Home ଓଡ଼ିଶା କଟକରେ ଆୟୋଜିତ ହେବ ୪୬ ତମ ବାସ୍କେଟ ବଲ ପ୍ରତିଯୋଗୀତା

କଟକରେ ଆୟୋଜିତ ହେବ ୪୬ ତମ ବାସ୍କେଟ ବଲ ପ୍ରତିଯୋଗୀତା

72

କଟକ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): କଟକରେ ଆୟୋଜିତ ହେବାକୁ ଯାଉଛି ୪୬ ତମ ସବ୍‌ ଜୁନିଅର ପୁରୁଷ ଓ ମହିଳା ବାସ୍କେଟ ବଲ୍‌ ପ୍ରତିଯୋଗିତା । ଯେଉଁଥିରେ ୨୬ଟି ରାଜ୍ୟର ପ୍ରାୟ ୧ ହଜାର ଖେଳାଳି ଭାଗ ନେବେ । ମ୍ୟାଚ୍‌ ୩ ତାରିଖଠାରୁ ଆରମ୍ଭ ହୋଇ ୯ ତାରିଖରେ ସରିବ । ଏହି ଖେଳ ଜବାହରଲାଲ୍‌ ନେହରୁ ଇନ୍ଦୋର ଷ୍ଟାଡିୟମ ଓ ବାସ୍କେଟ୍‌ ବଲ୍‌ କମ୍ପ୍ଲେସରେ ଆୟୋଜନ ହେବ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.