Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ସ୍ୱାଧୀନତା ଦିବସ ପାଇଁ ମନ୍ତ୍ରୀ ପହଁଚିବା ପରେ ଜିଲ୍ଲାରେ ହାଇ ଆଲର୍ଟସହିତ କଡାସୁରକ୍ଷା ବ୍ୟବସ୍ଥା

0
ମାଲକାନଗିରି ୧୪ା୮(ଓଡିଆ ପୁଅ ) ସମଗ୍ରଦେଶ ଓ ରାଜ୍ୟରେ ଅଗଷ୍ଟ୧୫ତାରିଖକୁ ସ୍ୱାଧିନତା ଦିବସ ଭାବେ ପାଳନ କରୁଥିବା ବେଳେ ଆନ୍ଦ୍ର ଓଡିଶା ଛତିଶଗଡ ରାଜ୍ୟ ସୀମାନ୍ତ ରେ ମାଓବାଦୀ ମାନେ ଏହାକୁ କଳାଦିବସ...

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଛାୟା

0
ମାଲକାନଗିରି, ୮ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ପୁବ ର୍ତନ ଓଡିଶା ସାହିତ୍ୟ ଏକାଡାମୀ ସଦସ୍ୟ ଓ ଜିଲ୍ଲା ସାମ୍ବିଦିକ ସମନ୍ୱୟକମଟି ଅଧ୍ୟକ୍ଷ ରତ୍ନାକରଦାଶ ଙ୍କ...

କଅଁଳ କାନ୍ଧରେ ପରିବାର ଚଳାଇବାର ବୋଝ

0
ମାଲକାନଗିରି, ୮ା୮ (ଓଡିଆ ପୁଅ ) ବାପା ମା ହାତ ଧରା ଧରି ହୋଇ ଆର ପାରିକୁ ଚାଲିଗଲେ,ପେଟଚାଖଣ୍ଡ କ ପାଇଁ ଦାନାଗଣ୍ଡେ ଯୋଗାଡ କରିବା ଓ ସାନଭାଇଭଉଣୀଙ୍କୁ ପାଠପଢାଇ ମଣିଷ କରିବା...

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗକୁ ୬ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

0
ମାଲକାନଗିରି ,୬ା୮(ଓଡିଆ ପୁ୍‌ଅ) କରୋନା ମହାମାରି ସମୟରେ ହସପିଟାଲ ଗୁଡିକରେ ଅକ୍ସିଜେନ ର ଅଭାବକୁ ପରିଲିକ୍ଷିତ କରି ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗକୁ କରୋନା ମୁକାବିଲା ପାଇଁ ସହ ଯୋଗର ହାତ ବଢାଇଛନ୍ତି ,ମାଲକାନଗିରି...

ମାଟ୍ରିକ ସାର୍ଟିଫିକେଟ ପାଇଁ ପ୍ରଧାନ ଶିକ୍ଷୟତ୍ରୀ ୧୫୦୦ଟଙ୍କା ଛାତ୍ରୀମାନଙ୍କ ଠାରୁ ଆଦାୟ କରିବା ଘଟଣାର...

0
ମାଲକାନଗିରି ,୬ା୮(ଓଡିଆ ପୁଅ ) କରୋନା କାଳରେ ଗରିବ ଖଟିଖିଆ ଲୋକମାନେ ଦୁଇଓଳିଖାଇବାକୁ ପାଉନଥିବା ବେଳେ ସେମାନଙ୍କ ପିଲାମାନଙ୍କ ଠାରୁ ମାଟ୍ରୀକ ପାସ ସାର୍ଟିଫିକେଟ ଦେଇ କେଜିବିଭି ର ପ୍ରଧାନ ଶିକ୍ଷୟତ୍ରୀ ୧୫୦୦ଟଙ୍କା...

ବିଜେଡିର ଜିଲ୍ଲାସ୍ତରୀୟ ସାଗଂଠନିକ ବୈଠକ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

0
ମାଲକାନଗିରି ,୬ା୮(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ବିଜେଡି ଦଳପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଦଳିୟ ସାଙ୍ଗଠନିକ ବୈଠକ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲା ବିଜେଡି ସଭାପତି...

ଜିଲ୍ଲା ହସପିଟାଲ ପରିସର ରେ କର୍କଟ ରୋଗ ପରାମର୍ଶ ଶିବୀର ଓ ମାଗଣା ଚିକିତ୍ସା

0
ମାଲକାନଗିରି ,୬ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ହସପିଟାଲ ପରିସରରେ କର୍କଟ ରୋଗ ପରାମର୍ଶ ଶିବୀର ସହିତ କର୍କଟ ରୋଗୀଙ୍କୁ ମାଗଣା ଚିକିତ୍ସା କରା ଯାଇଛି । ଆଜି ସକାଳେ ଜିଲ୍ଲା ସଦର...

ପଡିଆ ବ୍ଲକ ଅଚଂଳରେ ଘୁରିଲା ରାଜସ୍ୱ ପ୍ରଚାର ରଥ, ୩୦ଜଣଙ୍କୁ ଘରବାଡି ପଟାପ୍ରଦାନ

0
ମାଲକାନଗିରି,୬ା୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସୀମାନ୍ତ ମୋଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ରାଜସ୍ୱ ରଥ ଆଜି ପଡିଆ ବକ୍ଲ ଅଚଂଳରେ ପହଁଚି ୩୦ଜଣ ହିତାଧିକାରୀଙ୍କୁ ଘରବାଡି ପଟାପ୍ରଦାନ...

ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ଦାବିନେଇ ଜିଲ୍ଲାପାଳଙ୍କୁ ଭେଟିଲେ୧୮ଟି ମହିଳା ସ୍ୱୟଂସହାୟକ ଗୋଷ୍ଠି

0
ମାଲକାନଗିରି,୫ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ୧୮ଗୋଟି ମହିଳା ସ୍ୱୟଂସହାୟକ ଗୋଷ୍ଠି ର ମହିଳା ସଦସ୍ୟ ମାନେ ମାଲକାନଗିରି ଜିଲ୍ଲାପାଳ ବୀଶାଲ ସିଂ ଙ୍କୁ ଭେଟି ସରକାରଙ୍କ ବିଭିନ୍ନ...

ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଇଁପ୍ରସ୍ତୁତି ବୈଠକ

0
ମାଲକାନଗିରି,୫ । ୮(ଓଡିଆ ପୁଅ ) ୭୫ତମ ସ୍ୱାଧିନତା ଦିବସ ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଡିଆରଡିଏ ସଭାଗୃହରେ ଜିଲ୍ଲାପାଳ ବୀଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି ।ପ୍ରତିବର୍ଷ ପରି...

ଓଡିଆ ସାମ୍ବାଦିକ ଦିବସ ପାଳିତ,ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ପ୍ରତି ଗୁରୁତ୍ୱ

0
ମାଲକାନଗିରି,୫ା୮ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସାମ୍ବାଦିକ ସମନ୍ୱୟ କମଟି ପକ୍ଷରୁ ଜଲ୍ଲା ସଦର ମହକୁମାସ୍ଥ ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଓଡିଆ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା...

ଧର୍ମପରାୟଣ ଆଦର୍ଶ ଶିକ୍ଷୟତ୍ରୀ ଙ୍କ ପରଲୋକ

0
ମାଲକାନଗିରି,୩ । ୮ (ଓଡିଆ ପୁଅ ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମକିଆ ହାଇସ୍କୁଲର ଆଦର୍ଶ ଶିକ୍ଷୟତ୍ରୀ ଜୋସ୍ନାରାଣୀ ଖଣ୍ଡାଇ(୪୮) ଙ୍କ ପରଲୋକ ଘଟିଛି । ସେ ଗତ କିଛିଦିନହେଲା କୋଭିଡ...

ବଣ୍ଡାଘାଟିରେ ସପ୍ତାହିକ ହାଟ ପ୍ରତିଷ୍ଟା କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ଆଦିମ ବଣ୍ଡା...

0
ମାଲକାନଗିରି , ୩ । ୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟିରେ ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟି ପଚାଂୟତର ୩୨ଟି ରାଜସ୍ୱ ଗ୍ରାମ ଓ ପ୍ରାୟ୫୦ରୁ ଉର୍ଦ୍ଦ...

ଜିଲ୍ଲା ସ୍ୱାସ୍ଥ୍ୟବିଭାଗକୁ ଅକ୍ସିଜେନ କନସେନଟ୍ରେଟର ଓ ଭେଟିଂଲେଟର ପ୍ରଦାନ

0
ମାଲକାନଗିରି ,୨ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗକୁ କରୋନା ମୁକାବିଲା ପାଇଁ ସହ ଯୋଗର ହାତ ବଢାଇଛନ୍ତି ଭୁବନେଶ୍ୱର ର ପ୍ରୋଜେକ୍ଟ ହୋପେ ତଥା ମାଇ ହାର୍ଟ ସଂଘ । ଜିଲ୍ଲାସଦର...

ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତି ମଚଂ କାର୍ଯ୍ୟକାରୀ କମିଟି ବୈଠକ

0
ମାଲକାନଗିରି ,୨ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ କଲେଜର ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ନେଇ ମିଳିତ ମଚଂର କାର୍ଯ୍ୟାକାରୀ ବୈଠକ ସ୍ଥାନୀୟ କନିଷ୍ଟ ମହିଳା...

ମାଲକାନଗିରି ଜିଲ୍ଲାରେ ଯୁକ୍ତଦୁଇ ବିଜ୍ଞାନରେ ଘଡେଇ ଆବାସୀକ କନିଷ୍ଟ ମହାବିଦ୍ୟାଳୟ ଓ ସତ୍ୟନାରାୟଣ କଲେଜ...

0
ମାଲକାନଗିରି,୧ା୮ (ଓଡିଆ ପୁଅ ) ସମଗ୍ର ରାଜ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କନିଷ୍ଟ ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟ(ଉଚ୍ଚମାଧ୍ୟମିକ ବିଦ୍ୟାଳୟ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି...

ମାଲକାନଗିରି ଜିଲ୍ଲା ହସପିଟାଲ ପରିସର ରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

0
ମାଲକାନଗିରି,୧ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ବିଶ୍ୱସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରେ ସ୍ତନ୍ୟପାନ ସଚେତନତା ଆ.ଇ.ସି ଷ୍ଟଲ କୁ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର...

୫ବର୍ଷର ଶିଶୁପୁତ୍ରକୁ ହତ୍ୟା,ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ

0
ମାଲକାନଗିରି,୩୧ା୭ (ଓଡିଆ ପୁଅ ) ମାଲକାନଗିରି ଥାନା ଅଚଂଳରେ ପୁବ ର୍ଶତ୍ରୁତାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ପାରିବାରିକ କଳହରେ ବଳିପଡିଯାଇଛି ଜଣେ ୫ବର୍ଷର ଶିଶୁପୁତ୍ର ।ଏପରି ଅମାନୁଷିକ ଘଟଣା...

ମାଓବାଦୀଙ୍କ ସାକ୍ଷାତକାର ନେବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଓବାଦୀଙ୍କ ଦୁବର୍୍ୟବହାର ଅଭିଯୋଗ

0
ମାଲକାନଗିରି,୩୦ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଦୁର୍ଗମ ଆନ୍ଦ୍ରସୀମାନ୍ତ କୁସୁମପୁଟ ମଓପ୍ରବଣ ଅଚଂଳକୁ ଜିଲ୍ଲାସଦର ମହକୁମାଠାରୁ କିଛି ଗଣମାଧ୍ୟମ ପ୍ରତିନିଧି ମାଓବାଦୀଙ୍କ ଡାକରା ପାଇ ସେମାନଙ୍କ ସାକ୍ଷାତ କାର ଆଣିବାକୁ ଯାଇଥିଲେ ।...

ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମିକ୍ଷା କଲେ କ୍ରୀଡା...

0
ମାଲକାନଗିରି,୩୦ା୭ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସଭାଗୃହରେ ଜିଲ୍ଲାଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରାଜ୍ୟ କ୍ରଡୀ ଯୁବବ୍ୟାପର,ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ...