Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ, ୮ ମୃତ – ଜାଣନ୍ତୁ...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ, ୮ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ –

179

ଭୁବନେଶ୍ୱର ୧୫-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୮୬୫୦ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୧୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତକାଲି ସୁସ୍ଥ ହୋଇଥିଲେ ୩୩୮୨ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୨୫୧୬୪୫୭। ମୋଟ ଆକ୍ରାନ୍ତ ୧୫୮୬୫୦ କୁ ବୃଦ୍ଧିପାଇଥିବା ବେଳେ ମୋଟ ସୁସ୍ଥ ହେଲେଣି ୧୨୨୦୨୪ ଜଣ। ଏବେ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୩୫୯୨୮ ଜଣ।

ପୁଣି କରୋନା ନେଇଛି ୮ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୪୫ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବୌଦ୍ଦ ଜିଲ୍ଲାରୁ ଜଣେ,
କଟକ ଜିଲ୍ଲାରୁ ୩ ଜଣ,
କନ୍ଧମାଳ ଜିଲ୍ଲାରୁ ଜଣେ,
ରାୟଗଡ଼ା ଜିଲ୍ଲାରୁ ଜଣେ,
ସମ୍ବଲପୁର ଜିଲ୍ଲାରୁ ଜଣେ,
ସୋନପୁର ଜିଲ୍ଲାରୁ ଜଣେ,

ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୮ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ବୌଦ୍ଧ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କା ମହିଳା।

୨- କଟକ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ପୁରୁଷ ଯିଏ ମଧୁମେହ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।

୩- କଟକ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୪- କଟକ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୫- କନ୍ଧମାଳ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୬- ରାୟଗଡା ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।

୭- ସମ୍ବଲପୁର ଜିଲ୍ଲାର ୫୧ ବର୍ଷ ବୟସ୍କ ପୁରୁଷ।

୮- ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୩୯

୨- ବାଲେଶ୍ୱର ଜିଲ୍ଲାରୁ –  ୧୫୬

୩- ବରଗଡ଼ ଜିଲ୍ଲାରୁ –  ୧୫୭

୪- ଭଦ୍ରକ ଜିଲ୍ଲାରୁ –  ୧୪୩

୫- ବଲାଙ୍ଗୀର ଜିଲ୍ଲାରୁ –  ୩୯

୬- ବୌଦ୍ଦ ଜିଲ୍ଲାରୁ –  ୩୦

୭- କଟକ ଜିଲ୍ଲାରୁ –  ୩୫୭

୮- ଦେବଗଡ଼ ଜିଲ୍ଲାରୁ –  ୧୫

୯- ଢେଙ୍କାନାଳ ଜିଲ୍ଲାରୁ –  ୬୮

୧୦- ଗଜପତି ଜିଲ୍ଲାରୁ –  ୯

୧୧- ଗଞ୍ଜାମ ଜିଲ୍ଲାରୁ –  ୪୬

୧୨- ଜଗତସିଂହପୁର ଜିଲ୍ଲାରୁ –  ୯୫

୧୩- ଯାଜପୁର ଜିଲ୍ଲାରୁ –  ୧୧୬

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୯୧

୧୫- କଳାହାଣ୍ଡି ଜିଲ୍ଲାରୁ –  ୭୯

୧୬- କନ୍ଧମାଳ ଜିଲ୍ଲାରୁ –  ୯୫

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୫

୧୮- କେନ୍ଦୁଝର ଜିଲ୍ଲାରୁ –  ୫୬

୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୧୭

୨୦- କୋରାପୁଟ ଜିଲ୍ଲାରୁ –  ୯୫

୨୧- ମାଲକାନଗିରି : ୩୩

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୩୭

୨୩- ନବରଙ୍ଗପୁର ଜିଲ୍ଲାରେ: ୯୦

୨୪- ନୟାଗଡ଼ ଜିଲ୍ଲାରୁ –  ୩୮

୨୫- ନୂଆପଡ଼ା ଜିଲ୍ଲାରୁ –  ୯୦

୨୬- ପୁରୀ ଜିଲ୍ଲାରୁ –  ୨୪୬

୨୭- ରାୟଗଡ଼ା ଜିଲ୍ଲାରୁ –  ୭୯

୨୮- ସମ୍ବଲପୁର ଜିଲ୍ଲାରୁ –  ୧୨୭

୨୯- ସୋନପୁର ଜିଲ୍ଲାରୁ –  ୯୯

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୮୪

୩୧- State Pool: ୩୪୪

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲା ରେ ୨, ୦୪୯ [+୩୯] ଜଣ ସଂକ୍ରମିତ ହୋଇଥିବା ବେଳେ ୮୯୬ [+୩୯] ଜଣ ସକ୍ରୀୟ ଅଛନ୍ତି। ୧, ୧୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୫, ୪୬୦ [+୧୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୧୯ [+୧୫୬] ଜଣ ସକ୍ରୀୟ ଅଛନ୍ତି। ୪, ୨୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୪, ୫୭୫ [+୧୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୭୫ [+୧୫୭] ଜଣ ସକ୍ରୀୟ ଅଛନ୍ତି। ୨, ୯୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୪, ୦୮୩ [+୧୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୭୯୧ [+୧୪୩] ଜଣ ସକ୍ରୀୟ ଅଛନ୍ତି। ୩, ୨୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୩, ୧୦୫ [+୩୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୪୪ [+୩୯] ଜଣ ସକ୍ରୀୟ ଅଛନ୍ତି। ୨, ୦୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲା ରେ ୧, ୧୪୨ [+୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬୩ [+୨୯] ଜଣ ସକ୍ରୀୟ ଅଛନ୍ତି। ୭୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲା ରେ ୧୩, ୭୩୯ [+୩୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୬୨୭ [+୩୫୪] ଜଣ ସକ୍ରୀୟ ଅଛନ୍ତି। ୧୦, ୦୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୪ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲା ରେ ୪୨୨ [+୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୯ [+୧୫] ଜଣ ସକ୍ରୀୟ ଅଛନ୍ତି। ୨୬୩ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ରେ ୨, ୬୮୭ [+୬୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯୯ [+୬୮] ଜଣ ସକ୍ରୀୟ ଅଛନ୍ତି। ୨, ୧୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲା ରେ ୩, ୧୭୫ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୮ [+୯] ଜଣ ସକ୍ରୀୟ ଅଛନ୍ତି। ୨, ୯୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୧୯, ୩୦୧ [+୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮୭ [+୪୬] ଜଣ ସକ୍ରୀୟ ଅଛନ୍ତି। ୧୮, ୬୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୩, ୧୮୮ [+୯୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୧୧ [+୯୫] ଜଣ ସକ୍ରୀୟ ଅଛନ୍ତି। ୨, ୧୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୬, ୦୦୬ [+୧୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୪୭ [+୧୧୬] ଜଣ ସକ୍ରୀୟ ଅଛନ୍ତି। ୪, ୪୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ରେ ୨, ୬୯୪ [+୯୧] ଜଣ ସଂକ୍ରମିତ ହୋଇଥିବା ବେଳେ ୮୧୭ [+୯୧] ଜଣ ସକ୍ରୀୟ ଅଛନ୍ତି। ୧, ୮୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲା ରେ ୨, ୧୪୯ [+୭୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨୬ [+୭୯] ଜଣ ସକ୍ରୀୟ ଅଛନ୍ତି। ୧, ୫୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲା ରେ ୩, ୦୧୭ [+୯୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩୩ [+୯୪] ଜଣ ସକ୍ରୀୟ ଅଛନ୍ତି। ୨, ୪୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୩, ୩୦୯ [+୭୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୫୫ [+୭୫] ଜଣ ସକ୍ରୀୟ ଅଛନ୍ତି। ୨, ୧୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୨, ୯୮୪ [+୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩୫ [+୫୬] ଜଣ ସକ୍ରୀୟ ଅଛନ୍ତି। ୨, ୪୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୨୭, ୨୭୧ [+୫୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬, ୯୯୮ [+୫୧୭] ଜଣ ସକ୍ରୀୟ ଅଛନ୍ତି। ୨୦, ୧୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ରେ ୪, ୯୫୩ [+୯୫] ଜଣ ସଂକ୍ରମିତ ହୋଇଥିବା ବେଳେ ୮୪୯ [+୯୫] ଜଣ ସକ୍ରୀୟ ଅଛନ୍ତି। ୪, ୦୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୨, ୮୪୩ [+୩୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୪ [+୩୩] ଜଣ ସକ୍ରୀୟ ଅଛନ୍ତି। ୨, ୫୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲା ରେ ୫, ୮୮୮ [+୧୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୫୭ [+୧୩୭] ଜଣ ସକ୍ରୀୟ ଅଛନ୍ତି। ୪, ୭୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ରେ ୨, ୩୧୬ [+୯୦] ଜଣ ସଂକ୍ରମିତ ହୋଇଥିବା ବେଳେ ୮୮୦ [+୯୦] ଜଣ ସକ୍ରୀୟ ଅଛନ୍ତି। ୧, ୪୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ରେ ୩, ୮୭୮ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩୬ [+୩୮] ଜଣ ସକ୍ରୀୟ ଅଛନ୍ତି। ୩, ୩୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲା ରେ ୧, ୭୦୧ [+୯୦] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩୦ [+୯୦] ଜଣ ସକ୍ରୀୟ ଅଛନ୍ତି। ୭୭୧ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲା ରେ ୬, ୮୪୩ [+୨୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୨୨୭ [+୨୪୬] ଜଣ ସକ୍ରୀୟ ଅଛନ୍ତି। ୪, ୫୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲା ରେ ୬, ୩୦୧ [+୭୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୫୮ [+୭୮] ଜଣ ସକ୍ରୀୟ ଅଛନ୍ତି। ୫, ୬୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲା ରେ ୪, ୨୪୪ [+୧୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୯୭୭ [+୧୨୬] ଜଣ ସକ୍ରୀୟ ଅଛନ୍ତି। ୩, ୨୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲା ରେ ୧, ୯୧୬ [+୯୯] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨୨ [+୯୮] ଜଣ ସକ୍ରୀୟ ଅଛନ୍ତି। ୯୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ରେ ୫, ୮୧୨ [+୮୪] ଜଣ ସଂକ୍ରମିତ ହୋଇଥିବା ବେଳେ ୯୫୯ [+୮୪] ଜଣ ସକ୍ରୀୟ ଅଛନ୍ତି। ୪, ୮୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

State Pool ରେ ୧, ୫୯୯ [+୩୪୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୯୯ [+୩୪୪] ଜଣ ସକ୍ରୀୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.