Home ଓଡ଼ିଶା ୧୨ ଫୁଟିଆ ଅଜଗର ଉଦ୍ଧାର

୧୨ ଫୁଟିଆ ଅଜଗର ଉଦ୍ଧାର

530

ବାଲେଶ୍ବର,୦୨/୦୯,(ଓଡ଼ିଆ ପୁଅ ପି ନାଏକ):ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌.ଏ.ସି ସାଳବନ୍ଧ ଗାଁରୁ ପୁଣି ଏକ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । କୂଳଡିହା ଅଭୟାରଣ୍ୟ ଜଙ୍ଗଲରୁ ସାପଟି ପଳାଇ ଆସିଥିବା ବେଳେ ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ । ୱାଇଲ୍ଡ ଲାଇଫ୍‌ ସଦସ୍ୟ ପ୍ରକାଶ ମର୍ଦରାଜ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରି କୂଳଡିହା ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.