Home Authors Posts by Bureau

Bureau

17674 POSTS 0 COMMENTS

ଆସୁଛି ଈଦ୍

0
ଜମ୍ମୁ୧୧ ।୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ପରିସ୍ଥିତି ସୁଧୁରିବାରେ ଲାଗିଛି । ଆଗକୁ ଈଦ୍ ଆସୁଥିବାରୁ କାଶ୍ମୀରବାସୀଙ୍କ ପାଇଁ କେନ୍ଦ୍ର ସରକାର କେତେକ ପଦକ୍ଷେପ...

ଝୁଲଣ ଯାତ୍ରା ପାଇଁ ଉତ୍ସୋବମୁଖର ପୁରୀ

0
ପୁରୀ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଝୁଲଣ ଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ପୁରୀ ଶ୍ରୀମନ୍ଦିର ସମେତ ୪୦ରୁ ଅଧିକ ମଠବାଡ଼ିରେ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ଝୁଲଣ...

ଆସୁଛି ଲଘୁଚାପ

0
ଭୁବନେଶ୍ଵର,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭବାନା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ଆଜିଠୁ...

ଶିବରାଜଙ୍କୁ କଡା ଜବାବ ଦେଲା ବିଜେଡି

0
ଭୁବନେଶ୍ୱର,୧୧ /୦୮(ଓଡିଆ ପୁଅ/ପଙ୍କଜିନୀ ନାୟକ): ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଆଜି କଡା ଜବାବ ଦେଇଛି ବିଜେଡି । ଆକାର ଜବାବ ପଥରରେ ଦେବା ଭଳି ଆଜି ବିଜେଡି ଜବାବ...

ଗୁଗୁଲ ଆଣ୍ଡ୍ରଏଡକୁ ଟକ୍କର ଦେବ ଏହି ଫୋନ

0
ନୂଆଦିଲ୍ଲୀ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଗୁଗୁଲର ଆଣ୍ଡ୍ରୋଏଡକୁ ଟକ୍କର ଦେବା ପାଇଁ ଶୁକ୍ରବାର ହୁୱାଇ ଟେକ୍ନୋଲୋଜି ‘ହାର୍ମୋନିଓଏସ’କୁ ବଜାରକୁ ଆଣିଛି । କୁହାଯାଉଛି ଏହି ଅପରେଟିଙ୍ଗ ସିଷ୍ଟମ ଗୋଟେ ଦିନ ଆଣ୍ଡ୍ରୋଏଡର ସ୍ଥାନ...

ଫେକ‌ ଇନଷ୍ଟା ଫଲୋଅର୍ସ ଲିଷ୍ଟ ରେ ପ୍ରିୟଙ୍କା ଓ ଦିପୀକା

0
ମୁମ୍ବାଇ,୧୧ /୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ପ୍ରକାଶ ପାଇଛି ଫେକ ଇନଷ୍ଟାଗ୍ରାମ ଫଲୋର୍ସ ଲିଷ୍ଟ । ଆଉ ବଲିଉଡ ସମେତ ହଲିଉଡରେ ଧମାଲ ମଚାଇବାରେ ଲାଗିଛନ୍ତି ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍...

ରାଗି ଗଲେ ଅନୁଷ୍କା

0
ମୁମ୍ବାଇ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଖୁବ ଜୋରରେ ରାଗିଛନ୍ତି। କଥାଟି ପଢି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚିତ। ଏପରି କ’ଣ ହେଲା ଯେ ଅନୁଷ୍କାଙ୍କ ରାଗ ବଢିଯାଇଛି। ଜଣେ ବ୍ୟକ୍ତି ଗୋଟେ...

କ୍ଷୟକ୍ଷତିର ରିପୋର୍ଟ ମାଗିଲେ ଏସଆରସି

0
ଭୁବନେଶ୍ୱର,୧୧ /୦୮,(ଓଡିଆ ପୁଅ/ ପଙ୍କଜିନୀ ନାୟକ): ଚଳିତ ବନ୍ୟା ଓ ବର୍ଷା ନେଇ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମାଗିଛନ୍ତି ଏସଆରସି । ତେବେ ୯ଟି ଜିଲ୍ଲା ମଧ୍ୟରେ  ବଲାଙ୍ଗୀର, ଗଜପତି, କଳାହାଣ୍ଡି,...

ଆଜି ଭାରତ- ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆ

0
ନୂଆଦିଲ୍ଲୀ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ପ୍ରଥମ ଦିନିକିଆ ବର୍ଷା ଯୋଗୁ ଧୋଇଯାଇଥିଲା । ତେଣୁ ଆଗାମୀ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ...

ଛାଡୁନି ଭିଡିଓ ନିଶା

0
ମଧ୍ୟପ୍ରଦେଶ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଟିକଟକର ପାଗଳପଣ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କର ଜୀବନ ନେଇସାରିଛି ଏବଂ କିଛିଲୋକ ଜାଣିଶୁଣି ନିଜ ମୃତ୍ୟୁକୁ ଆଦରି ନେଉଛନ୍ତି । ଏପରି କିଛି ଘଟଣା ଘଟିଛି...

ସୋନିଆ ଗାନ୍ଧୀ କଂଗ୍ରେସର ନୂଆ ଅଧ୍ୟକ୍ଷା

0
ନୂଆଦିଲ୍ଲୀ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ସବୁପ୍ରତିକ୍ଷାରେ ଅନ୍ତ ଘଟାଇ ଶେଷରେ ସୋନିଆ  ଗାନ୍ଧି ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷା । ନୂଆ ସଭାପତି ଚୟନ ହେବା ପର୍ଯ୍ୟନ୍ତ ସୋନିଆ ଗାନ୍ଧି ଅଧ୍ୟକ୍ଷା ପଦବୀରେ...

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ବିଜେପିର ସମସ୍ତ ସାଂସଦ : ପୁରୀ...

0
ଭୁବନେଶ୍ୱର, ୦୯/୦୮ (ଓଡ଼ିଆ ପୁଅ) : ଓଡିଶା କଳା, ସଂସ୍କୃତି ଓ ପର୍ଯ୍ୟଟନର ଭୂମି। ଐତିହ୍ୟ ଓ କାରୁକାର୍ଯ୍ୟରେ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପବିତ୍ର ଶ୍ରୀଜଗନ୍ନାଥ ଧାମ,...

ଏ କିଭଳି ଚିକିତ୍ସା !

0
କେନ୍ଦୁଝର,୧୦/୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ । କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଶଙ୍କାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ...

ଏହି ଏକ୍ସପ୍ରେସରେ ମହଙ୍ଗା ହୋଇପାରେ ଖାଦ୍ୟ

0
ନୂଆଦିଲ୍ଲୀ,୧୦/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ସମେତ ପ୍ରିମିୟମ୍‌ ଟ୍ରେନଗୁଡ଼ିକରେ ଖାଦ୍ୟ ୪୦ ଟଙ୍କା ପଯ୍ୟର୍ନ୍ତ ମହଙ୍ଗା ହୋଇପାରେ। ଆଇଆରସିଟିସି ଏହାର ପ୍ରସ୍ତାବ ଭାରତୀୟ ରେଲେଓ୍ଵ ବୋର୍ଡକୁ ମଞ୍ଜୁରି...

ଦୂତୀଙ୍କୁ ମିଳିଲା ଭିସା

0
ଭୁବନେଶ୍ଵର,୧୦/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଦେଶର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦଙ୍କୁ ୟୁରୋପ୍ ଗସ୍ତ ପାଇଁ ଶେଷରେ ଭିସା ମିଳିଛି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ଯୋଗ୍ୟତା ହାସଲ ପାଇଁ ସେ ୟୁରୋପ୍...

ଆଇଫୋନରୁ ତ୍ରୁଟି ବାହାରିଲେ କମ୍ପାନୀ ଦେବ ଏତିକି କୋଟି

0
ନୂଆଦିଲ୍ଲୀ,୧୦/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): Apple INC (AAPL.O) ଦ୍ୱାରା ଆଇଫୋନରୁ କିଛି ତ୍ରୁଟି ଦେଖାଇଲେ ସାଇବର ସୁକ୍ୟରିଟ ରିସର୍ଚ୍ଚ  ଟିମକୁ ୧ ମିଲିଅନ ଅର୍ଥାତ ( ପାଖାପାଖି ୭,୦୪,୭୭,୨୦୦ଟଙ୍କା) ଅଫର କରିଛି।...

ଭାରତ ଠାରୁ ପଙ୍ଗା ନେବା ପାକିସ୍ତାନକୁ ପଡ଼ିଲା ଭାରି

0
ନୂଆଦିଲ୍ଲୀ,୧୦/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ପାକିସ୍ତାନକୁ ମହଙ୍ଗା ପଡ଼ିଲା ଭାରତ ସହ ଶତ୍ରୁତା । ପାକିସ୍ତାନରେ ଏବେ ଟମାଟୋ କିଲୋ ପ୍ରତି ଦର ୩୦୦ ଟଙ୍କା ହୋଇଛି । ଟମାଟୋର ମହଙ୍ଗା ମାଡରେ ପାକରେ...

ଭଉଣୀକୁ ଉଦ୍ଧାର କରିବା ପାଇଁ ଭାଇ ସାଜିଲା ଗ୍ରାହକ

0
ପଶ୍ଚିମବଙ୍ଗ,୧୦/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଭଲ ଚାକିରି ପାଇବା ଆଶାରେ ଝିଅଟିଏ ପାଠ ପଢି ସହରକୁ ଆସିଥାଏ। କିନ୍ତୁ ସହରରେ ନୀରିହ ଯୁବତୀମାନଙ୍କୁ ଅନେକ ହଇରାଣ ହେବାକୁ ପଡିଥାଏ। ଏପରି ଏକ ଘଟଣା ପଶ୍ଚିମବଙ୍ଗର...

ଭାରତ ଯାହା କରିଛି ଠିକ୍

0
ନୂଆଦିଲ୍ଲୀ,୧୦/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଜମ୍ମୁ କଶ୍ମୀରରେ ୩୭୦  ଧାରା ଉଚ୍ଛେଦକୁ ନେଇ ଆମେରିକା, ଚୀନ୍‌ ପରେ ଏବେ ଋଷ୍‌  ଭାରତକୁ ସମର୍ଥନ କରିଛି ।  ରୁଷ୍ ଏନେଇ କହିଛି ଯେ,  ଜମ୍ମୁ କଶ୍ମୀରକୁ...

ଚିଲିକାରେ ଫସିଲା ମାଲେସିଆ ଜାହାଜ

0
ଚିଲିକା,୧୦/୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଚିଲିକାର ରାଜହଂସ ଦୀପ ନିକଟ ସମୁଦ୍ରରେ ଫସିଛି ମାଲେସିୟା ମାଲବାହୀ ଜାହାଜ ଓ ଟ୍ରଲର। ଦୁଇଦିନ ତଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଖିରିସାହି ନିକଟରେ ଏହା...