Home Authors Posts by Bureau

Bureau

17676 POSTS 0 COMMENTS

ଭାରତମାତା ପୂଜନ ସମିତିର ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

0
କଟକ-୧୧-୮ (ଓଡ଼ିଆ ପୁଅ) : ଶୁକ୍ରବାରଦିନ ଭାରତମାତା ପୂଜନ ସମିତିର ସ୍ୱାଧୀନତା ଦିବସ ପାଳନର ସଫଳତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସି.ଡ଼ି.ଏ ସେକ୍ଟର-୭ସ୍ଥିତ ସମିତିର କାର୍ଯ୍ୟଳୟଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ...

ବୁର୍ଲା ଭିମସାରରେ ଜନସଚେତନତା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ଏଲଇଡ଼ି ଡ଼ିସପ୍ଲେ ବୋର୍ଡ଼ ଉନ୍ମୋଚିତ

0
ସମ୍ବଲପୁର, ୧୧।୦୮ (ଓଡ଼ିଆ ପୁଅ) -ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନସଚେଜନତା ବୃଦ୍ଧି ତଥା ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ଅପଡ଼େଟ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ୟୋଶ୍ୟରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର...

ପ୍ରଦେଶ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ

0
ଭୁବନେଶ୍ୱର ୧୧-୮ (ଓଡ଼ିଆ ପୁଅ) - ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଭାରତ ଛାଡ଼ ଆନ୍ଦୋଳନ ବା କ୍ରାନ୍ତିଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ...

‘ଓଡ଼ିଶା ଭାସ୍କର’ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

0
ଭୁବନେଶ୍ୱର, ୧୧.୮ (ଓଡ଼ିଆ ପୁଅ) : ଶୁକ୍ରବାର ଅଗଷ୍ଟ ୯ ତାରିଖ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ନିର୍ଣ୍ଣାୟକ ଦିବସ। ଜାତିର ଜନକ ମହାତ୍ମା ଗାନ୍ଧୀ...

ଆସୁଛି ଭାଇ ଭଉଣୀଙ୍କ ସୀମାହୀନ ସେହ୍ନର ପ୍ରତୀକ ‘ରାକ୍ଷୀପୂର୍ଣ୍ଣିମା’

0
ରାଉରକେଲା ୧୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆସୁଛି ଭାଇ ଭଉଣୀଙ୍କ ସୀମାହୀନ ସେହ୍ନର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା। ଗୋଟିଏ ଦିନରେ ପଡ଼ୁଛି ପବିତ୍ର ରକ୍ଷା ବନ୍ଧନ ଏବଂ ସ୍ୱାଧୀନତା ଦିବସ। ଅଗଷ୍ଟ...

ହେକେଟ ରୋଡ଼ ନୁହେଁ, ହଟହଟା ରୋଡ଼!

0
ରାଉରକେଲା ୧୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବର୍ଷା ହେଉନଥିଲା, ହେଉନଥିଲା, ଏବେ ପୁରା କାଚି ଦେଉଛି। ସାରନଗରୀର ଗଳିକନ୍ଦି ଠାରୁ ଆରମ୍ଭ କରି ରାସ୍ତାଘାଟ ପର୍ଯ୍ୟନ୍ତ ସବୁଆଡ଼େ ଖାଲି ପାଣି ଆଉ...

ସବୁଠି ଚାଲିଛି ୩୭୦ ଚର୍ଚ୍ଚା!

0
ରାଉରକେଲା ୧୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲାର ପରିବା ବଜାର ଠାରୁ ଆରମ୍ଭ କରି ମାଛ ବଜାର ପର୍ଯ୍ୟନ୍ତ ଏଠି, ସେଠି, ସବୁଠି ଧାରା ୩୭୦ର ଚର୍ଚ୍ଚା। ପଡ଼ିଆ ପାଖ କଲୋନୀର...

ବର୍ଷା ବିତ୍ପାତ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

0
ରାଉରକେଲା ୧୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଗତ ଦୁଇ ଦିନ ଧରି ହୋଇଥିବା ଲଘୁଚାପ ବର୍ଷା ରାଉରକେଲାବାସୀଙ୍କୁ ନୟାନ୍ତ କରିଛି। ଇସ୍ପାତ ସହର ରାଉରକେଲାର ବହୁ ବସ୍ତି ଓ କଲୋନୀରେ ବର୍ଷାଜଳ...

ତୁଳସୀଙ୍କ ସମନ୍ୱୟ ଭାବନା ଅତୁଳନୀୟ : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗରେ ତୁଳସୀ...

0
ସମ୍ବଲପୁର ୧୧-୮ (ଓଡ଼ିଆ ପୁଅ) ହିନ୍ଦୀ ଭାଷାର ଶ୍ରେଷ୍ଠ କବି ତୁଳସୀଦାସ ଙ୍କ ସମନ୍ୱୟ ଭାବନା ଅତୁଳନୀୟ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗରେ କବି ଗୋସ୍ୱାମୀ ତୁଳସୀ ଦାସ ଙ୍କ ଜୟନ୍ତୀ...

ଗୋମାଂସ ଏବଂ ଘୁଷୁରୀ ମାଂସ ଦେବା ବିରୁଦ୍ଧରେ ଜୋମାଟୋର କିଛି ଡେଲିଭରି ପାର୍ଟନର ଆସନ୍ତା...

0
ନୂଆଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) : କୋଲକାତାରେ ଅନଲାଇନ ରେଷ୍ଟୁରାଣ୍ଟ ଗାଇଡ ଏବଂ ଫୁଡ ଅର୍ଡରିଙ୍ଗ କମ୍ପାନୀ ଜୋମୋଟୋର କିଛି ଡେଲିଭରି ପାର୍ଟନର ସୋମବାର ଦିନ ଷ୍ଟ୍ରାଇକ୍ କରିବେ, କାରଣ ସେମୋନେ ଗ୍ରାହକମାନଙ୍କୁ...

ଫେସବୁକ ଲାଇଭ କରି ଆତ୍ମହତ୍ୟା ! ସାଙ୍ଗ ଦେଲା ପୁଲିସକୁ ସୂଚନା

0
ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ଦିଲ୍ଲୀର ଶାହଦରାରେ ରବିବାରଦିନ ଫେସବୁକ ଲାଇଭ କରି ଆତ୍ମହତ୍ୟା କରିବାର ମାମଲା ସାମନାକୁ ଆସିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଦିଲ୍ଲୀ ମେଟ୍ରୋର କର୍ମଚାରୀ ଥିଲେ। ଅନେକ...

ଜାଭେଦଙ୍କ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଲେ କୋହଲୀ : ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ସବୁଠାରୁ ଅଧିକ ୱାନଡେ...

0
ପୋର୍ଟ-ଅଫ-ସ୍ପେନ ୧୧ ଅଗଷ୍ଟ (ଓଡ଼ିଆ ପୁଅ): ରବିବାରଦିନ ଏଠାରେ ଥିବା କ୍ୱିନ ପାର୍କ ଓଭାଲରେ ୱାନଡେରେ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ସବୁଠାରୁ ଅଧିକ ରନ ପାରିଥିବା ଖେଳାଳି ବନିପାରିଛନ୍ତି ବିରାଟ କୋହଲି। ଯେପରିକି, କୋହଲୀ ଇଣ୍ଡିଜ୍...

ପାକିସ୍ତାନକୁ ଭାରତର ଜବାବ : ଭାରତୀୟ ରେଲୱେ ରଦ୍ଦ କଲା ସମଝୌତା ଏକ୍ସପ୍ରେସ

0
ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ପାକିସ୍ତାନ ଜବାବ। ଭାରତ ମଧ୍ୟ ସମଝୌତା ଏକ୍ସପ୍ରେସକୁ ରଦ୍ଦ କରିଛି। ଭାରତୀୟ ରେଲୱେ ରବିବାରଦିନ ଘୋଷଣା କରି କହିଛି କି ଅନ୍ତରାଷ୍ଟ୍ରୀୟ ସୀମା ପର୍ଯ୍ୟନ୍ତ ସମଝୌତା...

CBSE ବୋର୍ଡ ପରୀକ୍ଷା ଦେବେକି ? ଆପଣଙ୍କ ପାଇଁ ଖବର, ମହଙ୍ଗା ହେଲା ପରୀକ୍ଷା...

0
ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶଶ୍ରେଣୀର ବୋର୍ଡ ପରୀକ୍ଷା ଫିସ୍ ବୃଦ୍ଧି ହୋଇଛି। ଅନୁସୂଚିତ ଜାତି ଏବଂ ଜନ ଜାତି (SC/ST)...

ଧଉଳି ଏକ୍ସପ୍ରେସରୁ ଧୂଆଁ

0
ବାଲେଶ୍ୱର ,୧୧ /୦୮(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜି ପ୍ରାୟ ଅପରାହ୍ନ ସମୟରେ  ଧଉଳି ଏକ୍ସପ୍ରେସ୍‌ରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଧୂଆଁ ବାହାରିବା ଦେଖି ଅନେକ ଯାତ୍ରୀ ଭୟଭୀତ ହୋଇପଡିଛନ୍ତି। ତେବେ...

ପଞ୍ଚ ତାରକା ହୋଟେଲରେ ରହି ଟଙ୍କା ନ ଦେଇ ଫେରାର

0
ହାଇଦ୍ରାବାଦ,୧୧/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ହାଇଦ୍ରାବାଦରେ ଜଣେ ବ୍ୟକ୍ତି ୩ମାସରୁ ଉର୍ଦ୍ଧ୍ୱ ସମୟ ଧରି ଏକ ପଞ୍ଚତାରକା ହୋଟେଲରେ ରହିବା ପରେ ବିଲ ନଭରି ଫେରାର ହୋଇଯାଇଛନ୍ତି । ଏହି ବ୍ୟକ୍ତିଙ୍କର ପାଖାପାଖି...

ତାଣ୍ଡବ ରଚିଲା ଲେକିମା

0
ଚୀନ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ) :ସାମୁଦ୍ରିକ ଝଡ଼ ଲେକିମା ଚୀନରେ ତାଣ୍ଡବ ରଚିଛି। ଲେକିମା ପ୍ରଭାବରେ ହୋଇଥିବା ବର୍ଷା ଓ ପବନ ଯୋଗୁ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ଭୂସ୍ଖଳନ...

ବଢୁଛି ହୀରାକୁଦ ଜଳସ୍ତର

0
ସମ୍ବଲପୁର,୧୧ /୦୮,(ଓଡିଆ ପୁଅ/ ପଙ୍କଜିନୀ ନାୟକ): ପ୍ରବଳ ବର୍ଷା କାରଣରୁ ହୀରାକୁଦରେ ଏବେ ଜଳସ୍ତର ବଢିବାରେ ଲାଗିଛି । ଲଗାଣ ବର୍ଷା ଯୋଗୁଁ ଦିନକୁ ଦିନ ଜଳସ୍ତର ବଢିବା କାରଣୁ ଆସନ୍ତା ୧୪...

ଲ୍ୟାଣ୍ଡିଂ ନ କରି ଫେରି ଆସିଲା ବିମାନ

0
ଝାରସୁଗୁଡା,୧୧ /୦୮(ଓଡିଆ ପୁଅ/ପଙ୍କଜିନୀ ନାୟକ): ବଙ୍ଗେପେସାଗରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ପାଣିପାଗ ମେଘୁଆ ରହିଛି । ଫଳରେ ଖରାପ ପାଣିପାଗ ଥିବାରୁ ଆଲାଏଞ୍ଜ ଏୟାର ବିମାନ ଅବତରଣ କରିନପାରି ଝାରସୁଗୁଡାରୁ ପୁଣି ଭୁବନେଶ୍ୱରକୁ...

ଛାତ୍ରଛାତ୍ରୀଙ୍କ ପାଇଁ ଆରସିଏଫଏଲରେ ନିଯୁକ୍ତି ବିଜ୍ଞପ୍ତି

0
ନୂଆଦିଲ୍ଲୀ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫଏଲ)ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଆପଣ...