Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ତୈଳଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ବିକ୍ଷୋଭ

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ଦେଶରେ ଲଗାତର ତୈଳଦର ବୃଦ୍ଧି ବିରୁଦ୍ଧରେ ସୋମବାର ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା...

ଆଜି ୨ ନୂତନ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୨୯

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରେ ନୂତନ କରି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ପ୍ରବାସୀ ଏବଂ କ୍ୱାରେଣ୍ଟାଇନ...

ମାପଚୁପକୁ ନେଇ ଗାଁରେ ଗାଁରେ ଟେନସନ୍ : ମାଡି ବସୁଛନ୍ତି ଇଜିମାଇଲ୍ ଜାଗା, ସଂଘର୍ଷ...

0
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ୧୬ଟି ଥାନା ଅଂଚଳରେ ଜମିଜମା ବିବାଦ ଦ୍ରୁତଗତିରେ ବଢି ଚାଲିଥିବା ଜଣାଯାଇଛି । ଜିଲାର ଲୋକସଂଖ୍ୟା ୧୭ ଲକ୍ଷ...

ତିହିଡିରେ ସମସ୍ତ ବ୍ୟାଙ୍କ ଅସୁରକ୍ଷିତ ; ରାତିରେ ନାହାଁନ୍ତି ଜଗୁଆଳି

0
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ମାଡରେ ରୋଜଗାର ପନ୍ଥା ଏବେ ଠପ୍ ହୋଇଯାଇଛି । ତେଣୁ ଚୋରି ଡକାୟତି ବୃଦ୍ଧି ପାଇଲାଣି । ଗତ ମାସରେ...

ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ଜୀବନର ଅନାଲୋଚିତ ଅଧ୍ୟାୟ : ରାୟ ବାହାଦୂର ଭୂୟାଁ ଭାସ୍କର ଚନ୍ଦ୍ର...

0
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାୟ ବାହାଦୂର ଭୂୟାଁ ଭାସ୍କର ଚନ୍ଦ୍ର ମହାପାତ୍ର । ଏହି ଜିଲାର ବାସୁଦେବପୁର ବ୍ଲକ୍ ଏଡତାଳର ତତ୍କାଳୀନ ଜମିଦାର । ସେ...

ଭଦ୍ରକ କରୋନା ସ୍ଥିତି : ସୁସ୍ଥ ହେଲେ ୧୦, ନୂଆ ଆକ୍ରାନ୍ତ ୧, ଆକ୍ଟିଭ...

0
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର କରୋନା ସ୍ଥିତି ଅନ୍ୟ ଜିଲ୍ଲାମାନଙ୍କ ଠାରୁ ଅପେକ୍ଷାକୃତ ଭଲ ରହିବା ସହ ନିୟନ୍ତ୍ରଣାଧୀନ ରହିଛି । ଆକ୍ରାନ୍ତ ଚିହ୍ନଟ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳିତ

0
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମାନ୍ୟବର କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୧ତମ ଜନ୍ମଦିବସ ସୂର୍ଯ୍ୟବଂଶୀ ସୂରଜଙ୍କ ନେତୃତ୍ୱରେ ଭଦ୍ରକ ଠାରେ ପାଳନ କରାଯାଇଛି ।...

କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା ଅଭିଯୋଗ : ନୋଡାଲ ଅଫିସରଙ୍କୁ ନିଲମ୍ବନ କଲେ ବ୍ଲକ୍ ଶିକ୍ଷାଧିକାରୀ

0
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦିନକୁ ଦିନ କାୟା ମେଲାଉଥିବା କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।...

୯ଦିନ ସଟ୍‌ଡାଉନ୍ ହେବ ଚାନ୍ଦବାଲି ଗ୍ରୀଡ : ବିଦ୍ୟୁତ୍ କାଟ କଷ୍ଟ ଭୋଗିବେ ତିହିଡି...

0
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ଗ୍ରୀଡକୁ ଆସନ୍ତା ୨୭ ତାରିଖ ଜୁଲାଇ ମାସ ୫ ତାରିଖ ପର୍ଯ୍ୟନ୍ତ ମେଣ୍ଟେନାନ୍ସ ପାଇଁ ସଟ୍‌ଡାଉନ୍ କରାଯିବ । ଫଳରେ...

ଭଦ୍ରକ : ଚାନ୍ଦବାଲିରେ ବାସି ପଖାଳ ଖାଇ ୭ ଶ୍ରମିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

0
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏକ ଅଭାବନୀୟ ପରିସ୍ଥିତିରେ ଏହି ଜିଲାର ଚାନ୍ଦବାଲିରେ ବାସି ପଖାଳ ଖାଇ ୭ ଜଣ ଶ୍ରମିକ ଅସୁସ୍ଥ ଅବସ୍ଥାରେ ସ୍ଥାନୀୟ...

ଦୁବୃର୍ତ୍ତଙ୍କ ବର୍ବର କାଣ୍ଡ : ବିଳମ୍ବିତ ରାତ୍ରୀରେ ଘରେ କିରୋସିନି ଢାଳି ନିଆଁ ଲଗେଇଦେଲେ...

0
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାଟପଡା ପଂଚାୟତ ସହଦେବ ପାଟଣା ଗାଁରେ ସତ୍ୟଭାମା ଦାସଙ୍କ ଘରକୁ ବିଳମ୍ବିତ ରାତିରେ ଦୃବୁର୍ତ୍ତମାନେ କିରୋସିନି ଢାଳି ନିଆଁ ଲଗେଇ ଦେଇଥିବା...

ଭଦ୍ରକ : ନାଗ ମା’ ସହ ୪୮ ଟି ଛୁଆ ଓ ୫୮ ଟି...

0
ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ସାପଧରାଳି ମିର୍ଜା ଆରିଫ୍ ୪୮ଟି ଛୋଟ ସାପ, ୫୮ଟି ଅଣ୍ଡା ଓ ମାଧ ନାଗକୁ ଉଦ୍ଧାର କରିବା ଘଟଣା...

ଆବଶ୍ୟକ ୪୨ ହଜାର, ଆସିଛି ୫ ହଜାର ଟନ୍ ସାର : କଳା ବଜାରୀକୁ...

0
ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଚଳିତ ଖରିଫ ଋତୁରେ ସଅଳ ଆସିଯାଇଛି ମୌସୁମୀ । ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ମୌସୁମୀ ବର୍ଷା ଓ ଲଘୁଚାପ ବର୍ଷା ବୃଦ୍ଧି ପାଇଛି...

କଟକଣାକୁ ବେଖାତିର : ଖୁନ୍ଦାଖୁନ୍ଦି ହୋଇ ଡଙ୍ଗାରେ ନଦୀ ପାର

0
ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ମହାମାରୀ କରୋନା କବଳରୁ ରକ୍ଷା ପାଇବା ଲାଗି ସରକାର ସହର ଠାରୁ ଆରମ୍ଭ କରି ଗାଁ ଯାଏ ବିଭିନ୍ନ କଟକଣା ଜାରି କରିଛନ୍ତି...

ବର୍ଷାଦିନ ଆସିଲା ନାଳ ଖୋଳା ସରିଲାନି : ଭଦ୍ରକ ସହର ବନ୍ୟାରେ ଭାସିବ

0
ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ବର୍ଷାଦିନ ଆସିଲା, ହେଲେ ସହରରେ ଏଯାଏ ନାଳଖୋଳା ସରିଲାନି । ଅବ୍ୟବସ୍ଥିତ ଜଳ ନିଷ୍କାସନ ବ୍ୟବସ୍ଥା ଯୋଗୁଁ ବର୍ଷାରେ ଭାସିବ ସହର ।...

ପୂର୍ବତନ ବିଧାୟକଙ୍କ ମାତୃ ବିୟୋଗରେ ଶୋକ

0
ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ମାତା ତଥା ସାଳନ୍ଦୀ ଦୁର୍ଗାପୂଜା କମିଟିର ପ୍ରତିଷ୍ଠାତା ସଭାପତି ଚକ୍ରଧର ଦାସଙ୍କ ସହଧର୍ମିଣୀ ପାର୍ବତୀ ଦାସଙ୍କର...

ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ୫୩୨ ବର୍ଷର କନ୍ଥାବସ୍ତ୍ର ପ୍ରଦର୍ଶନ ମହୋତ୍ସବ ପାଳିତ

0
ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଭଦ୍ରକର ସର୍ବପୁରାତନ ବୈଷ୍ଣବ ପୀଠ (ସନ୍ଥନଗର) ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧାମୋହନ ମନ୍ଦିରରେ ଆଷାଢ ଶୁକ୍ଳ ପଞ୍ଚମି ତିଥିରେ ୫୩୨ ବର୍ଷ...

ଧାମରା ବନ୍ଦର ବିରୁଦ୍ଧରେ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ : ନିଜ ପକ୍ଷ ରଖିବାକୁ...

0
ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଧାମରା ବନ୍ଦରରେ ଚାଲିଥିବା ଶ୍ରମିକ ଶୋଷଣ ବିରୁଦ୍ଧରେ ରାଜ୍ୟ ମାନବାଧିକାରଙ୍କ ନିକଟରେ ଅଭିଯୋଗ ହୋଇଛି । ଏ ନେଇ ମାନବାଧିକାର ଆୟୋଗ ଧାମରା...

ଚିହ୍ନଟ ହେଲେ ନୂଆ ୨୫ କରୋନା ଆକ୍ରାନ୍ତ : ମୋଟ ଆକ୍ରାନ୍ତ ୨୨୬, ସୁସ୍ଥ...

0
ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ମୋଟ ୨୫ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ...

ଏମ୍‌ଡିଏମ୍‌ରେ ଘୋଟାଲା : ୨୫୦ କ୍ୱିଣ୍ଟାଲ ଚାଉଳ ବଣ୍ଟା ହୋଇପାରିଲାନି

0
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରଙ୍କ ସମସ୍ତ କଟକଣା ଏବଂ ସତର୍କତା ସତ୍ୱେ ଜିଲାରେ ରୋକାଯାଇ ପାରୁନି ଏମ୍‌ଡିଏମ୍ ଘୋଟାଲା । ବିଦ୍ୟାଳୟଗୁଡିକରେ ମିଥ୍ୟା ଉପସ୍ଥାନ ଦେଖାଇ...