Home ଓଡ଼ିଶା ଶାରିରୀକ‌ ସଂପର୍କ ଉଦ୍ୟମ ଅଭିଯୋଗରେ ଗିରଫ

ଶାରିରୀକ‌ ସଂପର୍କ ଉଦ୍ୟମ ଅଭିଯୋଗରେ ଗିରଫ

1576

ଭୁବନେଶ୍ଵର,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସଂପର୍କ ଉଦ୍ୟମ ଅଭିଯୋଗରେ କିରାଣୀ ଗିରଫ । ରାୟଗଡା ଟାଉନ ଥାନା ପୋଲିସ ଅଭିଯୁକ୍ତ କିରାଣୀ ସତ୍ୟ ନାରାୟଣ ବିଶୋଇଙ୍କୁ ଗିରଫ କରିଛି । ବିଷମକଟକ ବ୍ଳକ ଅନ୍ତର୍ଗତ ଜଣେ ଶିକ୍ଷୟିତ୍ରୀ କାମ କରିବା ପରେ ଦରମା ପାଇନଥିଲେ । ଏ ନେଇ ସେ ଡିଇଓ ଅଫିସ ଯାଇ ଅଭିଯୋଗ କରିଥିଲେ । ଏହି ସମୟରେ ଅଭିଯୁକ୍ତ କିରାଣୀ ଫୋନରେ ଶିକ୍ଷୟିତ୍ରୀଙ୍କୁ ଘରକୁ ଡାକିବା ସହ ଶାରିରିକ ସଂପର୍କ ରଖିବାକୁ ଉଦ୍ୟମ କରିଥିଲେ । ଏ ସଂପର୍କରେ ଶିକ୍ଷୟିତ୍ରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ରାୟଗଡା ଟାଉନ ଥାନାରେ ଏତଲା ଦେଇଥିଲେ । ଗତକାଲି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.