Home Authors Posts by Bureau

Bureau

17674 POSTS 0 COMMENTS

ମହମ୍ମଦ ଶମୀଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରୀ, ଏବେ ଯିବେ ଜେଲ!

0
ନୂଆ ଦିଲ୍ଲୀ ୨-୯ (ଓଡ଼ିଆ ପୁଅ) ଟିମ ଇଣ୍ଡିଆର ଫାଷ୍ଟ ବୋଲର୍ ମହମ୍ମଦ ଶମୀ ପୁଣି ଥରେ ଅସୁବିଧାର ସମ୍ମୁଖାନ ହେବାକୁ ଯାଉଛନ୍ତି। କୋଲକାତା ନ୍ୟାୟାଳୟ ଶମୀଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ (Mohammed...

୧୨ ବର୍ଷର ପିଲା ପ୍ରସ୍ତୁତ କଲା ଏଭଳି ଡଷ୍ଟବିନ

0
ହାଇଦ୍ରାବାଦ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ହାଇଦ୍ରାବାଦର ଜଣେ ୧୨ ବର୍ଷର ବାଳକ ମହମ୍ମଦ ହସନ ସ୍ମାର୍ଟ ଡଷ୍ଟବିନ୍‌ ତିଆରି କରିଛନ୍ତି। ଏହାର ଖାସ୍‌ କଥା ହେଉଛି, ଆବର୍ଜନା ଭରିବା ପରେ ଏହା ଖାଲି...

ଏହି ଫୋନ ଉପରେ ବମ୍ପର ଅଫର

0
ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଆପଣ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଭିଭୋ ଆଣିଦେଇଛି ସୁଯୋଗ। ଭାରତରେ ଭିଭୋ ଇଣ୍ଡିଆ ପକ୍ଷରୁ ତାର...

ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ସୁଯୋଗ

0
ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ):ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିବାକୁ ଇଚ୍ଛୁକ କି ? ତେବେ ଆପଣଙ୍କ ପାଇଁ ସୁଯୋଗ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ, ମଧ୍ୟପ୍ରଦେଶରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ...

୧୨ ଫୁଟିଆ ଅଜଗର ଉଦ୍ଧାର

0
ବାଲେଶ୍ବର,୦୨/୦୯,(ଓଡ଼ିଆ ପୁଅ ପି ନାଏକ):ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌.ଏ.ସି ସାଳବନ୍ଧ ଗାଁରୁ ପୁଣି ଏକ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । କୂଳଡିହା ଅଭୟାରଣ୍ୟ ଜଙ୍ଗଲରୁ ସାପଟି ପଳାଇ ଆସିଥିବା...

ଶାରିରୀକ‌ ସଂପର୍କ ଉଦ୍ୟମ ଅଭିଯୋଗରେ ଗିରଫ

0
ଭୁବନେଶ୍ଵର,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସଂପର୍କ ଉଦ୍ୟମ ଅଭିଯୋଗରେ କିରାଣୀ ଗିରଫ । ରାୟଗଡା ଟାଉନ ଥାନା ପୋଲିସ ଅଭିଯୁକ୍ତ କିରାଣୀ ସତ୍ୟ ନାରାୟଣ ବିଶୋଇଙ୍କୁ...

ଶେଷ କକ୍ଷରେ ପହଞ୍ଚିଲା ଚନ୍ଦ୍ରଯାନ-୨

0
ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଚନ୍ଦ୍ର ନିକଟରେ ଚନ୍ଦ୍ରଯାନ-୨ । ଚନ୍ଦ୍ରର ପଞ୍ଚମ ତଥା ଶେଷ କକ୍ଷରେ ପହଞ୍ଚିଛି ଚନ୍ଦ୍ରଯାନ-୨ । ଆଜି ଭାରତୀୟ ସମୟ ଦିନ ୧୨ଟା ୪୫ରୁ ଗୋଟାଏ ୪୫ ମଧ୍ୟରେ...

କଟକରେ ଆୟୋଜିତ ହେବ ୪୬ ତମ ବାସ୍କେଟ ବଲ ପ୍ରତିଯୋଗୀତା

0
କଟକ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): କଟକରେ ଆୟୋଜିତ ହେବାକୁ ଯାଉଛି ୪୬ ତମ ସବ୍‌ ଜୁନିଅର ପୁରୁଷ ଓ ମହିଳା ବାସ୍କେଟ ବଲ୍‌ ପ୍ରତିଯୋଗିତା । ଯେଉଁଥିରେ ୨୬ଟି ରାଜ୍ୟର ପ୍ରାୟ ୧...

ଗୋଟିଏ ଦିନରେ ୪୯ ଲକ୍ଷ ୨୯ ହଜାର ୧୨୧ ଆଇଟିଆର ଦାଖଲ

0
ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଆଇଟିଆର ଇ-ଫାଇଲିଂରେ ଆୟକର ବିଭାଗ ରେକର୍ଡ କରିଛି । ୩୧ ଅଗଷ୍ଟ ଗୋଟିଏ ଦିନରେ ୪୯ ଲକ୍ଷ ୨୯ ହଜାର ୧୨୧ ଜଣ ଇ-ଫାଇଲିଂ ଜରିଆରେ ଆଇଟିଆର...

ସମ୍ବଲପୁରରେ ଏନକାଉଣ୍ଟର

0
ସମ୍ବଲପୁର,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ସମ୍ବଲପୁରରେ ପୋଲିସର ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଟୁ ଓରଫ ମୁସିମ ଅଖତର ଆହତ ହୋଇଛି । ବିଟୁ ନାଁରେ ୧୫ରୁ ଅଧିକ ମାମଲା...

କୁଳଭୂଷଣ ଯାଦବ ଙ୍କୁ କନସୁଲାର ଆକ୍ସସେସ୍‌

0
ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): କୁଲଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସସେସ୍‌ ଦେବ ପାକିସ୍ତାନ । କୁଳଭୂଷଣଙ୍କୁ ପ୍ରଥମ ଥର ଲାଗି କନ୍‌ସୁଲାର ଆକ୍ସସେସ୍‌ ଯୋଗାଇ ଦେଉଛି ପାକିସ୍ତାନ । ଗତ ଜୁଲାଇ...

ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ

0
ଭୁବନେଶ୍ଵର,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଆଜିଠୁ ଆରମ୍ଭ ହେବ ବିଜେଡିର ସଦସ୍ୟତା ଅଭିଯାନ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ ।...

ବସରେ ଗଲାବେଳେ ମିଳିବ ଖବରକାଗଜ ପଢ଼ିବାର ସୁଯୋଗ

0
ଭୁବନେଶ୍ଵର,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଏଣିକି ‘ମୋ ବସ’ରେ ଯାତ୍ରା ବେଳେ ମିଳିବ ଖବରକାଗଜ ପଢିବାର ସୁଯୋଗ। ଆଜିଠୁ ମୋ ବସରେ ଆରମ୍ଭ ହେଲା ନ୍ୟୁଜ ପେପର ଅନ ହ୍ଵିଲସ୍‌। ଏହାର ଶୁଭାରମ୍ଭ...

ମନ୍ଦିରର ପୂଜକ ରୋଵଟ

0
ଜାପାନ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ମନ୍ଦିରରେ ପୁରୁଷ ବ୍ରାହ୍ମଣ ପୂଜା କରୁଥିବା ଦେଖିଥିବେ । କିଛି କିଛି ସ୍ଥାନରେ ମହିଳା ପୂଜକ ମଧ୍ୟ ପୂଜା କରୁଥିବାର ଦେଖିବାକୁ ମିଳେ । ହେଲେ କେବେ...

ଦୁଇଟି ମୁଣ୍ଡ ଥିବା କଈଁଛ

0
ନୂଆଦିଲ୍ଲୀ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଭଗବାନ ଯେଉଁଭଳି ଭାବେ ମଣିଷକୁ ବନାଇଛନ୍ତି ଠିକ ସେହିଭଳି ସେ ପଶୁ ମାନଙ୍କୁ ମଧ୍ୟ ବନାଇଛନ୍ତି । ପୃଥିବୀରେ ପଶୁ ମାନଙ୍କର ଅନେକ ପ୍ରକାର ପ୍ରଜାତି ଅଛନ୍ତି...

ଇଲେକ୍ଟ୍ରୋନିକ୍ସ ଦୋକାନରେ ନିଆଁ

0
ସୁନ୍ଦରଗଡ଼,୦୧/୦୯,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଜଳିଗଲା ଇଲେକ୍ଟ୍ରୋନିକ୍ସ ଦୋକାନ।  ଆଉ ଜଳିପୋଡି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ଜିତୁ ଇଲେକ୍ଟ୍ରୋନିକ୍ସ ଦୋକାନରେ ବିଳମ୍ବିତ ରାତିରେ...

ଅର୍ଥ ବ୍ୟବସ୍ଥା କୁ ନେଇ ଚିନ୍ତା ପ୍ରକଟ କଲେ ମନମୋହନ ସିଂହ

0
ନୂଆଦିଲ୍ଲୀ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଦେଶରେ ବିଗୁଡ଼ୁଥିବା ଅର୍ଥବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଭାରତର ଅର୍ଥବ୍ୟବସ୍ଥାରେ ଦ୍ରୁତ ଗତିରେ ଆଗକୁ ବଢିବାର କ୍ଷମତା ରହିଥିବା...

ଇଡକଲ ଅଡିଟୋରିୟମରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆରମ୍ଭ

0
ଭୁବନେଶ୍ଵର,୦୧/୦୯,(ଓଡ଼ିଆ ପୁଅ ପି ନାଏକ):ଇଡକଲ ଅଡିଟୋରିୟମରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ବୈଠକର ପ୍ରଥମ ଅଧିବଶେନରେ ସଭ୍ୟ ସଂଗ୍ରହ ନେଇ ଆଲୋଚନା ହୋଇଛି । ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଜେଡିର...

୬ ରେ ଓଡ଼ିଶା ଆସିବେ ଆମିକସ କ୍ୟୁରୀ

0
ପୁରୀ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆମିକସ କ୍ୟୁରୀ । ୬ ଓ ୭ ତାରିଖରେ ପୁରୀ ଗସ୍ତ କରିବେ ଆମିକସ୍ କ୍ୟୁରୀ ରଞ୍ଜିତ କୁମାର ।...

ଦୀର୍ଘ ୩୫ ଧରି ପୋଲିସକୁ ଦେଉଥିଲା ଚକମା

0
ନୂଆଦିଲ୍ଲୀ,୦୧/୦୯,(ଓଡ଼ିଆ ପୁଅ ପି ନାଏକ):'ଧୁମ 2’ ରେ ହ୍ରିତିକ ରୋଶନର ଚରିତ୍ର ତ ଆପଣ ମାନେ ଦେଖିଥିବେ ନିଶ୍ଚୟ । ଯେଉଁଥିରେ ସେ ନିଜ ଚୋରିକୁ ସଫଳ କରିବା ପାଇଁ ଭିନ୍ନ ଭିନ୍ନ...