Home ଆନ୍ତର୍ଜାତୀୟ ସୋନିଆ ଗାନ୍ଧୀ କଂଗ୍ରେସର ନୂଆ ଅଧ୍ୟକ୍ଷା

ସୋନିଆ ଗାନ୍ଧୀ କଂଗ୍ରେସର ନୂଆ ଅଧ୍ୟକ୍ଷା

492

ନୂଆଦିଲ୍ଲୀ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ସବୁପ୍ରତିକ୍ଷାରେ ଅନ୍ତ ଘଟାଇ ଶେଷରେ ସୋନିଆ  ଗାନ୍ଧି ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷା । ନୂଆ ସଭାପତି ଚୟନ ହେବା ପର୍ଯ୍ୟନ୍ତ ସୋନିଆ ଗାନ୍ଧି ଅଧ୍ୟକ୍ଷା ପଦବୀରେ ରହିବେ । ଗତକାଲି ବସିଥିବା କଂଗ୍ରେସ CWC ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଦିନ ସାରା ଚାଲିଥିବା ବୈଠକ ପରେ ରାତିରେ ଅନ୍ତରୀଣ ଅଧ୍ୟକ୍ଷ ନେଇ ସୋନିଆ ଗାନ୍ଧିଙ୍କ ନାଁ ଘୋଷଣା କରାଯାଇଥିଲା । ୧୯୯୮ରୁ ୨୦୧୭ ଯାଏ ସୋନିଆ କଂଗ୍ରେସର ଅଧ୍ୟକ୍ଷ ଥିଲେ । ପୁଣି ଥରେ ୨୦ ମାସ ପରେ ସୋନିଆ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷା ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.