Home ଓଡ଼ିଶା ଫେକ‌ ଇନଷ୍ଟା ଫଲୋଅର୍ସ ଲିଷ୍ଟ ରେ ପ୍ରିୟଙ୍କା ଓ ଦିପୀକା

ଫେକ‌ ଇନଷ୍ଟା ଫଲୋଅର୍ସ ଲିଷ୍ଟ ରେ ପ୍ରିୟଙ୍କା ଓ ଦିପୀକା

618

ମୁମ୍ବାଇ,୧୧ /୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ପ୍ରକାଶ ପାଇଛି ଫେକ ଇନଷ୍ଟାଗ୍ରାମ ଫଲୋର୍ସ ଲିଷ୍ଟ । ଆଉ ବଲିଉଡ ସମେତ ହଲିଉଡରେ ଧମାଲ ମଚାଇବାରେ ଲାଗିଛନ୍ତି ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍ । ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ନାମ ଫେକ୍ ଇନଷ୍ଟାଗ୍ରାମ ଫଲୋର୍ସ ଲିଷ୍ଟରେ ଟପ୍-୧୦ ଭିତରେ ରହିଛି ।

ଏହି ଅଭିନେତ୍ରୀଙ୍କ ବ୍ୟତିତ ଭାରତୀୟ କ୍ରିକେଟର ବିରାଟ କୋହଲୀ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ଇଷ୍ଟାରେ ବିରାଟଙ୍କ ଏକ କୋଟିରୁ ବି ଅଧିକ ଫେକ୍ ଫଲୋର୍ସ ରହିଛନ୍ତି । ଏନେଇ ଆଇସିଏମପି ଦ୍ୱାରା କରାଯାଇଥିବା ଏକ ତଦନ୍ତ ଦ୍ୱାରା ଏହାର ସୂଚନା ମିଳିଛି  ।

ତେବେ ଏହି ରିସର୍ଚ୍ଚରେ ସାରା ଦୁନିଆର ସେଲିବ୍ରିଟଙ୍କ ସୋସିଆଲ ମିଡିଆ ଫଲୋର୍ସ ବିଷୟରେ ଯାଞ୍ଚ କରାଯାଇଛି, ଯେଉଁଥିରେ ପ୍ରିୟଙ୍କା ଓ ଦୀପିକାଙ୍କ ଫଲୋର୍ସ ସଂଖ୍ୟା ବେଶି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.