୍ଦିର ବଜ୍ରପାତରେ ଫାଟି ପଥର ଖସିଥିଲା ।...
ମଝି ରାସ୍ତାରୁ ଚଉଁରା ଉଠାଇବାକୁ ଦାବି ପ୍ରସଂଗ, ପ୍ରଶାସନର ଅବହେଳା ପାଇଁ ହୋଇପାରୁନି ଉଚ୍ଛେଦ
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ସାନ୍ତରାପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ମଝି ରାସ୍ତାରେ ଥିବା ପୁରୁଣା ଚଉଁରା ପ୍ରଶାସନ ଅବହେଳାରୁ ଉଚ୍ଛେଦ...
ଅଗ୍ନିବିପନ୍ନଙ୍କୁ ଡାକ୍ତରଙ୍କ ସହାୟତା
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ କଷଟି ଗ୍ରାମରେ ବଜ୍ରପାତ ଘଟିଯାଇଥିବା ଅଗ୍ନିକାଣ୍ଡରେ ଅଗ୍ନିବିପନ୍ନ ପରିବାରଙ୍କୁ ଯୁବ ସମାଜସେବୀ...
ଚାରିତରଫ ସେବା ସମବାୟ ସମିତି ପକ୍ଷରୁ ମୃତ ଚାଷୀଙ୍କୁ ବୀମା ରାଶି ପ୍ରଦାନ, ସେବା...
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଚାରିତରଫ ସେବା ସମବାୟ ସମିତି ପକ୍ଷରୁ ମୃତ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାଯାଇଛି...
ଶ୍ରମିକ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଏମ୍ଏସ୍ ଦେଲା ୪ ଦଫା ଦାବିପତ୍ର, ଆପୋଲୋ...
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିହାରର ପାଟ୍ନା ଠାରେ ଗତ ୭ରୁ ୯ ତାରିଖ ଅନୁଷ୍ଠିତ ଭାରତୀୟ ମଜଦୁର ସଂଘର ବିଂଶତମ ତ୍ରୟବାର୍ଷିକ ଅଧିବେଶନରେ ଉପସ୍ଥାପିତ ହୋଇଥିବା...
ଭାରତୀୟ ଚିକିତ୍ସକ ସଂଘ ଭଦ୍ରକ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଏବଂ ଶପଥ ଗ୍ରହଣ
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ୨୩-୨୪ ବର୍ଷ ପାଇଁ ଭାରତୀୟ ଚିକିତ୍ସକ ସଂଘ, ଭଦ୍ରକ ଶାଖାର ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ ହୋଟେଲ ଓରିଅନ୍...
ଜିଲା ପ୍ରଶାସନର ଅବ୍ୟବସ୍ଥା, ୧୦ ବର୍ଷ ଧରି ଗୋଟିଏ ଅଫିସ୍ରେ ଗାଦି ମାଡି ବସିଛନ୍ତି...
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ କର୍ମଚାରୀମାନେ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଅଛନ୍ତି । ଫଳରେ ଜିଲାର ପ୍ରଶାସନିକ...
ସମ୍ବଲପୁରରେ ହିନ୍ଦୁ ସମାଜ ଉପରେ ଆକ୍ରମଣକୁ ନିନ୍ଦା କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ...
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମ୍ବଲପୁରରେ ଗତ ୧୪ ତାରିଖ ହନୁମାନ ଜୟନ୍ତୀ ଅବସରରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ଓ ହିଂସାକାଣ୍ଡରେ ଜଣେ...
ବଜ୍ରପାତରେ ଐତିହାସିକ ବିରଞ୍ôଚ ନାରାୟଣମନ୍ଦିର ପଥର ଖସିବା ପ୍ରସଂଗ, କ୍ଷେତ୍ର ଅନୁଧ୍ୟାନ କଲେ ପୂର୍ବତନ...
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧିନ ପାଳିଆ ଗ୍ରାମରେ ଥିବା ଐତିହାସିକ ବିରଞ୍ôଚ ନାରାୟଣ ମନ୍ଦିରରେ ବଜ୍ରପାତ ଘଟି...
କଷଟି ଅଗ୍ନି ବିପନ୍ନ ପରିବାରଙ୍କୁ ପୂର୍ବତନ ବିଧାୟକ ଓ ଜିଲାପରିଷଦ ସଭ୍ୟାଙ୍କ ସହାୟତା
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ କଷଟି ଗ୍ରାମରେ ଗତ ୨୩ ତାରିଖରେ ବଜ୍ରପାତରୁ ଅଗ୍ନିକାଣ୍ଡ ଘଟି ୬ଟି...
ପାନ ଦୋକାନୀଙ୍କୁ ଆକ୍ରମଣ ଅଭିଯୋଗ, ଜଣେ ଗିରଫ
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଥାନା ଅଧିନ ପାଳିଆ ବଜାରରେ ଥିବା ପାନଦୋକାନୀ ଉତ୍ତମ କୁମାର ପାତ୍ର ଏବଂ ତାଙ୍କ ପୁଅ ଅମରେନ୍ଦ୍ର...
କେନ୍ଦ୍ରଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେପି ପକ୍ଷରୁ ସ୍କାରକପତ୍ର ପ୍ରଦାନ, ଆଖୁଆପଦାରେ ବ୍ୟାରେଜ ନିର୍ମାଣ...
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀର ଆଖୁଆପଦା ବ୍ୟାରେଜ ନିର୍ମାଣ ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସ୍ମାରକପତ୍ର...























