Home ଓଡ଼ିଶା ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ

ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ

248

ଭୁବନେଶ୍ଵର,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ଆଜିଠୁ ଆରମ୍ଭ ହେବ ବିଜେଡିର ସଦସ୍ୟତା ଅଭିଯାନ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । 5-Tକୁ ନବୀନ ଗୁରୁତ୍ୱ ଦେଉଥିବାରୁ ଏଥର ସଦସ୍ୟ ସଂଗ୍ରହ ଅଭିଯାନ ଅନଲାଇନରେ କରାଯିବ । ଏନେଇ ଏକ ଆପ୍‌ ଉନ୍ମୋଚନ ହେବ । ପ୍ରତି ଓ୍ଵାର୍ଡରୁ ୪ ଜଣ, ଏନଏସିରୁ ୫ଜଣ ଏବଂ ମ୍ୟୁନିସ୍‌ପାଲିଟିରୁ ୧୫ଜଣ ସକ୍ରିୟ ସଦସ୍ୟ ରହିବେ । ପ୍ରତି ମହାନଗର ନିଗମରେ ୪୦ ଜଣଙ୍କୁ ସକ୍ରିୟ ସଦସ୍ୟ କରାଯିବ । ପ୍ରତି ସକ୍ରିୟ ସଦସ୍ୟ ନିଜକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବେ । ଏଥର ପ୍ରାୟ କୋଟିଏ ସଦସ୍ୟ ସଂଗ୍ରହ ପାଇଁ ଟାର୍ଗେଟ ରଖିଛି ଦଳ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.