Home ଆନ୍ତର୍ଜାତୀୟ ଗୁଗୁଲ ଆଣ୍ଡ୍ରଏଡକୁ ଟକ୍କର ଦେବ ଏହି ଫୋନ

ଗୁଗୁଲ ଆଣ୍ଡ୍ରଏଡକୁ ଟକ୍କର ଦେବ ଏହି ଫୋନ

463

ନୂଆଦିଲ୍ଲୀ,୧୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଗୁଗୁଲର ଆଣ୍ଡ୍ରୋଏଡକୁ ଟକ୍କର ଦେବା ପାଇଁ ଶୁକ୍ରବାର ହୁୱାଇ ଟେକ୍ନୋଲୋଜି ‘ହାର୍ମୋନିଓଏସ’କୁ ବଜାରକୁ ଆଣିଛି । କୁହାଯାଉଛି ଏହି ଅପରେଟିଙ୍ଗ ସିଷ୍ଟମ ଗୋଟେ ଦିନ ଆଣ୍ଡ୍ରୋଏଡର ସ୍ଥାନ ନେବା ସହିତ ଲୋକମାନଙ୍କୁ ଆଉ ଆମରିକାନ ଟେକନିକ ଉପରେ ନିର୍ଭର କରିବାକୁ ଦେବ ନାହିଁ ।

ହାର୍ମୋନିଓଏସ ମାଇକ୍ରୋକେରନଲ ଉପରେ ଆଧାରିତ ତେଣୁ ଏହା ସମ୍ବଳର ବ୍ୟବହାର କରି ନିଶ୍ଚିତ କରାଇବ ଯେ ଅପରେଟିଙ୍ଗ ସ୍ପିଡ଼ କ୍ଷିପ୍ର ଅଛି । ଏଥିରେ ଆର୍କ କମ୍ପାଇଲର ରହିଛି ଯାହାକି C/C++, Java, JavaScript ଏବଂ kotlin ଭଳି କଷ୍ଟ ଲାଙ୍ଗୁଏଜକୁ ମଧ୍ୟ ସପୋର୍ଟ କରିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.