Home ଆନ୍ତର୍ଜାତୀୟ ଆସୁଛି ଈଦ୍

ଆସୁଛି ଈଦ୍

496

ଜମ୍ମୁ୧୧ ।୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ପରିସ୍ଥିତି ସୁଧୁରିବାରେ ଲାଗିଛି । ଆଗକୁ ଈଦ୍ ଆସୁଥିବାରୁ କାଶ୍ମୀରବାସୀଙ୍କ ପାଇଁ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ପଦକ୍ଷେପ ସ୍ବରୂପ  ଲୋ ଶ୍କଙ୍କ ସୁବିଧା ପାଇଁ ଛୁଟି ଦିନରେ ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଘାଟିରେ ସମସ୍ତ ଏଟିଏମ୍ ମଧ୍ୟ ଏବେ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ସମସ୍ତ କର୍ମଚାରୀଙ୍କୁ ବେତନ ମଧ୍ୟ ଦିଆଯାଇଛି ।

ଏହା ବ୍ୟତିତ କାଶ୍ମୀରରେ ୩ ହଜାର ୫୫୭ଟି ରାସନ ଦୋକାନ ଖୋଲା ଅଛି । ଖାଦ୍ୟ ସାମଗ୍ରୀ ଓ ଏଲପିଜି ଯୋଗାଇବାର ବ୍ୟବସ୍ଥା ମଧ୍ୟ ହୋଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଉପରେ ସରକାରଙ୍କ ଗୁରୁତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.