Home ଓଡ଼ିଶା ବସରେ ଗଲାବେଳେ ମିଳିବ ଖବରକାଗଜ ପଢ଼ିବାର ସୁଯୋଗ

ବସରେ ଗଲାବେଳେ ମିଳିବ ଖବରକାଗଜ ପଢ଼ିବାର ସୁଯୋଗ

174

ଭୁବନେଶ୍ଵର,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଏଣିକି ‘ମୋ ବସ’ରେ ଯାତ୍ରା ବେଳେ ମିଳିବ ଖବରକାଗଜ ପଢିବାର ସୁଯୋଗ। ଆଜିଠୁ ମୋ ବସରେ ଆରମ୍ଭ ହେଲା ନ୍ୟୁଜ ପେପର ଅନ ହ୍ଵିଲସ୍‌। ଏହାର ଶୁଭାରମ୍ଭ କରିଛନ୍ତି କ୍ରୁଟ ଏମଡି ଅରୁଣ ବୋଥ୍ରା। ପ୍ରଥମ ପର୍ଯ୍ୟାୟରେ ମୋ ବସରେ ଏସି ବସ୍‌ରେ ଇଂରାଜୀ ପେପର ପଢ଼ିବାର ସୁଯୋଗ ମିଳୁଛି । ପରେ ସମସ୍ତ ବସ୍‌ରେ ଏହି ସୁବିଧା ମିଳିବ। ଆଗକୁ ଓଡ଼ିଆ ଖବରକାଗଜ ଓ ବିଭିନ୍ନ ପ୍ରକାର ମ୍ୟାଗାଜିନ ମିଳିବ । ମୋ ବସକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.