Home ଆନ୍ତର୍ଜାତୀୟ ଆଜି ଭାରତ- ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆ

ଆଜି ଭାରତ- ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆ

542

ନୂଆଦିଲ୍ଲୀ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ପ୍ରଥମ ଦିନିକିଆ ବର୍ଷା ଯୋଗୁ ଧୋଇଯାଇଥିଲା । ତେଣୁ ଆଗାମୀ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଉଭୟ ଦଳ ।

ଅନ୍ୟପଟେ  ୱେଷ୍ଟଇଣ୍ଡିଜ୍ ଦଳର ଷ୍ଟାର ଖେଳାଳି ଦଳକୁ ଫେରିଛନ୍ତି । ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଓ ଯୁବ ବ୍ୟାଟ୍ସମ୍ୟାନ୍ ସାଇ ହୋପ୍ ଫେରିଥିବାରୁ ବ୍ୟାଟିଂ ଲାଇନ୍ ସୁଦୃଢ ହେବ । ଗେଲ୍ ଆଜି କ୍ୟାରିୟରର ୩ ଶହ ତମ ଦିନିକିଆ ଖେଳିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.